Breaking News

ଦେଖନ୍ତୁ , ରାଣୀ ପଣ୍ଡା କଲେ ଜାଗର ଉପବାସ

ଯଦି ଆପଣମାନେ ଓଡିଆ ଯାତ୍ରା ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣ ମାନେ ରାନୀ ପଣ୍ଡା ଙ୍କୁ ନିଶ୍ଚୟ ଜାଣିଥିବେ |ସେ ତାଙ୍କର ମନ୍ତବ୍ୟ କୁ ନେଇ ସବୁବେଳେ ଚର୍ଚା ରେ ରହିଥାନ୍ତି |ଜଗରରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା | ଯେଉଁଥିରେ ସେ ଏହି ଜାଗରରେ ସେ ନୂତନ ବସ୍ତ୍ର ପରିଧାନ କରି ମନ୍ଦିର ଯାଇଥିଲେ | ଏବଂ ଭଗବାନ ଙ୍କୁ ଜଗତର କଲ୍ୟାଣ ନିମନ୍ତେ ଏବଂ ସମାଜର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ |

ଉଲ୍ଲେଖନୀୟ ଷ୍ଟେଜ୍‌ରେ ଡ୍ୟାନ୍ସ ହେଉ କି, ସାମାଜିକ ଗଣମାଧ୍ୟମରେ ପୋଜ୍‌, ଅନ୍ୟଙ୍କୁ ସହାୟତର ହାତ ବଢାଇବା ହେଉ ଅବା ବେଣୁ ମଉସାଙ୍କ ପାଇଁ ବାଲେଶ୍ଵର ଉପ ନିର୍ବାଚନରେ ପ୍ରଚାର ହେଉ। ସବୁ ସମୟରେ ରାଣୀ ପଣ୍ଡା ଚର୍ଚ୍ଚାରେ ରହି ଆସିଛନ୍ତି। କେତେବେଳେ ପଜିଟିଭ୍ ଏବଂ ନେଗେଟିଭ୍‌କୁ ନେଇ ସର୍ବଦାରେ ରହୁଥିବାରୁ ରାଣୀ ପଣ୍ଡାକୁ ବିବାଦର ରାଣୀ ମଧ୍ୟ କୁହାଯାଉଛି।

 

ନିକଟରେ  ଭୁବନେଶ୍ଵର ସ୍ଥିତ ମାଷ୍ଟରକ୍ୟାଣ୍ଡିନ ଛକଠାରେ ଯାତ୍ରା ପାଇଁ ଅନୁମତି ଦେବା ଏବଂ କଳାକାରଙ୍କ ଦାବି ପୂରଣ ପାଇଁ ଯାତ୍ରା କଳାକାର ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ରାଣୀ ପଣ୍ଡା ଖୁଲମଖୁଲା ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହା ପୂର୍ବରୁ ସେ ବାଲେଶ୍ଵର ସଦର ବିଧାନସଭା ଉପ ନିର୍ବାଚନରେ ସ୍ଵାାଧୀନ ପ୍ରାର୍ଥୀ ବେଣୁଧର ବାରିକ ଅର୍ଥାତ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ। ଏଥି ସହ ମଉସାଙ୍କୁ ସାଇକେଲ୍ ମଧ୍ୟ ଦେଇଥିଲେ।

ତେବେ ବର୍ତ୍ତମାନ ତାଙ୍କର ଏହି ଭିଡିଓ ଏବେ ଶୋସିଆଲ ମିଡିଆ ରେ ବହୁତ ଭାଇରାଲ ହେବାରେ ଲାଗିଛି | ଆହୁରିମଧ୍ୟ ଏଥିରେ ସେ ଏକ ଗୋଲାପି ରଙ୍ଗର ଏକ ପାଟ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଲିଛନ୍ତି |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସାନ ସିନା ଦାନ ତାଙ୍କ ମହାନା, ଜନ୍ମ ଦିନରେ ଚାଲିଗଲେ ଦୁଇ ସାଙ୍ଗ ହେଲେ ଯିବା ପୂର୍ବରୁ ବଞ୍ଚାଇ ଦେଇ ଗଲେ ୧୨ ଜୀବନ, ପୁରା ଘଟଣା ଜାଣିଲେ ଆଖିରୁ ଲୁହ ଝରି ଯିବ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଦୁଇ ସାଙ୍ଗ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ମୃ-ତ୍ୟୁ ପରେ …

Leave a Reply

Your email address will not be published. Required fields are marked *