Breaking News

ରାମ ନବମୀ ରେ ଏହି ବିଧି ରେ କରନ୍ତୁ ପୂଜା ବଦଳିଯିବ ଆପଣଙ୍କ ଭାଗ୍ୟ

ଦର୍ଶକବନ୍ଧୁ ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ରାମ ଅବତାର ନେଇ ସଂସାରକୁ ଅଧର୍ମ ଓ ପାପରୁ ମୁକ୍ତ କରିବା ପାଇଁ ମର୍ତ୍ୟ ମଣ୍ଡଳରେ ଅବତର ହୋଇଥିଲେ ରାମାୟଣ ଲେଖି ଏବଂ ଭଗବାନ ରାମଙ୍କ ଗୁଣ ଗାନ କରି ମହର୍ଷି ବାଲିମୀକି ଆମର ହୋଇଥିଲେ ଚୈତ୍ର ମାସର ଶୁକ୍ଳ ପକ୍ଷ୍ୟ ନବମୀ ତିଥିରେ ଭାରତ ବର୍ଷରେ ହିନ୍ଦୁ ସମ୍ପ୍ରଦାୟ ରାମଙ୍କ ଜନ୍ମ ଦିନ ନ ରାମନବମୀ ରୂପରେ ପାଳନ କରିଥାନ୍ତି |

ବନ୍ଧୁଗଣ ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀ ରାମଚନ୍ଦ୍ର ଜନ୍ମ ଚୈତ୍ର ମାସର ଶୁକ୍ଳ ପକ୍ଷ୍ୟ ନବମୀ ତୀର୍ଥରେ ଅଜଧ୍ୟା ରେ ହୋଇଥିଲେ | ଭଗବାନ ଶ୍ରୀ ରାମଙ୍କ ଜନ୍ମ ଦିନର ମାଧ୍ୟାନ ସମୟରେ ହୋଇଥିଲେ ଏବଂ ଏହି ସମୟ ଗ୍ରହ ଦଶା ଅନୁସାରେ ଭଗବାନ ରାମ ମେଷ ରାଶିରେ ଜନ୍ମ ନେଇ ଥିଲେ ଯେଉଁ ଥିରେ ସୂର୍ଯ୍ୟ ଏବଂ ଅନ୍ୟ ପାଞ୍ଚ ଗ୍ରହଙ୍କ ଶୁଭ ଦୃଷ୍ଟି ପଡୁଥିଲା ମତ କୌଶଲ୍ୟା ଙ୍କ କୋଳରେ ଜନ୍ମ ନେଇଥିବା ଭଗବାନ ବିଷ୍ଣୁ ଙ୍କ ମାନବ ଅବତାର ଶ୍ରୀ ରାମଙ୍କ ଜନ୍ମ ଉଛବ ରୂପରେ ଏହି ତିଥିକୁ ପାଳନ କରାଯାଇଥାଏ |

ବନ୍ଧୁଗଣ ଏହି ବର୍ଷ ରାମ ନବମୀ ଏପ୍ରିଲ 14 ତାରିକ ରବିବାର ଦିନ ପଡୁଛି ପୂର୍ବ ଦିନ ରାତ୍ର 12 ଘଣ୍ଟା 44 ମିନିଟିରୁ ଆରମ୍ଭ ହୋଇ 14 ତରିକା ରବିବାର ଦିନ ରାତ୍ର 12 ଘଣ୍ଟା 36 ମିନିଟି ପର୍ଯ୍ୟନ୍ତ ନବମୀ ତିଥି ରହୁଛି | ଭଗବାନ ବିଷ୍ଣୁ ଙ୍କ ସପ୍ତମ ଅବତାର ହେଉଛି ରାମ ଅବତାର ରହି ନବମୀ ତିଥିରେ ଭଗବାନ ରାମଙ୍କୁ ଦୋଳିରେ ଝୁଲେଇବା ପରମ୍ପରା ମଧ୍ୟ ରହିଛି ଏବଂ ସମସ୍ତେ ଏହି ଦିନକୁ ଉପବାସ ରେ ରହି ପାଳନ କରିଥାନ୍ତି |

ଏବଂ ଭଗବାନ ରାମଙ୍କୁ ସୁଦ୍ଧା ବସ୍ତ୍ରରେ ପୋଛି ନୂତନ ବସ୍ତ୍ର ଓ ଯଜ୍ଞ ଅର୍ପଣ କରନ୍ତୁ ଏବଂ ସିଂଘାସନ ଅର୍ପଣ କରନ୍ତୁ ବା ଖଟୁଲିରେ ଭଗବାନ ରାମଙ୍କୁ ବସେଇ ପୂଜା ଅର୍ଚନା କରନ୍ତୁ | ଯଦି ଆପଣ ପଦ୍ମ ଫୁଲ ଭଗବାନ ରାମଙ୍କୁ ଏହି ଏହି ଦିନ ଅର୍ପଣ କରନ୍ତି ବହୁତ ଲାଭ ଦାୟକ ହୋଇଥାଏ ଏହାପରେ ଭଗବାନ ରାମଙ୍କ ମୂଳ ମନ୍ତ୍ର ପାଠ କରନ୍ତୁ 108 ଥର ଓ ଯଥା ଥର ଜପ କରନ୍ତୁ ଏବଂ ଏହି ଦିନ ଭଗବାନ ଶ୍ରୀ ରାମଙ୍କୁ ଦୋଳିରେ ଝୁଲାନ୍ତୁ |

ବନ୍ଧୁଗଣ ରାମ ନବମୀ ଦିନ ସ୍ତ୍ରୀ ଲୋକ ମାନେ ରାତ୍ରିରେ ଚାଉଳର ଖିରି ପ୍ରସୂତ କରନ୍ତୁ ଏବଂ ଏହି ଖିରିକୁ ରାତ୍ରିରେ କୌଣସି ଖୋଲା ଜାଗାରେ ଚନ୍ଦ୍ରମାଙ୍କ ଆଲୁଅରେ କିଛି ସମୟ ରଖି ଦିଅନ୍ତୁ ତାପରେ ସ୍ୱାମୀ ସ୍ତ୍ରୀ ମିଶି ଏହାର ସେବନ କରନ୍ତୁ ଏହାଗୀ ପରି କରିବ ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ରହିଥିବା ମନ ମଳିନ ଦୂର ହୋଇଯିବ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ନିବିଡ଼ ହୋଇଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.