Breaking News

ରାକ୍ଷୀ ବନ୍ଧନ ପାଳନ କରିବାର ପୌରାଣିକ କଥା କଣ ରହିଛି, ରାକ୍ଷୀ ବନ୍ଧନ କଣ ପାଇଁ ପାଳନ କରାଯାଏ, ଏବଂ କିଏ ବାନ୍ଧିଥିଲେ ପ୍ରଥମେ ରାକ୍ଷୀ କାହା ହାତରେ !

ଦର୍ଶକବନ୍ଧୁ ରାକ୍ଷୀ ବନ୍ଧନ ହେଉଛି ଭାଇ ଓ ଭଉଣୀଙ୍କ ପର୍ବ ଅଟେ ଏହି ଦିନ କେବେଳ ଭାଇ ଓ ଭଉଣୀ ମାନେ ନିଜ ପ୍ରେମ ପ୍ରଦାସିତ କରନ୍ତି ବରଂ ରେଶମ ଡୋରି ମାଧ୍ୟମରେ ଏହି ତାଙ୍କୁ ସେହି ସମ୍ପର୍କ ବଜାଇ ରଖିବା ବିଷୟରେ କଥା ବାର୍ଥ କରେ | ସମ୍ପର୍କ ଏବଂ ବିଶ୍ୱସ ଜୀବନ ଏବଂ ମୄତ୍ୟୁ ପର୍ଯ୍ୟନ୍ତ ରହିବ ରାଖୀ ବନ୍ଧନ ପାଳନ କରିବା ପଛରେ ଐତିହାସିକ ଓ ପୁରାନିକ ଘଟଣାରୁ ଶୁଣିବାକୁ ଏବଂ ଦେଖିବାକୁ ମିଳେ | ଅନେକ କାହାଣୀ ମଧ୍ୟ ସେମାନଙ୍କ ପ୍ରିୟ ଅଟେ କୌଣସି ସ୍ଥାନରେ ଲୋକ ପ୍ରିୟ ପରମ୍ପରା ମଧ୍ୟରୁ ଏଥିରେ ଅନ୍ତର୍ଭୂକ୍ତ ଅଟନ୍ତି |

ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ଜନାରଦନ ଶୁକ୍ଳଙ୍କ ଅନୁଯାଇ କୁହାଯାଏ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ରକ୍ଷା ପାଇଁ ପହଞ୍ଚି ଥିଲେ ତା ପରେ ପ୍ରଭୁ ବିଷ୍ଣୁ ରାଜା ବଳିଙ୍କ ଠାରୁ ଦେବତା ମାନଙ୍କୁ ରକ୍ଷା ଅରିବା ପାଇଁ ବାମନ ଅବତାର ନେଇ ଥିଲେ ଏହା ପରେ ପ୍ରଭୁ ବିଷ୍ଣୁ ରାଜା ବଳିଙ୍କ ପାଖରେ ଯାଇ ତିନିପାଦ ଭୂମିର ଭିକ୍ଷା ମାଗିଲେ | ଆଉ ରାଜା ବଳି ମଧ୍ୟ ତାଙ୍କୁ ତିନିପାଦ ର ଭୂମିର ଭିକ୍ଷା ଦେଇଥିଲେ | ଏହା ପରେ ଭଗବାନ ବିଷ୍ଣୁ ତାଙ୍କ ଗୋଟେ ପାଦ ରେ ସ୍ୱର୍ଗ ଆଉ ଗୋଟେ ପାଦରେ ପୃଥିବୀ ନେଇ ନେଲେ ଯେତେବେଳେ ତାଙ୍କ ତୃତୀୟ ପାଦ ଆଗକୁ ବଢ଼ିଲା ରାଜା ବଳି ଚିନ୍ତିତ ହୋଇ ଏବଂ ବୁଝିପାରି ନଥିଲେ କଣ କରିବେ ବୋଲି |

ଏହା ପରେ ବଳି ରାଜା ନିଜ ମସ୍ତକକୁ ପ୍ରଭୁ ବିଷ୍ଣୁଙ୍କ ଚରଣରେ ରଖିଲେ ଆଉ କହିଲେ ତୃତୀୟ ପାଦ ମୋ ମସ୍ତକରେ ରଖିଦିଅ ଏହା ଶୁଣି ଭଗବାନ ବିଷ୍ଣୁ ତାଙ୍କ ଉପରେ ଖସୁ ହୋଇ ଯାଇଥିଲେ ଏମିତି ହିଁ ପ୍ରଭୁ ରାଜା ବଳିଙ୍କ ଠାରୁ ସ୍ୱର୍ଗ ଆଉ ପୃଥିବୀରେ ବସ ବାସ ଛଡାଇ ନେଇଥିଲେ ଏହା ପରେ ବଳି ରାଜା ପାତାଳ ପୁରକୁ ଚାଲି ଯାଇଥିଲେ ସେତେବେଳେ ବଳି ନିଜର ଭକ୍ତି ଦ୍ୱାରା ଭଗବାନ ବିଷ୍ଣୁ ସର୍ବଦା ନିଜ ଆଖି ଆଗରେ ରହିବାର ପ୍ରତି ସ୍ମୁତି ମାଗିଥିଲେ |

ଯାହା ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ରାଜା ବଳିଙ୍କର ଦ୍ୱର ହେବାକୁ ପଡିଲା ଏହା ଦେଖି ଦେବୀ ମା ଲକ୍ଷ୍ମୀ ଚିନ୍ତାରେ ପଡି ଗଲେ ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କୁ ସେଠାରୁ ଆଣିବାକୁ ଚାହୁଁଥିଲେ ସେଥିବେଳେ ଭଗବାନ ନାରଦ ତାଙ୍କୁ ଏହି ସମସ୍ୟାର ସମସ୍ୟର ଉପାୟ ଦେଇଥିଲେ କହିଥିଲେ ଆପଣ ଅନ୍ୟ ରୂପ ଧାରଣ କରି ପାତାଳ ପୁରକୁ ଯିବା ପାଇଁ ଯାହା ପରେ ଦେବୀ ମା ଲକ୍ଷ୍ମୀ ରାଜା ବଳିଙ୍କ ପାଖକୁ ଯାଇ ଏକ ରକ୍ଷା ସୁତା ବାନ୍ଧିଥିଲେ | ଆଉ ତାଙ୍କ ନିଜର ଭାଇ ବନାଇ ଥିଲେ ଏବଂ ଉପହାରରେ ରାଜା ବାଳୀଙ୍କୁ ସ୍ୱାମୀ ବିଷ୍ଣୁ ମାଗିଥିଲେ ସେହି ଦିନ ଶ୍ରାବଣ ପୁର୍ଣିମା ଥିଲା କୁହାଯାଏ ସେବେ ଠାରୁ ରାକ୍ଷୀ ପୁର୍ଣିମା ମାନାଯାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.