ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଲାଗି ଆଉ କିଛି ବଡ଼ ଖବର ଏନେଇ ଗଣ ଶିକ୍ଷା ସମିରଞ୍ଜନ ଦାସ ନିଜେ ଘୋଷଣା କରି ଜାରି କରିଛନ୍ତି ତେବେ 2022 ଓ 2023 ନୂଆ ଶିକ୍ଷା ବର୍ଷରେ ଆସୁଛି ଆଉ କିଛି ନୂଆ ପାଠ୍ୟ କର୍ମ ଏମଏଇଟିକି ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିବା ଛାତ୍ର ଛାତ୍ରୀ ଲାଗି କେବେ ଠାରୁ ଋଆଡିମିସନ ହେବ ଯୁକ୍ତ୨ ରେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ |
ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ଏହି ବର୍ଷ କୋଭିଡି ମହାମରୀ ଏହାର ପରିଚାଳନ ସମ୍ପର୍କିତ ପାଠ ପଢିବେ 2022 ଓ 2023 ଶିକ୍ଷା ବର୍ଷରୁ ଏହି ପାଠ୍ୟ କର୍ମ ରମ୍ଭା କରାଯିବ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିରଞ୍ଜନ ଦାସ ସୂଚନ ଦେଇଛନ୍ତି | ତେବେ ଦଶମ ଶ୍ରେଣୀର ବିଜ୍ଞାନ ପାଠ୍ୟ କ୍ରମରେ ମାଧ୍ୟମିକ ଶିକ୍ଷା ପରିଶତ ବୋର୍ଡ ପକ୍ଷରୁ ସାମାନ୍ୟ ପରିବର୍ତନ କରାଯାଇଛି ଯିବ ବିଜ୍ଞାନ ବହିରେ ପୂର୍ବରୁ ୧0 ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ କୋଭିଡି 19 ଓ ତାର ପରିଚାଳନ ନାମକ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି ଫଳରେ ଜୀବ ବିଜ୍ଞାନ ବହିରେ ଅଧ୍ୟାୟ ସଂଖ୍ୟା ଏବେ ୧୧ ର ହୋଇଛି |
ସେହି ପରି ଭୌଗଲ ବହିରେ ଅମେଧ୍ୟ ଆଉ ଏକ ଅଧ୍ୟାୟ ଅନ୍ତର୍ଭୁତ କରାଯାଉଥିବା ସୂଚନା ମିଳୁଛି | ଜଳ ବାୟୁ ଜନିତ ବିପତି ଏବଂ ପରିଚାଳନ ଜନିତ ଏକା ନୂତନ ଅଧ୍ୟାୟ ବହିରେ ଯୋଡି ହୋଇଛି | ସଂସ୍କୃତ ବହିରେ ଥିବା ସ୍ଵରଗଲା ଶିଶୁ କଥା ଅଧ୍ୟାୟ ପୂର୍ବରୁ ପଢା ଯାଉନଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ସଂସ୍କୃତ ଇଚ୍ଛା ଦିନ ବିଷୟ ରଖିବା ଛାତ୍ର ଛାତ୍ରୀ ମାନେ ଉକ୍ତ ବିଷୟଟିକୁ ପଢିବେ ବୋଲି ସୂଚନ ମିଳିଛି |
ତେବେ କୋଭିଡି ରୋଗ ଏବଂ ଏହାର ପରିଚାଳନ ପାଠ ପଢିଲେ ପିଲା ମାନେ ଅନେକ ଶିକ୍ଷା ଲାଭ କରିବା ସହ ସେମାନଙ୍କ ପରିବାର ସହ ସମ୍ପର୍କୀୟ ମାନେ ମଧ୍ୟ ସଚେତନ ହୋପି ପାରିବେ ବୋଲି ଶିକ୍ଷା ବିଧି ମାନେ ମତ ଦେଛନ୍ତି | ଆଉ ଏହା ଛଡା ଏହି ଥର ଆପଣ ମାନେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଏମିତି କି ଆପଣଙ୍କର ରେଜାଲ ପ୍ରକାଶ ପାଇଁ ସାରିଛି ତେବେ ଆପଣ ମାନେ ଚିନ୍ତିତ ଥିବେ କେବେ ସୁଦ୍ଧା ଋଆଡିମିଶନ ହେବ ଏବଂ ଆପଣ ମାନେ ମଧ୍ୟ online ଆବେଦନ କରିବେ ଯୁକ୍ତ୨ ରେଜଲ୍ଟ କୁ ନେଇ ଆସୁଛି ବଡ଼ ଖବର ଯାହାକି ଏହି ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ହୋଇଯିବ online ରେ ଆବେଦନ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …