Breaking News

ରାଜ୍ୟରେ ପୁଣି ଶସ୍ତା ହେଲା ସୁନା ( Gold ) ଭୁବନେଶ୍ୱର ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବର୍ତମାନର ବଡ଼ ଖବର ଯାହାକି ସୁନା ରୁପା ଦର କୁ ନେଇ ଆସିଲା ବଡ଼ ଖୁସି ଖବର ଫୁଣି ସୁନା ରୁପା ଦରରେ ହେଲେ ବଡ଼ ପରିବର୍ତନ ଜଣାନ୍ତୁ ସୁନା ମୂଲ୍ୟର ବଡ଼ ଖବର | ତେବେ ପ୍ରତେକ ଦିନ ସୁନା ରୁପା ମୂଲ୍ୟର ପରିବର୍ତନ ହେଉଛି ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତନ ଦେଖା ଦେଇଛି ଭୁବନେଶ୍ୱରରେ 12 କେରେଡ ସୁନାର ମୂଲ୍ୟ 46 ହଜାର 650 ଟଙ୍କା ରହିଛି | ସେହି ପରି 24 କେରେଡ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ଯଥାକ୍ରମେ 50 ହଜାର 890 ଟଂକ ରହିଛି |

ଭରତୀୟତା ବଜାରରେ 22 କେରେଡ ସୁନା ଦର 10 ଗ୍ରାମ ପ୍ରତି 64 ହଜାର 310 ହୋଇଛି ତେବେ 24 କେରେଡ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 50 ହଜାର 550 ଟଙ୍କା ରହିଛି | ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ କିଛି ପରିବର୍ତନ ଆସିଛି |

ମୁମ୍ବାଇରେ 22 କେରେଡ ଓ 24 କେରେଡ ସୁନାର ମୂଲ୍ୟ 46 ହଜାର 400 ଟଙ୍କା ଓ 50 ହଜାର 620 ଟଙ୍କା ଥିବା ରେକଡ଼ ହୋଇଥିଲା ବେଳେ | ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ 46 ହଜାର 550 ଟଙ୍କା ଓ 50 ହଜାର 770 ଟଙ୍କା ରହିଛି | ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନାଇ ରେ 22 କେରେଡ ମୂଲ୍ୟ 47 ହଜାର 927 ଟଙ୍କା ଥିଲା ବେଳେ 24 କେରେଡ ମୂଲ୍ୟ 52 ହଜାର 285 ଟଙ୍କା ଥିବା ରେକଡ଼ ହୋଇଛି |

ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 46 ହଜାର 40ଟଙ୍କା ଓ 50 ହଜାର 620 ଟଙ୍କା ରହିଛି ଆଜି ରୁପା ମୂଲ୍ୟ ମଧ୍ୟ ବଢିଛି | ଆଜି ରୁପା କିଲୋ ଗ୍ରାମ ପ୍ରତି 52 ହଜାର 800 ଟଙ୍କା ରହିଥିବା ରେକଡ଼ ହୋଇଛି ତେବେ ଏ ଥିଲା ବର୍ତମାନର ସୁନା ରୁପା ଦରକୁ ନେଇ ବଡ଼ ଖବର |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.