Breaking News

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ ରେ କ୍ରମଶଃ ଦେଖିବାକୁ ମିଳିଛି ତେବେ କେତେ ଟଙ୍କା ସୁନା ଦାମ କମିଛି ଏବଂ ବଜାର ଦାମ କେତେ ଚାଲିଛି ଆପଣ ସୁନା ଏବଂ ରୁପା କିଣିବାକୁ ଚାହୁଁଥିଲେ କେତେ ଟଙ୍କା ଦେଇ କିଣିପାରିବେ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ବିବରଣୀ |

ତେବେ ଆଜି ଭାରତ ରାଜଧାନୀ ଦିଲ୍ଲୀ ଉପରେ ସୁନା ବଜାର ରେ 24 କ୍ୟାରେଟ ଶୁଦ୍ଧ ସୁନାର ମୂଲ୍ୟ 10 ଗ୍ରାମ ପିଛା 52 ହଜାର 800 ଟଙ୍କା ଥିଲା ବେଳେ 22 କ୍ୟାରେଟ ସୁନା ର ମୂଲ୍ୟ 10 ଗ୍ରାମ ପିଛା 48 ହଜାର 400 ଟଙ୍କା ରହିଛି ସେହିଭଳି ଭାବେ ମୁମ୍ବାଇ ସହରରେ ମଧ୍ୟ ସୁନା ଦାମ କମିବାରେ ଦେଖିବାକୁ ମିଳିଛି |

24 କ୍ୟାରେଟ ସୁନା 10 ଗ୍ରାମ ପିଛା 52 ହଜାର 400 ଟଙ୍କା ଥିଲା ବେଳେ 22 କ୍ୟାରେଟ ସୁନା 48 ହଜାର 300 ଟଙ୍କାରେ ପହଁଚିଛି ସେପଟେ ଦକ୍ଷିଣ ଭାରତ ର ଚେନ୍ନାଇ ରେ ସୁଦ୍ଧ ସୁନା 24 କ୍ୟାରେଟ ର ମୂଲ୍ୟ 10 ଗ୍ରାମ ପିଛା 54 ହଜାର 320 ଟଙ୍କା ଥିଲା ବେଳେ 22 କ୍ୟାରେଟ 10 ଗ୍ରାମ ପିଛା 39 ହଜାର 700 ଟଙ୍କା ରହିଛି |

ଯାହାକି ଚେନ୍ନାଇ ରେ ସୁନା ଦାମ କ୍ରମଶଃ ବଢିଛି ଏପରେ ଓଡିଶା ରାଜଧାନୀ ଭୁବନେଶ୍ୱର ରେ ସୁନା ଦାମ 14 କ୍ୟାରେଟ ର ମୂଲ୍ୟ 10 ଗ୍ରାମ ପିଛା 51 ହଜାର 900 ଟଙ୍କା ଥିଲା ବେଳେ 22 କ୍ୟାରେଟ ସୁନା ର ଦାମ 47 ହଜାର 800 ଟଙ୍କା ରହିଛି ତେବେ ଦର୍ଶକବନ୍ଧୁ ଏହା ଥିଲା ସୁନା କୁ ନେଇ କିଛି ନୂଆ ଅପଡେଟ |

About odisha news

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.