ଦର୍ଶକବନ୍ଧୁ ସୁନା ରୂପା ଦରକୁ ନେଇ ପୁଣି ଆସିଲା ବଡ଼ ଖୁସି ଖବର 3 ମାସ ପରେ ଏତେ କମିଗଲା ସୁନା ରେଟ୍ ଯାହା କି ବାହା ଘର ପାଇଁ ଆପଣମାନେ ଏବେ ଠାରୁ କିଣି ରଖନ୍ତୁ ଆପଣମାନେ ଜାଣିଥିବେ ବର୍ତ୍ତମାନ ଚାଲିଛି ବିବାହ ସିଜିନ ଏହି ସିଜିନି ରେ ଆପଣ ମାନେ ନିଶ୍ଚିତ ଭାବରେ ସୁନା ରୂପା କିଣୁଥିବେ ତେବେ ଦର୍ଶକବନ୍ଧୁ ଯଦି କିଣି ନାହାନ୍ତି ଓ କିଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା |
ସୁନା ରୂପାର ମୂଲ୍ୟ କେତେ କମିଛି ବନ୍ଧୁଗଣ ନିକଟରେ ସୁନାର ମୂଲ୍ୟ ରେ ବହୁତ ହ୍ରାସ ଘଟିଛି ଏବଂ ଆଗକୁ ଯେଉଁମାନଙ୍କର ବାହାଘର ଅଛି ସେମାନେ ତୁରନ୍ତ ଏହାକୁ କିଣି ନେବା ଉଚିତ୍ ଦର୍ଶକବନ୍ଧୁ ପୂର୍ବରୁ ସୁନାର ମୂଲ୍ୟ 10 ଗ୍ରାମକୁ 56 ହଜାର ଥିଲା କିନ୍ତୁ ଏବେ ସୁନାର ମୂଲ୍ୟ 50 ହଜାର ତଳକୁ ଖସିଛି ।
ଆପଣମାନଙ୍କୁ ସୁନା ଗହଣା କିଣିବା ପାଇଁ ଆଉ ଏହାଠୁ ଭଲ ସୁବର୍ଣ୍ଣ ସୁଯୋଗ ମିଳିବ ନାହିଁ । ଗତ ତିନିମାସ ପରେ ଭାରତୀୟ ବଜାରରେ ଏବେ ସୁନାର ଦାମରେ ସ୍ତର ନିମ୍ନକୁ ଖସି ଆସିଛି ତେବେ ବନ୍ଧୁଗଣ ଅନ୍ୟ ପକ୍ଷରେ ରୂପାର ମୂଲ୍ୟ ମଧ୍ୟ ପୂର୍ବ ଅପେକ୍ଷା ସାମାନ୍ୟ ବୃଦ୍ଧି ପାଇବା ଦେଖାଯାଉଛି । ଗତ ସାପ୍ତାହିକ କାରବାରରେ 10 ଗ୍ରାମ ସୁନାର ମୂଲ୍ୟ 1 ହଜାର ଟଙ୍କା ଓ 2 କେଜି ଚାନ୍ଦୀର ମୂଲ୍ୟ 2 ହଜାର କୁ ଖସିଆସିଛି ।
ତେବେ ସେହିପରି ଗତ ମାର୍ଚ୍ଚ ମାସ ଆରମ୍ଭରେ 10 ଗ୍ରାମ ସୁନାର ମୂଲ୍ୟ 56 ହଜାର ଟଙ୍କା ରହିଥିଲା । ତେବେ ସୁନା ରେକଡ୍ ସ୍ତର ଠାରୁ ଗ୍ରାମ ପିଛା 6 ହଜାର ଟଙ୍କା ତଳେ ରହିଛି । IBJE ୱେବସାଇଟ ର ତଥ୍ୟ ଅନୁସାରେ 24 କ୍ୟାରେଡ ସୁନାର ମୂଲ୍ୟ 10 ଗ୍ରାମକୁ 50 ହଜାର 367 ଟଙ୍କା, 23 କ୍ୟାରେଡର ସୁନାର ମୂଲ୍ୟ 50 ହଜାର 165 ଟଙ୍କା, 22 କ୍ୟାରେଡ ସୁନାର ମୂଲ୍ୟ 46 ହଜାର 136 ଟଙ୍କା, 20 କ୍ୟାରେଡର ସୁନାର ମୂଲ୍ୟ 37 ହଜାର 775 ଟଙ୍କା |
ଓ 14 କ୍ୟାରେଡ ସୁନାର ମୂଲ୍ୟ 29 ହଜାର 465 ଟଙ୍କା ରହିଛି । ଏହା ଥିଲା ବଡ ଖବର ସୁନା ଓ ରୂପାର ମୂଲ୍ୟ କୁ ନେଇ । ଯଦି ଆପଣମାନେ ସୁନା ଓ ରୁପା କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣମାନଙ୍କୁ ଜାଣିବା ବହୁତ ଦରକାର ଥିଲା |