Breaking News

ରାଜ୍ୟରେ ଫୁଣି ଆଉ ଥରେ କମିଲା ସୁନା ଦର, ଏତେ ଟଙ୍କା କମିଲା !!

ଦର୍ଶକବନ୍ଧୁ ଆଜି ରାଜ୍ୟରେ ଫୁଣି କମିଛି ସୁନା ଦର ସୁନା ଏବଂ ରୁପାରେ କ୍ରମଶ ଘଟୁଛି ଦେଖିବାକୁ ମିଳୁଛି ତେବେ କେତେ ଟଙ୍କା କମିଛି ସୁନା ଦର ବଜାର ମୂଲ୍ୟ କେତେ କମିଛି ଆପଣ ମାନେ କିଣିବାକୁ ଚାହୁଁଥିଲେ କେତେ ଟଙ୍କା ଦେଇ କିଣି ପାରିବେ |

ଆଜି ଭାରତର ରାଜଧାନୀ ଦିଲ୍ଲୀ ସାହରରେ ସୁନା ଦର 24 କେରେଡ଼ ସୁନାର 10 ଗ୍ରାମ ପିଛା 51710 ଥିଲା ବେଳେ 22 କେରେଡ ସୁନାର 10 ଗ୍ରାମ ପିଛା 47410 ରହିଛି | ସେହି ଭଳି ମୁମ୍ବାଇ ସହରରେ ସୁନାର ଦର କମିବାକୁ ଦେଖିବାକୁ ମିଳିଛି 24 କେରେଡ ସୁନାର ମୂଲ୍ୟ 10ଗ୍ରାମ ପିଛା 15770 ଟଙ୍କା ଥିଲା ବେଳେ 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 47300 ଟଙ୍କା ରହିଛି |

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନାଇ କଥା କହିବା ଚେନାଇ ରେ 24 କେରେଡ ସୁନାର ମୂଲ୍ୟ 52670 ଟଙ୍କା ଥିଲା ବେଳେ 22 କେରେଡ ସୁନାର 10 ଗ୍ରାମ ପିଛା 48280 ଟଙ୍କା ରହିଛି |

ଏପଟେ ରାଜ୍ୟରେ ରାଜଧାନୀ ଭୁବନେଶ୍ୱର ରେ ସୁନା ଦର କମିବାକୁ ଦେଖିବାକୁ ମିଳିଛି 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 51770 ଟଙ୍କା ଥିବାବେଳେ 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 46990 ଟଙ୍କା ରହିଛି ଯାହାକି ଥିଲା ଏହା ଆଜିର ସୁନାର ମୂଲ୍ୟ |

ରାଜ୍ୟରେ ମଧ୍ୟ ରୂପ ଦର ମଧ୍ୟ କମିଛି 10 ଗ୍ରାମ ରୂପାର ମୂଲ୍ୟ 689 ଟଙ୍କା ଥିଲାବେଳେ 100 ଗ୍ରାମ ରୂପାର ମୂଲ୍ୟ 6890 ସେହିଭଳି ଗୋଟିଏ କେଜି ରୂପାର ମୂଲ୍ୟ 69900 ଟଙ୍କା ପହଞ୍ଚିଛି ତେବେ ଆପଣ ସମ୍ପୂର୍ଣ ଜାଣିବାକୁ ପାଇଲେ |

About odisha news

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.