Breaking News

ରାଜ୍ୟକୁ ଫେରିଛି କାଳବୈଶାଖୀ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷିବ

ଦର୍ଶକବନ୍ଧୁ ରାଜ୍ୟର ଜାରି ରହିଛି ବର୍ଷା ଆଜି ରବିବାର ରାତିରେ ମଧ୍ୟ ଆହୁରି ବର୍ଷା ହେବାର ଆଶଙ୍କା ଦେଇଛି ପାଣିପାଗ ବିଭାଗ ରାଜ୍ୟରେ ବଢିଛି ରାତି ତାପ ମାତ୍ର ଆଜି14 ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରିଛି ପାଣି ପାଗ ବିଭାଗ |

ଦର୍ଶକବନ୍ଧୁ ରାଜ୍ୟରେ ରାତି ତାପମାତ୍ରା ଫେରେ ବଢିଛି ଅଧିକା ଅଂଶ ଜିଲ୍ଲାରେ ସର୍ଵନିମୀନା ତାପମାତ୍ରା 15ରୁ 16 ଡିଗ୍ରୀ ଉପରେ ରହିଛି କେନ୍ଦୁଝର, ଝାରସୁଗୁଡ଼ା ରେ ସବୁଠାରୁ କମ ରହିଛି 13 ଡିଗ୍ରୀ ଗୋପାଳ ପୁରରେ ସର୍ବଧିକ 22 ଡିଗ୍ରୀ ତାପମାତ୍ରା ରେକଡ଼ କରାଯାଇଛି ତେବେ ପଶ୍ଟିମ ଝଡ ପ୍ରବାବହରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ସଂଭାବନା ରହିଛି|

ଆଗାମୀ 24 ଘଣ୍ଟା ଯାଜପୁର,କେନ୍ଦ୍ରାପଡା,କଟକ,ଜଗସିଂହୀପୁର,କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଭିନ ସ୍ଥାନରେ ଘଡ ଘଡି ସହିତ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି | ଏହି ନେଇ ପାଣି ପାଗ ବିଭାଗରୁ ସୂଚନା ଦିୟା ଯାଇଛି ସେହିପରି ରାଜ୍ୟରେ ରାତ୍ରି କାଳୀନ ତାପମାତ୍ରା ବୃଦ୍ଧି ପାଉଥିଲା ବେଳେ ସେଥିପାଇଁ ରାଜ୍ୟରେ ଶୀତ କମ ଅଛି ତେବେ 14ଟି ଜିଲ୍ଲାକୁ ଏଲୋୱ ୱର୍ଣ୍ଣିଙ୍ଗ ଜାରି କରାଯାଇଛି

ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,କଟକ,ଜଗସିଂହୀପୁ,ପୁରୀ,ଖୋର୍ଦ୍ଧା,ନୟାଗଡ,ଗଞ୍ଜାମ,ଗଜପତି,ସୁନ୍ଦରଗଡ,କେନ୍ଦୁଝର,ମୟୂରଭଞ୍ଜ ରେ ଅଳ୍ପ ଅଲ୍ପ ବର୍ଷା ହେବାର ସଂଭାବନା ରହିଛି ତାପ ମାତ୍ର 2ରୁ 3 ଡିଗ୍ରୀ କମିବ ବୋଲି ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.