ଦର୍ଶକବନ୍ଧୁ ରାଜ୍ୟକୁ ଭିଜାଇବ ଆଉ ଏକ ଲଘୁଚାପ 3 ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ତେବେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶା ସମେତ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାରେ ଲଗାତାର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |
ତେବେ ବନ୍ଧୁଗଣ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସମେତ ଉତରାଆଣ୍ଡାମାନ ସାଗରରେ ଆଉ ଏକ ଘ୍ରୁନିବଳୟ ମଧ୍ୟ ସୃଷ୍ଟି ହୋଇଛି ଯାହା ଲଘୁଚାପ ର ରୂପ ନେବାର ସମ୍ଭାବନା ରହିଛି |ତେବେ ଆସୁଥିବା ଲଘୁଚାପ ପ୍ରଭାବରେ ଆଜିଠୁ 20 ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ପୁରୀ ଖୋର୍ଦ୍ଧା ଜଗତସିଂହପୁର କଟକ କେନ୍ଦ୍ରାପଡା ଯାଜପୁର ଭଦ୍ରକ ବାଲେଶ୍ୱର ମୟୁରଭଞ୍ଜ କେଉଁଝର ଏବଂ ନୟାଗଡ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |
ତେବେ ଏଇ ସବୁ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ |ତେବେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି 20 ରୁ 30 କିମି ବେଗରେ ପବନ ବୋହିବ ପ୍ରବଳ ବର୍ଷା ଏବଂ ପବନ ପାଇଁ ସମୁଦ୍ର ଯିବାକୁ ମସ୍ୟଜୀବି ମାନଙ୍କୁ ବାରଣ କରାଯାଇଛି ଆଉ ଏହା ଛଡା ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ହେବାର ସମ୍ଭାବନା ରହିଛି ଏ ନେଇ 17 ଜିଲ୍ଲାକୁ ଚେତାବନୀ ୱେଇଛି ଆଞ୍ଚଳିକ ପାଣିପାଗ ବିଭାଗ |
ବନ୍ଧୁଗଣ ଅନ୍ୟପଟେ କେରଳ ରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ପାଖାପାଖି ଏଇ ରାଜ୍ୟରେ 5 ଟି ଜିଲ୍ଲାକୁ ବୁଡା଼ଇଛି ଲଗାଣ ବର୍ଷା ତେବେ କେରଳର ବର୍ଷା ଓ ବନ୍ୟାରେ ବହୁତ ସାରା ଘର ଭାସି ଯାଇଛି ଏଥି ସହ ବହୁତ ଲୋକ ନଖୋଜ ର ସୂଚନା ମିଳିଛି |
Check Also
ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !
ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …