Breaking News

ଆସିଲା ରାଜ୍ୟ ସରକାର ଙ୍କ ବଡ଼ ନିଷ୍ପତି !! ଜରୁରୀ ନଥିଲେ ମେଡିକାଲ ଯିବା ମନା ।

ଦର୍ଶକବନ୍ଧୁ କୋରନା ର ଦ୍ୱିତୀୟ ଲହର ଅତ୍ୟନ୍ତ ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କୁ ସମ୍ନା କରିବାପାଇଁ ସରକାର ଙ୍କ ବଡ଼ ନିଷ୍ପତି ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା ଆମ ପେଜ୍ ମଧ୍ୟମରେ ସେହି ନିଷ୍ପତି ଗୁଡିକ କ’ଣ କ’ଣ।(1) କୋଭିଡ଼ ନିୟମ ପାଳନ କର। (2)ଜରୁରୀ ନଥିଲେ ମେଡିକାଲ ଯାଆନ୍ତୁ ନାହିଁ (3)ଜଟିଳ ବ୍ୟକ୍ତି ଙ୍କୁ ବେଡ଼ ଛାଡ଼ନ୍ତୁ (4)ଟୀକା ପାଇଁ ପ୍ରଥମ ଡୋଜ ନେଉଥିବା ବ୍ୟକ୍ତି ଙ୍କୁ ସୁଯୋଗ ଦିଅନ୍ତୁ।ରାଜ୍ୟରେ କୋଭିଡ ସଂକ୍ରମଣ ରେକର୍ଡ ଭାଙ୍ଗିବା ପରେ ରାଜ୍ୟବାସୀ ଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ସରକାର।

ଯେଉଁ ରେଟ ରେ କୋରନା କେସ ସବୁ ବଢୁଛି କୌଣସି ହେଲତ ଏକ୍ସପର୍ଟ ବି ଏହାର ଆକଳନ କରିପାରୁନାହାଁନ୍ତି। ଏକଥା ମଧ୍ୟ ସମ୍ନା କୁ ଆସୁଛି ଦୈନନ୍ଦିନ କେସ 5 ଲକ୍ଷ ରୁ ଉର୍ଦ୍ଧ୍ଵ ହେବ ଏବଂ ମୃତ୍ୟୁହାର ଦିନକୁ ପାଞ୍ଚ ହଜାର ହେବ। ଏହାର ପ୍ରଭାବ ଆମ ରାଜ୍ୟ ରେ ବି ପଡିବ।ତେବେ ଏହି ପରିସ୍ଥିତି ରୁ କିପରି ବାହାରିବା ଏହା ଆମ ପାଇଁ ଗୋଟିଏ ଚ୍ୟାଲେଞ୍ଜ ପରି ମନେ ହେଉଚି। ତେଣୁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ଏବଂ ସରକାର ଙ୍କ ସମସ୍ତ ନିଷ୍ପତି କୁ ଅକ୍ଷରେ ଅକ୍ଷରେ ପାଳନ କରିବାପାଇଁ ପଡିବ।

ରାଜ୍ୟରେ 24 ଘଣ୍ଟାରେ 8681 ପଜେଟିଭ ଚିହ୍ନଟ ହୋଇଚି।ଖୋର୍ଦ୍ଧା ରେ ସେର୍ବାଧିକ 1408 ପଜେଟିଭ ଚିହ୍ନଟ ହୋଇଛି।ସେହିପରି ତିନୋଟି ଜିଲ୍ଲାରେ 500 ଉପରେ ଚିହ୍ନଟ ହୋଇଥିବା ବେଳେ 5 ଟି ଜିଲ୍ଲାରେ 400 ଉପରେ ଚିହ୍ନଟ ହୋଇଛନ୍ତି।ସଂକ୍ରମକ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ଵଢ଼ିବାରେ ଲାଗିଥିବାରୁ ରାଜ୍ୟ ପାଇଁ ଏହା ଏକ ଚିନ୍ତା ର ବିଷୟ ପାଲଟିଛି।

ଏବେମଧ୍ୟ ପ୍ରତି ରାଜ୍ୟ ରେ ଟୀକାକରଣ ଚାଲିଛି।ଗୋଟିଏ କେନ୍ଦ୍ରରେ 400 ରୁ ଅଧିକ ଟୀକା ଡିଆ ହେଇପାରିବନାହିଁ ତେଣୁ ଅନେକ ଲୋକ ଫେରି ମଧ୍ୟ ଯାଉଛନ୍ତି। ହୁ ହୁ ହେଇ ବଢିଚାଲିଛି ସଂକ୍ରମିକ ଙ୍କ ସଂଖ୍ୟା । ବର୍ତ୍ତମାନ କୋରନା ରାଜ୍ୟରେ ଏକ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *