Breaking News

ରାଜ୍ୟ ସରକାର ଙ୍କ ଘୋଷଣା || ହୋଇପାରେ ସମ୍ପୂର୍ଣ ଲକଡାଉନ !

କୋଭିଡ ଦ୍ଵିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଛି |କରୋନା ପୁଣି ଥରେ ମୁଣ୍ଡ ଟେକିଛି |ଏଥି ପାଇଁ ମହାରାଷ୍ଟ୍ର ସରକାର କୋଭିଡ ସିଚୁଏସନ କୁ ସମ୍ଭାଳିବା ପାଇଁ ସଂପୂର୍ଣ୍ଣ ଲକ ଡାଉନ ଘୋଷୋଣା ହୋଇ ପାରେ ବୋଲି ଅନୁମାନ କରା ଯାଇଛି |ମହା ରାଷ୍ଟ୍ର ରେ ଲାଗୁ ହେଇପାରେ ସଂପୂର୍ଣ୍ଣ ଲକ ଡାଉନ |ଏ ନେଇ ଆଜି କୋଭିଡ ରେଟ ଚାର୍ଟ ଫୋର୍ସ ରେ ବ୍ୟେଠକ କରିବେ ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଚାନ୍ଦ୍ରେ |ସଂକ୍ରମଣ କୁ ରୋକିବା ପାଇଁ ଆଗ କୁ କଣ ପଦକ୍ଷେପ ନିଆ ଯିବ ସେ ନେଇ ଆଲୋଚନା କରିବେ |ଏହା ପରେ ସଂପୂର୍ଣ୍ଣ ଲକ ଡାଉନ ପାଇଁ ଘୋଷୋଣା କରି ପାରନ୍ତି |

ଗତ କାଲି ସର୍ବାଦଳୀୟ ବ୍ୟେଠକ ଅନୁଷ୍ଠିତ ହୋଇଥିଲା |ସେହି ବ୍ୟେଠକ ରେ କୋଭିଡ ସଂକ୍ରମଣ ରୋକିବା ପାଇଁ ଆଲୋଚନା ଚାଲିଥିଲା |କୋଭିଡ ସଂକ୍ରମଣ କୁ ରୋକିବା ପାଇଁ ସଂପୂର୍ଣ୍ଣ ଲକ ଡାଉନ ଘୋଷଣା କରିବା ସପକ୍ଷ ରେ ଯୁକ୍ତି ରଖି ଥିଲେ ମୁଖ୍ୟ ମନ୍ତ୍ରୀ |ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ଲକ ଡାଉନ ହିଁ ଏକ ମାତ୍ର ବିକଳ୍ପ ବୋଲି ଯୁକ୍ତି ରଖି ଛନ୍ତି ମହା ରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଚାନ୍ଦ୍ରେ |ପ୍ରାୟ ଦୁଇ ସପ୍ତାହ ଧରି ମହାରାଷ୍ଟ୍ର ସଂପୂର୍ଣ୍ଣ ଲକ ଡାଉନ କରା ଯାଇ ପାରେ |ବିଭିନ୍ନ କଟକଣା ସତ୍ତ୍ୱେ ଲୋକ କଟକଣା ମାନୁ ନାହାନ୍ତି |

ଏବେ ରାଜ୍ୟ ରେ ସପ୍ତାହାନ୍ତ ଲକ ଡାଉନ ଚାଲିଛି |ଏହି ଲକ ଡାଉନ ଆସନ୍ତା କାଲି ସକାଳ ସାତ ଟା ଯାଏଁ ଚାଲୁ ରହିବ |ଗତ ଚବିଶ ଘଣ୍ଟା ମଧ୍ୟ ରେ ମହାରାଷ୍ଟ୍ର ରେ ପ୍ରାୟ ପଞ୍ଚାବନ ହଜାର ଚାରି ଶହ ଏଗାର ଟି ନୂଆ କେସ ଚିହ୍ନଟ ହୋଇଛି |ରାଜ୍ୟ ରେ ମୋଟ ପ୍ରାୟ ବତିଶ ଲକ୍ଷ ରୁ ଅଧିକ ସଂକ୍ରମିତ ହୋଇ ଥିବା ବେଳେ ସତାବନ ହଜାର ତିନି ସହ ଅଣତିରିଶ ଜଣ ଙ୍କ ଜୀବନ ଯାଇଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ସରକାର ଦେବେ ବେ-ରୋ-ଜ-ଗା-ର ଭ-ତ୍ତା, କେମିତି ପାଇବେ ଏହି ଭ-ତ୍ତା, କିଏ କିଏ ଓ କେଉଁ ମାନେ ପାଇବେ ଏହାର ଲାଭ

ଦର୍ଶକ ବନ୍ଧୁ ବର୍ତମାନ ସମୟ ର ବଡ ଖବର ଯେ ବହୁ ଶୀଘ୍ର ସରକାର ବେ-ରୋ-ଜ-ଗା-ରି-ୟା ଭ-ତ୍ତା ଦବା ପାଇଁ …

Leave a Reply

Your email address will not be published. Required fields are marked *