କାରୋନା ବିଶ୍ଵ ର ପିଛା ଛାଡୁନି କହିଲେ ଅତ୍ୟୁକ୍ତି ହେବ ନାହିଁ |ପ୍ରଥମ ଲହର ପରି ଦ୍ଵିତୀୟ ଲହର ମଧ୍ୟ ସାରା ବିଶ୍ଵ ରେ ବ୍ୟାପିବାରେ ଲାଗିଛି | ଦିନ କୁ ଦିନ କାରୋନା ସ୍ଥିତି ପୁଣି ଥରେ ଗମ୍ଭୀର ହେବା ରେ ଲାଗିଛି |ଦ୍ଵିତୀୟ ଲହରୀ କରୋନା ପୁଣି ଚିନ୍ତା ର କାରଣ ସାଜିଛି |ଏ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟ ରେ ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ରହିବ |ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷା କୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାଏକ ଙ୍କ ନିର୍ଦ୍ଦେଶ ରହିଛି |
ବର୍ତ୍ତମାନ ସବୁଠାରୁ ଚାଞ୍ଚ୍ୟଲ ଜନକ ଖବର ହେଉଛି ଯେ ରାଜ୍ୟ ରେ ସମସ୍ତ ବୋର୍ଡ ପରୀକ୍ଷା ବନ୍ଦ ରହିବ ବା ସ୍ଥଗିତ ରଖାଯିବ ବର୍ତ୍ତମାନ ସମୟ ରେ କାରଣ କରୋନା କୁ ନଜର ରେ ରଖି ସଂକ୍ରମଣ ସଂଖ୍ୟା କୁ ଅଧିକ ମାତ୍ରା ରେ ବଢିବାକୁ ଦିଆଯିବ ନାହି |କାରଣ ପିଲା ମାନଙ୍କ ସୁରକ୍ଷା କୁ ମଧ୍ୟ ଅଧିକ ଗୁରୁତ୍ଵ ଦିଆ ଯାଉଛି |ବର୍ତ୍ତମାନ ସମୟ ରେ ରାଜ୍ୟ ରେ ସବୁ ବୋର୍ଡ ପରୀକ୍ଷା କୁ ସ୍ଥଗିତ ରଖା ଯିବ |ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କୁ ସ୍ଥାଗିତ ରଖା ଯିବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି |ଗତ କାଲି ସିବିଏସଇ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବା ପାଇଁ ନୋଟିସ ଆସିଥିଲା |
ଆଜି ରାଜ୍ୟ ର ସମସ୍ତ ବୋର୍ଡ ପରୀକ୍ଷା ସ୍ଥଗିତ ରଖା ଯିବା ପାଇଁ ନୋଟିସ ଜାରି ହୋଇଛି |ଯଦି ଏବେ ପରୀକ୍ଷା କରାଯିବ ଏବଂ ପିଲା ମାନେ ସିଧା ସଳଖ ଯାଇ ପରୀକ୍ଷା ହଲ ରେ ପରୀକ୍ଷା ଦିଅନ୍ତି ବା ଅଫ ଲାଇନ ପରୀକ୍ଷା ଦିଅନ୍ତି ତେବେ କଉଠି ନା’ କଉଠି ବିପଦ ରହୁଛି |ସଂକ୍ରମଣ ର ମାତ୍ରା ମଧ୍ୟ ବଢି ପାରେ |ପିଲା ମାନ ଙ୍କ ସୁରକ୍ଷା କଥା ଚିନ୍ତା କରା ଯାଉଛି ବା ପିଲା ମାନଙ୍କ ସୁରକ୍ଷା ର ପ୍ରଶ୍ନ ଉଠୁଛି ତେଣୁ କରି ଏପରି ସ୍ଥିତି ରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କୁ ସ୍ଥଗିତ ରଖା ଯିବା ପାଇଁ ବର୍ତ୍ତମାନ ନିଷ୍ପତି ନିଆ ଯାଇଛି |
ଏହା ବର୍ତ୍ତମାନ ର ସବୁଠାରୁ ବଡ ଖବର |ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କୁ ସ୍ଥଗିତ ରଖା ଯିବା ପାଇଁ ନିଷ୍ପତି ନିଆ ଯାଇଛି |ଏହା ନିଷ୍ପତି ନିଜେ ରାଜ୍ୟ ସରକାର ନେଇଛନ୍ତି |ଆଉ ମାତ୍ର କିଛି ଦିନ ବାକି ରହି ଥିଲା ପରୀକ୍ଷା ହେବା ପାଇଁ ଏବଂ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ଗୋଟେ ପଟେ ଚଳେଇ ଥିଲେ |
କିନ୍ତୁ ମନ ରେ କଉଠି ନା କଉଠି ଡର ରହୁଥିଲା ଯେ କିଭଳି ଭାବରେ ପରୀକ୍ଷା କୁ ସାମ୍ନା କରିବେ |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ