Breaking News

ରାଜ୍ୟକୁ ଫେରିଲା ନାଇଟ କର୍ଫ୍ୟୁ ! ରାତି ୧୦ଟା ପରେ ମାର୍କେଟ ବନ୍ଦ

ରାଜ୍ୟ କୁ ଫେରିଲା ନାଇଟି କର୍ଫ୍ୟୁ ର କରୋନା ଲେଉଟା ପରେ ଆରମ୍ଭ ହେଉଛି ରାତ୍ରୀକାଳୀନ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ରାତ୍ରୀ ନାଇଟ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ଆଜିଠୁ ଲାଗିବ କଟକଣା ରାତି ୯:୦୦ ଟା ବେଳୁ ମାର୍ଚ୍ଚ ୩୧ ତାରିଖ ମଧ୍ୟ ରାତ୍ରୀ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ । ରାତିରେ ବାହାର କୁ ବାହାରିବା ମନା କେବଳ ଜରୁୀକାଳୀନ ଅତ୍ୟାବଶ୍ୟକ ଥିଲେ ବାହାର କୁ ଆସିପାରିବେ ।

ଆସନ୍ତା ୨୭ ତାରିଖ ଯାଏଁ ବଡ଼ ଯାତ୍ରା ପାଳନ କରୁଥିବାରୁ ଭିଡ ଆଶଙ୍କା କରି ଜିଲ୍ଲା ରେ ନାଇଟି କର୍ଫ୍ୟୁ କରୁଛି ଜିଲ୍ଲା ପ୍ରଶାସନ । ଯେହେତୁ ମାଲକାନଗିରି ଜିଲ୍ଲା କରୋନା ମୁକ୍ତ ରହିଥିଲା ବେଳେ ତାକୁ ଦୃଷ୍ଟି ରେ ରଖି ପ୍ରଶାସନ ଉଚିତ୍ ପଦକ୍ଷେପ ନେଇଛି । ହୋଲି ଓ ଦୋଳ ଯାତ୍ରା କୁ ଭିତ୍ତିରେ ରଖି କଟକଣା ଜାରି ହୋଇଛି । ହିଁ ବନ୍ଧୁ ଆପଣ ମାନେ ଜାଣି ଥିବେ ଓଡ଼ିଶା ରେ କିଭଳି ଭାବେ ସଂକ୍ରମଣ ବଢୁଥିବା ର ।

ଆଗ ଅପେକ୍ଷା ଓଡ଼ିଶା ରେ ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ବଢ଼ି ବାରେ ଲାଗିଛି । ଖୋର୍ଦ୍ଧା,କଟକ ଆଦି ଜିଲ୍ଲା ରେ ଲଗାତାର ସଂକ୍ରମଣ ବଢ଼ିବାରେ ଲାଗିଛି । ଯଦି ଆଗକୁ ଏହି ଭଳି ସଂକ୍ରମଣ ବଢେ ତାହାଲେ ପୂର୍ବ ଭଳି ଲକ୍ ଡାଉନ୍ ମଧ୍ୟ ଆରମ୍ଭ ହୋଇଥିବା । ଆଉ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ପୂର୍ବ ବର୍ଷ ହୋଇଥିବା ଲକ୍ ଡାଉନ୍ ରେ ଯେଉଁ ଭଳି ସମସ୍ୟା ବା ଅସୁବିଧା ହୋଇଥିଲା ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ ।

ଆମେ ଯଦି ବର୍ତ୍ତମାନ ଠୁ ସତର୍କ ହୋଇଯିବା ତଥା ସାମାଜିକ ଦୂରତା ମନିବା , ମାସ୍କ୍ ପିନ୍ଧିବା ଆଦି କେତେକ ନିୟମ ଯଦି ମାନିବା ତାହାଲେ ବଢୁଥିବା କରୋନା ସଂକ୍ରମଣ କୁ ଅଟକାଇ ପାରିବା ସେଥିପାଇଁ ଆମେ କୋଭିଡ୍ ଗାଇଡ୍ ଲାଇନ କୁ ମାନିବାକୁ ପଡ଼ିବ । ଏଥିପାଇଁ ମାଲକାନଗିରି ଜିଲ୍ଲାରେ ବଡ଼ ଯାତ୍ରା ହୋଲି ଓ ଦୋଳ ପୂର୍ଣ୍ଣିମା କୁ ନଜର ରେ ରଖି ନାଇଟ କର୍ଫ୍ୟୁ କଟକଣା ଲାଗୁ କରାଯାଇଛି ।।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା …

Leave a Reply

Your email address will not be published. Required fields are marked *