Breaking News

ରାଜ୍ୟ ସରକାର କଲେ Bada ଘୋଷଣା ଏବେ ଶିଶୁ ମାନଙ୍କୁ ମିଳିବ 18 ହଜାର ଟଙ୍କା ପ୍ରତ୍ୟେକ ବାପା ମା ଜାଣିରଖନ୍ତୁ…

ଦର୍ଶକବନ୍ଧୁ ଓଡିଶା ରେ ସମସ୍ତ ଶିଶୁ ମାନଙ୍କ ପାଇଁ ଆସିଗଲା ଖୁସୀ ଖବର ସରକାର ସେମାନଙ୍କୁ ଦେବେ ଟଙ୍କା ଏନେଇ ସରକାର ବଡ ଘୋଷଣା ଜାରି କରିଛନ୍ତି ପ୍ରତି ଶିଶୁ ପିଛା ରାଜ୍ୟ ସରକାର ଖର୍ଚ୍ଚ କରିବେ ଟଙ୍କା ଆସନ୍ତୁ ଜାଣିବା କଣ ରହିଛି ଶିଶୁ ମାନଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ସରକାରଙ୍କ ପକ୍ଷରୁ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ଅଟନ୍ତି ଶିଶୁଙ୍କର ଉନ୍ନତି ହିଁ ଭବିଷ୍ୟତରେ ଦେଶର ଗଠନରେ ସହାୟକ ହେବ |

ତେବେ ବନ୍ଧୁଗଣ ଶିଶୁ ମାନଙ୍କର ଗୁଣାତ୍ମକ ଶିକ୍ଷାରେ ବିକାଶ ଘଟିଲେ ହିଁ ଦେଶ ଆଗକୁ ଯାଇ ପାରିବ ଶିଶୁଙ୍କର ସ୍ବାସ୍ଥ୍ୟ ଶିକ୍ଷା ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ତେବେ ଚଳିତ 2022-23 ଆର୍ଥିକ ବର୍ଷରେ ବଜେଟରେ ରାଜ୍ୟ ସରକାର ଶିଶୁଙ୍କର ବିକାଶ ନେଇ ଅନେକ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି ।

ସେହିପରି ପୂର୍ବ ବର୍ଷ ମାନଙ୍କରେ ରାଜ୍ୟ ସରକାର ଜଣେ ଶିଶୁ ପିଛା ଯେତିକି ଟଙ୍କା ଖର୍ଚ୍ଚ କରୁଥିଲେ ଏଥର ଉକ୍ତ ରାଶିକୁ ବୁଦ୍ଧି କରାଇଛନ୍ତି । ଗତ 2020-21 ରେ ଜଣେ ଶିଶୁ ପିଛା 13 ହଜାର 925 ଟଙ୍କା 38 ପଇସା ଖର୍ଚ୍ଚ କରୁଥିଲେ ସେହି ପରି 2021-22 ରେ ଏହା 17 ହଜାର 7 ଟଙ୍କା 21 ପଇସାକୁ ବୃଦ୍ଧି ପାଇଥିଲା ତେବେ 2022-23 ରେ ରାଜ୍ୟ ସରକାର ପ୍ରତି ଶିଶୁ ପିଛା 18 ହଜାର 729 ଟଙ୍କା 40 ପଇସା ଖର୍ଚ୍ଚ କରିବା କୁ ବଜେଟରେ ସ୍ଥିର କରିଛନ୍ତି |

ଦର୍ଶକବନ୍ଧୁ ମୋଟ ଖର୍ଚ୍ଚର 13.29 ପ୍ରତିଶତ ଶିଶୁଙ୍କୁ ପାଇଁ ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଚଳିତ ବଜେଟରେ ରାଜ୍ୟ ସରକାର ଶିଶୁଙ୍କର ବିକାଶ ପାଇଁ ଅଧିକ ଗୁରୁତ୍ଵ ଦେଇଛନ୍ତି ଶିଶୁଙ୍କ ପାଇଁ ଇ ଶିକ୍ଷା ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ମିଶନ ସୁବିଧା ଯୋଜନା ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି ଚଳିତ ପୂର୍ଣାଗ ବଜେଟରେ ଶିଶୁଙ୍କ ପାଇଁ 23 ଲକ୍ଷ 51 ହଜାର 608 ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଥିବା ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି |

ଏଥି ସହିତ ସମଗ୍ର ଶିକ୍ଷା ମାଧ୍ୟମିକ ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ର ବିକାଶ କ୍ଷେତ୍ର ଓ ଶିଶୁ ସୁରକ୍ଷା ପାଇଁ ଖର୍ଚ୍ଚ କରିବା କୁ ବଜେଟ ବ୍ୟବସ୍ଥା କରାଯାଇଛି ଏବେ ଓଡ଼ିଶାର ପ୍ରାତେକ ଶିଶୁଙ୍କ ପାଇଁ ଖର୍ଚ୍ଚ କରିବେ ରାଜ୍ୟ ସରକାର 18 ହଜାର ଟଙ୍କା ତେବେ ସରକାରଙ୍କର ନିଷ୍ପତି ଟି ଆପଣମାନଙ୍କୁ କେତେ ମାତ୍ରାରେ ଭଲ ଲାଗିଛି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.