Breaking News

ପ୍ରସିଦ୍ଧ ବଲୀଉଡ ଅଭିନେତା ରାଜୀବ କପୂର ଆଉ ଏ ଦୁନିଆରେ ନାହାନ୍ତି . . .

ବଲୀଉଡ ପାଇଁ ଆସିଛି ଏକ ଦୁଃଖଦ ଖବର ପ୍ରସିଦ୍ଧ ବଲୀଉଡ ଅଭିନେତା ରାଜୀବ କପୂର | ରିଷି କପୂର ଙ୍କ ସାନଭାଇ
ରାଜୀବ କପୂର କାଲି ୫୮ ବର୍ଷରେ ମୃତ୍ୟୁବରଣ କରିଛନ୍ତି | ଏକା ଧାରାରେ ସେ ଜଣେ ପ୍ରଡୁସର,ଡିରେକ୍ଟର,ଆକ୍ଟର ମଧ୍ୟ ଥିଲେ |


ଗୋଟେ ରୁ ଦୁଇଟି ଚଳଚିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ | ଅଭିନୟରେ ସେ ଲୋକମାନଙ୍କଙ୍କ ହୃଦୟ କୁ ବେସ ଜିତିଛନ୍ତି | ଏବଂ କପୂର ଫ୍ଯାମିଲିର ସେ ଜଣେ ଦକ୍ଷ ଅଭିନେତା ଭାବେ ଜଣା ଯାଆନ୍ତି | ପ୍ରଥମ ଥରପାଇଁ ସେ ନିଜ ଭାଇ ଙ୍କ ଫିଲ୍ମ ରେ ପ୍ରଡୁସର ସାଜି ଥିଲେ | ଏବଂ ନିଜେ କଳାକାର ଭାବେ ମଧ୍ୟ ବହୁତ ଖ୍ଯାତି ଅର୍ଜନ କରିଛନ୍ତି |


କାଲି ୫୮ ବର୍ଷ ବୟସରେ ସେ ହୃତଘାତ ରେ ମୃ- ତ୍ୟୁ ବରଣ କରିଥିଲେ | ମୃତ୍ୟୁ ବରଣ ସମୟରେ ତାଙ୍କ ପାଖରେ ତାଙ୍କ ବଡଭାଇ ଥିଲେ | ତାଙ୍କ ବଡ ଭାଇ ହିଁ ପ୍ରଥମେ ହସ୍ପିଟାଲ ରୁ ଜଣାଇଥିଲେ ଏବଂ ପରେ ତାଙ୍କ ସାନଭାଇ ଟୁଇଟର ମାଧ୍ୟମରେ ଜଣାଇଥିଲେ ଯେ ଭାଇ ଆଉ ନାହାନ୍ତି |

ଏହି ଦୁଃଖ ଖବର ଏବେ ବଲିଉଡ ଜଗତରେ ଖେଳିଯାଇଛି | ଏବେବି ମଧ୍ୟ ଲୋକମାନେ ମଧ୍ୟ ତାଙ୍କ ଫିଲ୍ମ କୁ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଝୁରିହେଉଛନ୍ତି | କାରଣ ତାଙ୍କର ଜୀବନ୍ତକାରୀ ଅଭିନୟ ଲୋକଙ୍କୁ ଟାଣୁଥିଲା ତାଙ୍କ ପାଖକୁ | ଆଉ ତାଙ୍କ ଅଭିନୀତ ସମସ୍ତ ଚଳଚିତ୍ର ମଧ୍ୟ ଲୋକମାନେ ଏବେବି ମଧ୍ୟ ଭୁଲିପାରିନାହାନ୍ତି | କହିଁକିନା ତାଙ୍କ ଅଭିନୟ ସେ ସମୟର ୮୦ ଦଶକ ର ଜ୍ଵଳନ୍ତ ଉଦାହରଣ ଥିଲା ଭଲ ଆକ୍ଟିଙ୍ଗ ର |


ତେବେ ଏହି ମହାନ ଅଭିନେତା ଙ୍କୁ ବଲିଉଡ଼ ହରାଇ ଯେତିକି ଦୁଖ ପ୍ରକାଶ କରୁଛି ସେତିକି ଓଲିଉଡ଼ ମଧ୍ୟ କରୁଛି | ତେବେ ଏଥିପାଇଁ ତାଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ | ତେବେ ବଲିଉଡ଼ ରେ ତାଙ୍କ ସ୍ଥାନ କେହିବି ପୂରଣ କରିପାରିବେ ନାହିଁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *