ଅନେକ ସମୟରେ ସମାଜରୁ ଏଭଳି କିଛି ଘଟଣା ମାନ ସାମ୍ନାକୁ ଆସୁଛି ଯାହା ଦେଖିଲେ ସଭିଙ୍କ ହୃଦୟ ଥ- ରି ଉଠିବ। ଆଉ ଯାହା ଦେଖିଲେ ମନେହେବ ସତରେ କେତେ ନି-ଷ୍ଠୁ-ର ଏ ମଣିଷ ସତରେ! ସେଭଳି ଏକ ହୃଦ-ୟଥ-ରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଯେଉଁଠି ଜଣେ ଗାଡ଼ି ଚାଳକ କାର୍ ଚଢାଇ ୪-ଟି କୁକୁର ଛୁ-ଆ-ଙ୍କ ଜୀ-ବ- ନ ନେଇଯାଇଛି। ଏହି ବର୍ବ-ର କା- ଣ୍ଡଟି ଘଟିଛି ରାଜଧାନୀ ଭୁବନେଶ୍ଵର ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୋଶାଣେଶ୍ୱର ଛକ ନିକଟରେ।।ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ପ୍ରଫୁଲ୍ଲ ଗାଡ଼ି ଚଳାଉଥିବା ବେଳେ ଗୋଟେ କୁକୁର ଛୁଆ ତାଙ୍କ ଗାଡ଼ି ଚ-କରେ ଚା-ପି ହୋଇ ତାର ପ୍ରା- ଣ ହରାଇଥିଲା।
ଏହାର ପର ଦିନ ରାତିରେ ଠିକ୍ ଅନୁରୂପ ସେହି ଘଟଣା ଘଟିଥିଲା। ପ୍ରଫୁଲ୍ଲ ଶୋଇଥିବା ୫ ଟି କୁକୁର ଛୁଆ ଉପରେ ଗାଡି ଚ-ଢ଼େ- ଇ ଦେଇଥିଲେ। ଘଟଣା ସ୍ଥଳରେ ହିଁ ୪ ଟି କୁକୁର ଛୁଆ ଅତି ଛ-ଟ-ପ- ଟ ହୋଇ ପ୍ରା- ଣ ହରାଇଥିବା ବେଳେ ଆଉ ଗୋଟିଏ କୁ- କୁ- ର ଛୁଆ ବଂଚିଯାଇଛି। ହେଲେ ତାର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତେବେ ” ସେବା ହିଁ ସଂକଳ୍ପ ” ସଂସ୍ଥା ର କିଛି ସଦସ୍ୟ ଏହି ଘଟଣା ଦେଖିବା ପରେ ଗୁ- ରୁ- ତର ଥିବା କୁକୁର ଛୁଆକୁ ଉଦ୍ଧାର କରି ଓୟୁଏଟି ଚିକିତ୍ସା ଲାଗି ପଠାଇଛନ୍ତି। ତେବେ ଏନେଇ ସଂସ୍ଥାର ସଦସ୍ୟ ମାନେ ଲିଙ୍ଗରାଜ ଥାନାରେ ଏତଲା ମଧ୍ୟ କରିଥିଲେ।
ଏତଲା କୁ ଭିତ୍ତି କରି ଲିଙ୍ଗରାଜ ଥାନା ପୋଲିସ ପ୍ରଫୁଲ୍ଲ ଙ୍କୁ ଆଣି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଏଭଳି ନି- ଷ୍ଠୁ-ର ଓ ଅ-ମା-ନବିୟ କାର୍ଯ୍ୟ ପାଇଁ ନିରୀହ ୪ ପ୍ରା- ଣୀ ଙ୍କ ଜୀ- ବନ ଚାଲିଯାଇଛି। ତେଣୁ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ପାଇଁ କ- ଠୋର ରୁ କ- ଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେବା ହିଁ ସଂକଳ୍ପ ସଂସ୍ଥାର ସଦସ୍ୟ ମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ପ୍ରଫୁଲ୍ଲ ଙ୍କୁ ଥାନାକୁ ନେଇ ଅଟକ ରଖିବା ପରେ ଏ ନେଇ ପ୍ରଫୁଲ୍ଲଙ୍କ ପତ୍ନୀ ଏହି ଘଟଣା ସମ୍ଵନ୍ଧରେ ମୁଁହ ଖୋଲିଛନ୍ତି।
ସେ କହିଛନ୍ତି, ‘ସ୍ଵାମୀଙ୍କ ବୟସ ଅଧିକ ହୋଇଥିବାରୁ କୁକୁର ଛୁଆ ମାନେ ରାସ୍ତାରେ ଶୋଇ ରହିଥିବା ସେ ଦେଖି ପାରିନଥିଲେ ଓ ଅଜାଣତରେ ସେମାନଙ୍କ ଉପରେ ଗାଡ଼ି ଚ- ଢ଼ା- ଇ ଦେଇଥିଲେ। ହେଲେ ବି ଆମେ ଏହା ସ୍ୱୀକାର କରୁଛି ଯେ ଅଜାଣତରେ ହୋଇଥିବା ଏପରି ଭୁଲ୍ ପାଇଁ ଅକାଳରେ ଚାରି ଚାରୋଟି କୁକୁର ଛୁଆଙ୍କ ଜୀ- ବ-ନ ଚାଲିଗଲା ‘। ତେବେ ଆଗକୁ ଅଧିକ ତଦନ୍ତ ପରେ ପୋଲିସ ପ୍ରଫୁଲ୍ଲଙ୍କ ପାଇଁ କି ପ୍ରକାର ଦ- ଣ୍ଡ ବିଧାନ କରିବ ତାହା ଜଣାପଡ଼ିନାହିଁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ