Breaking News

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ଥିଲା ବେଳେ ଆଜି ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ହୋଇଛି ଆସନ୍ତା 24 ତାରିଖରେ ଉତର ଓଡିଶା ଉପକୂଳ ରେ ଏକ ଘୁନି ବଳୟ ସୃଷ୍ଟି ହେବ ଏହାର ପ୍ରଭାବରେ 23 ରୁ ବର୍ଷା ବଢିବ ଅର୍ଥାତ ଆଜି ଠାରୁ ପ୍ରବଳ ଛେଚିବ ଉତ୍ତର ଓଡ଼ିଶାରେ 26 ତାରିଖ ଯାଏଁ ପ୍ରବଳ ଅତି ପ୍ରବଳ ବର୍ଷା ହେବ ସେପଟେ ବୁଧବାର ରାଜ୍ୟର 13 ଜିଲ୍ଲାରେ ସୋଭାବିକ ଠାରୁ ଅଧିକ ବର୍ଷା ହୋଇଥିଲା କହି ରଖିବା ପାଇଁ ଚାହିଁବୁ |

ଝାଡ଼ଖଣ୍ଡ ଓ ଉତର ଓଡିଶା ବାୟୁ ମଣ୍ଡଳରେ ଘୁନି ବଳୟ ସୃଷ୍ଟି ହୋଇଛି ଏହି ଘୁନି ବଳୟ ଆହୁରି ଗଭୀର ହେବ ଏହାର ପ୍ରଭାବରେ ଆସନ୍ତା 4ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ଗୁରୁବାର ଅର୍ଥାତ ଆଜିଠାରୁ ପ୍ରବଳ ଛେଚିବ ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବନାନୁ ମାନ କରାଯାଇଛି | ବୁଧବାର ଅଧିକାଂଶ ଜିଲ୍ଲାରେ ନିଅଁଟିଆ ବର୍ଷା ହୋଇଛି 14 ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଛି |

ତେବେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ପରି ଆସନ୍ତା କାଲି ମଧ୍ୟ ରାଜଧାନୀ ସମତେ ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ ଏବଂ ବର୍ଷାର ସମ୍ଭାବନା ରହିଛି |

About odisha news

Check Also

ଫୁଣି ପଣିପାଗ ପକ୍ଷରୁ ଆସିଲା ବଡ଼ ଖବର, ଏହି ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଦେଖି ରଖନ୍ତୁ କେଉଁ ସବୁ ଜିଲ୍ଲାରେ ଅଧିକ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି !

ବର୍ତମାନର ବଡ଼ ଖବର ଫୁଣି ପାଣିପାଗକୁ ନେଇ ଆସୁଛି ବଡ଼ ସୂଚନା ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 16 …

Leave a Reply

Your email address will not be published.