ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ ଅଭିନେତ୍ରୀ ରାଜେଶ୍ୱରୀ ରାୟ ବହୁ ବଡ଼ କଳାକାର ଥିଲେ | ତାଙ୍କର ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ପ୍ରସଂଶା କରୁଥିଲେ ସେ ଖଲ ନାୟକ ଭୂମିକାରେ ଅଭିନୟ କରୁଥିଲେ କିନ୍ତୁ ଏହି ଭୂମିକା ତାଙ୍କୁ ବହୁତ ଭଲ ଲାଗୁଥିଲା ସେ ବହୁତ ଧାରାବାହିକ ଓ ସିନେମାରେ ଅଭିନୟ କରିଛନ୍ତି |
ପ୍ରଥମେ ସେ ଅନ୍କରଙ୍ଗୀ ରୁ ଆରମ୍ଭ ହୋଇଥିଲା ପରେ ପରେ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ସେ ବହୁତ କାମ ଦିନରେ ସଫଳତାର ପାହାଚକୁ ଚଡି ପାରିଥିଲେ ସେ କ୍ୟାନ୍ସର ରେ ପିଡୀତ ହେଲେ ପରେ ମଧ୍ୟ ସେ ନିଜେ କେବେବି ହାରେ ମାନି ନଥିଲେ | ସେ ନିଜ ଉପରେ ଭରସା ରଖୁଥିଲେ ଆଉ ଅନ୍ୟ ମାନଙ୍କୁ ପ୍ରେରଣା ଦଉଥିଲେ କେବେଳ ସେଠିକି ନୁହେଁ ସେ ଧାର୍ଯ୍ୟର ସହ କ୍ୟାନ୍ସର ସହ ମୁକାବିଲା କରୁଥିଲେ ରାଜେଶ୍ୱରୀ କୋଉଥିଲେ ଯେ ଯାହା ହେବାର ଥିବା ତାହା ନିଶ୍ଚୟ ହେବ |
ଆମ ପାଖରେ ସମୟ ଥାଇ କି ଆମେ ଚୁପୁ ଚାପ ରେ ବସିବା ସଫଳତା ମିଳିବ ପର୍ଯ୍ୟନ୍ତ କାମ କରି ଚାଲିବ ସ୍ବପ୍ନ ଅଧାରେ ରହି ଗଲା ରାଜେଶ୍ଵରୀଙ୍କର | ତେବି ରାଜେଶ୍ୱରୀ ମୄତ୍ୟୁ ପୂର୍ବରୁ ଗୋଟେ ଇଣ୍ଟବିଉ ମାଧ୍ୟମରେ କହିଥିଲେ ମା ହେବାର ତାଙ୍କ ଜୀବନରେ ସବୁ ଠାରୁ ବଡ଼ ସ୍ବପ୍ନ ଥିଲା କିନ୍ତୁ ତାଙ୍କ ଏହି ଇଚ୍ଛା ପୁରଣ ହୋଇ ନଥିଲା | ତେବେ ବର୍ତମାନେ ସମୟରେ ସୋସିଆଲ ମିଡିଆରେ ରାଜେଶ୍ଵରୀଙ୍କର ଏକ କୁନି ପୁଅ ଫୋଟର ଆସୁଥିବା ନଜରତ ଆସୁଛନ୍ତି |
ତେବେ ଏହି କୁନି ପିଲାଟିର ଫୋଟ କୁ ଦେଖି ସମସ୍ତେ ଭାବୁଛନ୍ତି ଏହି କୁନି ପୁଅଟି ରାଜେଶ୍ଵରୀଙ୍କର କି | ଏହି କୁନି ପୁଅ ରାଜେଶ୍ଵରୀଙ୍କର ନୁହେଁ ଏହି କୁନି ପୁଅଟି ହେଉଛି ତାଙ୍କର ପୁତୁରା ତେବେ ଏହି କୁନି ପୁଅ ସହ ବହୁତ ଗୁଡିଏ ଫୋଟ ସେୟାର କରିଛନ୍ତି ଏବଂ ଏହି କୁନି ପୁଅଟିକୁ ତାଙ୍କର ବହୁତ ପ୍ରିୟ ଥିଲେ |
Check Also
ବିବାହ ପରେ କିଭଳି ଦୁଃଖରେ ଶାଶୂଘରେ ଚଳୁଛନ୍ତି ସୋନାଲି, ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ !
ନମସ୍କାର ବନ୍ଧୁଗଣ ଓଡ଼ିଆ ସିରିଏଲର ଅଭିନେତ୍ରୀ ନିବେଡ଼ିତାଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ବହୁ ସାରା ଓଡ଼ିଆ …