Breaking News

ରାଜସ୍ଥାନ ରେ ଥିବା କୁଲଧାରା ଗାଁ , ଭୂତ ପ୍ରେତଙ୍କ ଗାଁ, ଜାଣନ୍ତୁ ଏହି ଗାଁ ର ରହସ୍ୟ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଇବେ

ରାଜସ୍ଥାନ ରେ ଥିବା କୁଳଧାର ଗାଁ ରହସ୍ୟ ବିଷୟରେ ଜାଣିବା ଯାହା କୁ ଏକ ଶିକାରୀ ଗାଁ ବୋଲି କୁହାଯାଏ । ଶୁଣି ବାକୁ ମିଳେ ଯେ ଏକ ଅଭିଶାପ୍ତ କାରଣ ରୁ ୧୭୦ ବର୍ଷ ରୁ ଅଧିକ ସମୟ ହବ କୁଲାଧାରା ଗାଁ ଏକ ଦମ୍ ଶୁନଶାନ୍ ହୁଇ ପଡ଼ିଛି ରହିଛି ରାଜସ୍ଥାନ ଜୈସଲମର୍ | ଜିଲ୍ଲା ରେ ଥିବା କୁଲଧାରା ଗାଁ ରହସ୍ୟ ଯେତିକି ଆଶ୍ଚାଯ୍ୟା ଜନକ ସେତିକି ରହସ୍ୟ ମୟ ହୋଇଥାଏ ।

ଗାଁ କୁ ପ୍ରବେଶ କରିବେ ମାନେ ଆପଣ ଦେଖି ପାରିବେ ଯେ କେବଳ ଖାଁ ଖାଁ ଗାଁ ର ସବୁ ଘର ଏବମ ରାସ୍ତା ଘାଟ,କୁହାଯାଏ ପ୍ରୁବରୁ ଏଠାରେ ରହୁଥିବା ହଜାର ହଜାର ଗାର୍ମ ବାସି ମାନେ ଗୋଟିଏ ରାତିରେ ଗାଁ ଛାଡି ପଳାଇଥିଲେ । ଏବଂ ଯିବା ବେଳେ ସେମାନେ ଅଭିଶାପ ଦେଇଥିଲେ ଜେ ଏହି ଗାଁ ରେ କେହି ବି ଜଣେ ବସ୍ ବାସ କରିପାରିବେନି ସେବେ ଠାରୁ ଏହି ଗାଁ ଜନ୍ ଶୂନ୍ୟ ହୋଇ ଶୁନଶାନ୍ ଭାବେ ପଡ଼ି ରହିଛି ।

କୁଲଧାରା ପାଖ ପାଖି ୧୮କିଲୋମିଟର ଦୂରରେ ଅବସ୍ଥିତ । ୨୦୦ ବର୍ଷ ପୃର୍ବରୁ ଏହି ଅଞ୍ଚଳରେ ପାଲିପାୟ ସମୁଦାୟ ବ୍ରାହ୍ମଣ ଙ୍କ ସହିତ ପାଖ ପାଖି ୮୪ ଟି ଗାଁ ବସ୍ ବାସ କରୁଥିଲେ । ପର୍ଯ୍ୟଟନ ସ୍ଥଳି ପାଲଟିଥିବା କୁଲଧାରା ଗାଁ କୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକ ମାନେ କୁହନ୍ତି ଯେ ଏଠାରେ କିଛି ଭୟଙ୍କର ଶବ୍ଦ ହୋଇ ଥାଏ । ସବୁ ବେଳେ ଆଖି ପାଖରେ କେହି ଯାତାୟାତ କରୁଥିବା ଭଳି ଅନୁଭବ ହୋଇଥାଏ ଏଵଂ ବଜାର ଘାଟ ଗହଳି ଲାଗିରହିଥିବା ଭଳି ଅନୁଭବ ହୋଏ ମହିଳା ମାନେ ପର୍ଷ୍ପର୍ କଥା ବାର୍ତ୍ତା କରୁଥିବା ଏବଂ ଚୁଡି ଶବ୍ଦ ଏହି ସ୍ଥାନ ରେ ହୋଇଥାଏ ।

ପ୍ରଶାସନ ଏହି ଗାଁ କୁ ପ୍ରବେଶ କରିବା ପାଇଁ ଏକ ପ୍ରବେଶ ପଥ ନିର୍ମାଣ କରିଛନ୍ତି ଦିନ ସମୟରେ ଏଠାକୁ ବୁଲି ଆସୁଥିବ ବେଳେ ରାତିରେ ଏଠାକୁ ଆସିବା ପାଇଁ କେହି ସାହସ କରନ୍ତି ନାହିଁ ୧୨୯୨ ମସିହାରେ ପାଖ ପାଖି ୬୦୦ରୁ ଅଧିକ ବ୍ରାହ୍ମଣ ପରିବାର ଏଠି ବାସ କରୁଥିଲେ ଏହି ଗାଁର ରହସ୍ୟ ପଛରେ ରହିଛି ଅନେକ କିମ୍ବଦନ୍ତୀ ଓ ଲୋକ କଥା ।

ଏହି ଗାଁ ଟି ରାତା ରାତି ଉଭାନ ହୋଇଯାଇଥିଲା ବୋଲି ଲୋକ କାହାଣୀ ରହିଛି ଯାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । କୁହାଯାଏ ସାଲମ ସୀଙ୍ଗି ନାମକ ଖଳ ପ୍ରକୃତି ଜମିଦାର ଜଣେ ଏଠାରେ ରହୁଥିଲେ ସାଲମ ର ନର୍ଜର ସେହି ଗାଁ ର ଏକ ପୂଜାରୀଙ୍କ ଝିଅ ଉପରେ ପଡିଥିଲା ଆଉ ସେଇ ପୂଜାରୀ ବ୍ରାହ୍ମଣ ଙ୍କ ଝିଅ କୁ ବିବାହ କରିବା ପାଇଁ ସାଲମ ସୀଙ୍ଗୀ ନିଜ ଜିଦ୍ ରେ ଅଟଳ ରହିଲା ।

ଏମିତିକି ସେ ଝିଅ କୁ ଉଠେଇ ନେବା ପାଇଁ ମଧ୍ୟ ଧମକ ଦେଇଥିଲା ସାଲମ୍ ସିଙ୍ଗୀ ଜଣେ କୁଆଁରୀ ଝିଅର ଇଜତ୍ ଆଉ ଗାଁ ର ସମ୍ମାନ ପାଇଁ ଏକ ଗ୍ରାମ ସଭା ବସିଥିଲା ଯେଉଁଥିରେ ପାଖ ପାଖି ୫୦୦୦ ପରିବାର ରୁ ଅଧିକ ଯୋଗ ଦେଇଥିଲେ ଆଉ ଶେଷରେ ପଞ୍ଚାୟତ ନିଷ୍ପତି ନେଇଥିଲା ଝିଅର ଇଜତ ଆଉ ଗାଁର ସମ୍ମାନ ପାଇଁ ପୁରା ଗ୍ରାମ ବାସି ଗାଁ ଛାଡ଼ି ଚାଲିଯିବେ । ଏଇତ ଥିଲା ରହସ୍ୟ ମୟ କୁଲଧାର ଗାଁର କାହାଣୀ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *