Breaking News

ରାଜନୀତିରେ ପ୍ରବେଶ କରିବେ ସୌରଭ ଗାଙ୍ଗୁଲି! ଏହି ଦଳର ମୁଖ୍ୟମନ୍ତ୍ରୀ ପାର୍ଥୀ ହେବେ, ଦିଦିଙ୍କର ଟେନସନ ବଢିଲା

ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିସିସିଆଇ ର ପ୍ରମୁଖ ସୌରଭ ଗାଙ୍ଗୁଲି ରାଜନୀତି ରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଜୋର ଧରି ଆସୁଛି।ଗାଙ୍ଗୁଲି ରାଜନୀତି ରେ ପ୍ରବେଶ କରିବା ନେଇ ଲୋକଲୋଚନ ରେ ଚର୍ଚ୍ଚା ଜୋରଦାର ହେଉଛି। ଦାଦା ସାଯିବେ ଦିଦିଙ୍କ ପାଇଁ କଣ୍ଟା ଏହା ଏବେ ଲୋକମାନେ କଥାବାର୍ତ୍ତା ହେଲେଣି ।କ୍ରିକେଟ ଜଗତରେ ବହୁତ ଗୋଟିଏ ପରେ ଗୋଟିଏ ସଫଳତା ପାଇଥିଲେ ଗାଙ୍ଗୁଲି।

ସେ ଏବେ ରାଜନୀତି ରେ ପ୍ରବେଶ କରିବାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ର ରାଜନୀତି ରେ ପ୍ରବେଶ କରିବା ନେଇ ଖବର ଆସୁଛି। ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିଥିଲେ ଯାହାକୁ ନେଇ ହେଉଥିବା ଚର୍ଚା ର ଗୁରୁତ୍ୱ ଟିକେ ଅଧିକ ଥିବା ମନେ ହେଉଛି I ତୃଣ ମୁଳ କଂଗ୍ରେସ ର ନେତା ବୈଶାଳୀ ଡାଲମିଆଁ ମଧ୍ୟ ରାଜ୍ୟପାଳଙ୍କୁ ଭେଟିଥିବା ଖବର ସାମ୍ନା କୁ ଆସିଛି।


ଜାନୁଆରୀ 12 ତାରିଖରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଆସିବେ।ସେହି ଦିନ ସୌରଭ ଗାଙ୍ଗୁଲି ଓ ତୃଣ ମୁଳ କଂଗ୍ରେସ ର ନେତା ବୈଶାଳୀ ଡାଲମିଆଁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।କିନ୍ତୁ ଗାଙ୍ଗୁଲି ଙ୍କ ଠାରୁ କୌଣସି ସୂଚନା ମିଳିପାରି ନାହିଁ। ପୂର୍ବରୁ ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମ ରେ ଯୋଗଦେଲା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ତାଙ୍କ ବୟାନ ରେ କହିଥିଲେ କି ପଶ୍ଚିମବଙ୍ଗ ର ମାଟିର ପୁଅ ଆଗାମୀ ଦିନରେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ହେବ।

ଲୋକମାନେ ଏବେ କହୁଛନ୍ତି ଦାଦା ଆଉ ଦିଦି ଙ୍କ ମଧ୍ୟରେ ହେବ କଡା ମୁକାବିଲା।ଅପେକ୍ଷା କରନ୍ତୁ ଜାନୁଆରୀ 12 କୁ ଆପଣମାନେ ନିଶ୍ଚୟ ଜାଣିପାରିବେ। ଆସନ୍ତା ଜାନୁଆରୀ 12 ରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ସେହି ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଆସିବେ।ଏହି ଜାନୁଆରୀ 12 ରେ ଗାଙ୍ଗୁଲି ବିଜେପିରେ ସାମିଲ ହୋଇପାରନ୍ତି।ତାଙ୍କ ସାଥିରେ ମଧ୍ୟ ତୃଣମୂଳ କଂଗ୍ରେସ ର ନେତା ବୈଶାଳୀ ଡାଲମିଆଁ ମଧ୍ୟ ବିଜେପିରେ ସାମିଲି ହେବା ନେଇ ଚର୍ଚ୍ଚା ହେଉଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *