Breaking News

ରାଜଧାନୀ ପୁଣି ଘଟିଲା ଗୋଟେ ବିରାଟ କାଣ୍ଡ ଗୋଟେ ପୁରୁଷ କରୁଥିଲା ୫ ଜଣ ଝିଅ ଙ୍କ ସହ ରାସଲୀଳା…. ଦେଖନ୍ତୁ ଧରା ପଡିଲା ପରେ ଲୋକ ଏମିତି କଲେଯେ…

ଦର୍ଶକବନ୍ଧୁ କଟକ ରେ ପ୍ରଥମ ସ୍ତ୍ରୀ ରାଜ୍ୟ ବାହାରେ ଆଉ ଦୁଇଟି ସ୍ତ୍ରୀ ଭୁବନେଶ୍ୱର ଗୋଟେ ସ୍ତ୍ରୀ ଥିଲା ବେଳେ ଗିରଫ ହୋଇଛନ୍ତି ଠକ ଡାକ୍ତର ରମେଶ ଭଳି ରାଜଧାନୀ ଧରା ପଡିଲା ଆଉ ଜଣେ ରସିକିଆ ସ୍ୱାମୀ ମିଛ କହି ଏକାଧିକ ମହିଳା ଙ୍କୁ ବିବାହ କରିଥିଲେ ଅନ୍ୟ ଜଣେ ଯୁବତୀଙ୍କ ସହ ରହୁଥିଲା ବେଳେ ଧରିଲେ ସ୍ତ୍ରୀ ଏହି ରସିକିଆ ପ୍ରେମିକ ହେଉଛନ୍ତି ଗଞ୍ଜାମ ଅଞ୍ଚଳର ସମିରି ବେଦେ ନିଜକୁ ସାପୁଟୁଆର ରେ କାମ କରୁଥିବାର କହି ଭାରତ ମେଟର ମନିରେ ତଥ୍ୟ ଦେଇ ଏକାଧିକ ମହିଳା ଙ୍କୁ ବିବାହ କରିଥିଲେ |

ସେ ବିବାହ ପରେ ସ୍ତ୍ରୀ କୁ ନିର୍ଯ୍ୟାତନ ଦେଇଛନ୍ତି ପରେ ତାଙ୍କୁ ଠାରୁ ସୁନା ଗହଣା ହଡପ କରି ଅନ୍ୟ ଯୁବତୀ ପାଲରେ ପଡି ଯାଇଥିଲେ | ମିଳିଥିବା ଅନୁଯାଇ ସମିରି କଟକ ସଦର ଥାନା ଅନୁଯାଇ ସୋନାଲି ନାମକ ଏକ ଯୁବତୀକୁ ପ୍ରେମ ଜାଲରେ ଫସାଇ ଦେଇଥିଲେ ତାଙ୍କୁ ସେ କଲିକତା ବିଶ୍ୱବିଦ୍ୟାଳୟରୁ ପାସ କରି ସେ ସାପୁଟୁଆର ରେ କାମ କରୁଛନ୍ତି ବୋଲି ସେ କହିଥିଲେ ସ୍ୱାମୀ 2019 ରେ ସୋନାଲି କୁ ବିବାହ କରିଥିଲେ ତାଙ୍କ ଦାବି ମୁତାବକ ତାଙ୍କ ପରିବାର ଲୋକ ଯୌତୁକ ମଧ୍ୟ ଦେଇଥିଲେ ସ୍ୱାମୀ ବିବାହର ମାସକ ପରେ ସୋନାଲୀଙ୍କୁ ଆହୁରି ଅଧିକ ଏକ ଲକ୍ଷ ଯୌତୁକ ଆଣିବାକୁ କହିଥିଲେ |

ସୋନାଲି ପରିବାର ଲୋକଙ୍କୁ ଜଣାଇ ଆହୁରି ଏକ ଲକ୍ଷ ଟଙ୍କା ମଗାଇ ସମିରିକୁ ଦେଇଥିଲେ ସେ ବିଭନ୍ନ ସମୟରେ ବାହାନା କରି ଦିଲ୍ଲୀ ଓ ରାଜସ୍ତାନ ଯାଉଥିଲେ ଦିଲ୍ଲୀର ଫାର୍ମ ହାଉଷୁ ରାଜସ୍ଥାନରେ ଫ୍ଲାଟ ଥିବା କଥା କହି ସେ ଦିଲ୍ଲୀ ଓ ରାଜସ୍ତାନ ଯାଉଥିଲେ ପରେ ସୋନାଲି ଜାଣିବାକୁ ଚାହୁଁଥିଲେ କି ସମିରି ଦିଲ୍ଲୀ ଓ ରାଜସ୍ଥାନରେ ଦୁଇ ଯୁବତୀକୁ ପ୍ରେମ ବିବାହ କରି ଥିଲେ ଦୁଇ ଯୁବତୀଙ୍କ ସମ୍ପତି ନିଜ ନାମରେ କରାଇ ନେଇଥିଲେ ସମିରି ବାରମ୍ବାର ସୋନାଲୀକୁ ନିଯ୍ୟାତନା ଦେବାରୁ ସେ ବାପା ଘରକୁ ପଳାଇଥିଲେ |

ସମିରିଙ୍କ ନାମରେ ସେ କଟକ ସଦର ଥାନାରେ ଅଭିଯୋଗ କରିଥିଲେ ଏହି ପରେ ସମିରି ସୋନାଲୀଙ୍କୁ ଧରା ଛୁଆଁ ଦେଇନଥିଲେ ମଧ୍ୟ ତାଙ୍କ ଫୋନ ମଧ୍ୟ ଉଠାଇ ନଥିଲେ ସମିରି ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମରେ ଫସାଇ ବିବାହ କରିଥିଲେ | ଏମିତି ସମିରି ବିଭନ୍ନ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ଅ-ସି-ଲ ଭିଡିଓ ଉତ୍ତାଳନ କରି ସେମାନଙ୍କୁ ଡରାଉଥିଲେ ବୋଲି ସୋନାଲି ଏହି କଥାକୁ ମଧ୍ୟ ସୋନାଲି ଅଭିଯୋଗ କରିଛନ୍ତି |

ସମୀରାଙ୍କର ଚାରାଟି ମୋବାଇଲି ଓ ଦୁଇଟି ଲାପଟୋପ ଜବତ କରି ଯାଇଛି ସମିରିଙ୍କ ଠକେଇ କାହାଣୀର ଅଧିକ ତଥ୍ୟ ମିଳିବ ବୋଲି ସୋନାଲି ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.