Breaking News

ରାଇମୋହନ ପରିଡ଼ାଙ୍କ ଏକାଦଶ ରେ ପରିବାର ଲୋକଙ୍କ ଅବସ୍ଥା ଦେଖିଲେ, ଆପଣ ମାନେ କାନ୍ଦି ପକେଇବେ !

ନମସ୍କାର ବନ୍ଧୁଗଣ ଗତ କଲି ସରି ଯାଇଛି ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ଏକାଦଶ କାର୍ଯ୍ୟ ଆଉ ଏଥିରେ ଓଲିଉଡ଼ ବହୁ ସାରା ସେଲିବ୍ରେଟି ଉପସ୍ଥିତ ଥିଲେ ଏହା ଛଡା ପରିବାର ଲୋକ ମାନେ ମଧ୍ୟ ଉପସ୍ଥିତ ଥିଲେ ଫ୍ରେଣ୍ଡ ଆପଣ ମାନେ ଜାଣିଥିବେ କି ଗତ 24 ତାରିଖ ଜୁନ 24 ତାରିଖ ରେ ଓଲିଉଡର ଜବରଦସ୍ତ ଅଭିନେତା ରାଇମୋହନ ପରିଡ଼ା ଆଉ ଆ-ତ୍ମ-ହ-ତ୍ୟା କରିଥିଲେ | ଏ ପର୍ଯ୍ୟନ୍ତ ପୋଲିସ ଆ-ତ୍ମ-ହ-ତ୍ୟା ର ଅସଲ କାରଣ ତାହା ଜଣା ପଡି ନାହିଁ କିନ୍ତୁ କିଛି ସୋସିଆଲ ମିଡିଆରେ ସୂତ୍ରରୁ ଜଣ ପଡିଛି ରାଇମୋହନ ଙ୍କ ପରିବାର ରେ ତାଙ୍କ ଆତ୍ମହତ୍ୟା କରିବା ପୂର୍ବ ଦିନ ଭୀଷଣ ଝଗଡା ହୋଇଥିଲା ଏହାକୁ ସହି ନପାରି ରାଇମୋହନ ପରିଡା ଆ-ତ୍ମ-ହ-ତ୍ୟା କରିଥିଲେ |.

ତାହାଲେ ବର୍ତମାନ ପୋଲିସ ଏହାର ଛାନି ବିନି ଜାରି ରଖିଛି ରାଇମୋହନ ମୃ-ତ୍ୟୁ ର କାରଣ ଜାଣିବା ପାଇଁ ଚେଷ୍ଟା କରିଛି ଏହାରି ମଧ୍ୟରେ ରାଇମୋହନ ମୃତ୍ୟୁ କୁ ପ୍ରାୟ 11 ଦିନର ସମୟ ବିତି ଗଲାଣି 11 ଦିନର ରେ ଏକାଦଶ କାର୍ଯ୍ୟ ହୋଇଥିଲା ରାଇମୋହନ ଙ୍କର ଯେଉଁ ଥିରେ ଓଲିଉଡର ବହୁ ସାରା ସେଲିବ୍ରେଟି ମାନେ ଉପସ୍ଥିତ ଥିଲେ ଆଉ ଏହା ଛଡା ପରିବାର ଲୋକ ଆତ୍ମନେ ଏହା ଥିରେ ଉପସ୍ଥିତ ଥିଲେ |

ତାହାଲେ ରାଇମୋହନ ଦୁଇ ଝିଅ ଜୋଇଁ ଓ ତାଙ୍କ ସ୍ତ୍ରୀ ଏଠାରେ ଥିଲେ ଓ ତାଙ୍କ ପୁତୁରା ମଧ୍ୟ ଏଠାରେ ସମସ୍ତ ପ୍ରକାର କାର୍ଯ୍ୟ କରୁଥିବାର ନଜର ଆସିଥିଲେ ତାହାଲେ ରାଇମୋହନ ତାଙ୍କ ବଡ଼ ଝିଅକୁ ବହୁତ ଭଲ ପାଉଥିଲେ ଆଉ ମୃତ୍ୟୁ ପରେ ସେ ତାଙ୍କ ବଡ଼ ଝିଅକୁ କତିକି byy ମେସାଜେ କରିଥିଲେ ତାହାଲେ ଓଲିଉଡର ଏହି ଜବରଦସ୍ତ ଅଭିନେତା 1985 ମସିହାରେ ଅଲିଉଡର ଇଣ୍ଡଷ୍ଟ୍ରିରେ ଯୋଗ ଦେଇଥିଲେ ଆଉ ଏହା ପରେ ସେ ବହୁ ସାରା ସିନେମା ଅଭିନୟ କରିଛନ୍ତି ପ୍ରୟ ଦେଢ଼ ସରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି ରାଇମୋହନ ପରିଡ଼ା |

ରାଇମୋହନ ମୄ-ତ୍ୟୁ ବରଂ କରିଲା ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା ସେ ମୃ-ତ୍ୟୁ ବେଳେ ସେ ଆତ୍ମହତ୍ୟା କରିଥିଲେ ଆଉ ଏହାରି ମଧ୍ୟରେ ରାଇମୋହନ ପରିଡ଼ାଙ୍କ ମୄ-ତ୍ୟୁ ପ୍ରାୟ 11 ଦିନ ସମୟ ବିତିଯାଇଛି ତାହାଲେ ଏକାଦଶ କାର୍ଯ୍ୟରେ ସେ ଅଧିକ ଦୁଃଖରେ ନଜର ଆସିଥିଲେ ରାଇମୋହନ ବଡ଼ ଝିଅ | ରାଇମୋହନ ତାଙ୍କ ବଡ଼ ଝିଅକୁ ବହୁତ ଅଧିକ ଭଲ ପାଆନ୍ତି ତାହାଲେ ତାଙ୍କ ଝିଅକୁ ସେ ଶେଷ ମେସେଜ byy ବୋଲି ପଠାଇ ଥିଲେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.