ବନ୍ଧୁଗଣ ଓଲିଉଡ଼ ର ଶ୍ରେଷ୍ଠ ଖଳନାୟକ କହିଲେ ରାଇମୋହନ ପରିଡା ଙ୍କ ନାମ ଆସେ ତେବେ ଆସନ୍ତୁ ଜାଣିବା କି ରାଇମୋହନ ପରିଡା ଙ୍କ ବିଷୟରେ କିଛି ଅଜଣା ତଥ୍ୟ | ତାଙ୍କ ସ୍ତ୍ରୀ କିଏ ଓ ତାଙ୍କ ଝିଅ କିଏ ଓ ସେ ଏବେ କୋଉଠି ରହୁଛନ୍ତି ଓ କଣ କରୁଛନ୍ତି ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ତେବେ ବନ୍ଧୁଗଣରାଇ ମୋହନ ପରିଡା ଫିଲ୍ମ ଜଗତ କୁ ଆସିବା ପୂର୍ବରୁ ଅଶ୍ରୁମୋଚନ ଙ୍କ ସହ ମିଶି ତାରିଣୀ ଗଣନାଟ୍ୟ ରେ କାମ କରୁଥିଲେ |
ରାଇମୋହନ ଓଲିଉଡ଼ ଫିଲ୍ମ ଜଗତରେ 1984 ମସିହାରେ ପାଦ ଦେଇଥିଲେ ଓ ତାଙ୍କ ପ୍ରଥମ ସିନେମା ଟି ଥିଲା ଗଙ୍ଗ ଶିଉଳି ଯାହାକି ଆଜିଠୁ ପ୍ରାୟ 35 ବର୍ଷ ତଳେ ଏ ଫିଲ୍ମ ଟି ତିଆରି ହୋଇଥିଲା ଓ ତାପରଠୁ ସେ ପ୍ରାୟ 70 ଟି ଫିଲ୍ମ ଭାବରେ ଅଭିନୟ କରିଛନ୍ତି ଖଳନାୟକ ଭାବେ |
ରାଇମୋହନ ପରିଡା ଙ୍କ ସ୍ତ୍ରୀ ଙ୍କ ନାମ ହେଲା ରଂଜିତା ପରିଡା ରାଇମୋହନ କେନ୍ଦୁଝର ଜିଲ୍ଲାର ଉଦୟ ପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଓ ସେ ବର୍ତମାନ ସମୟରେ ଭୁବନେଶ୍ୱର ରେ ରହୁଛନ୍ତି ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଦ୍ୟା ଅର୍ଜନ କିରଥିଲେ ରାଇମୋହନ ପରିଡା କୁ ଆପଣମାନେ ଏକ ଖଳନାୟକ ରୂପେ ଦେଖିଆସିଛନ୍ତି ଓଡ଼ିଆ ଫିଲ୍ମ ମାନଙ୍କରେ କିନ୍ତୁ ତାଙ୍କ ଅସଲି ଜୀବନରେ ସେ ଜଣେ ମହା ସାଧୁ ସନ୍ଥ |
ସେ ଜନ୍ମ ରୁ ଆଜି ପର୍ଯ୍ୟନ୍ତ ନା ସିଗ୍ରାଟ ଟାଣିଛନ୍ତି ନା ମଦ ପିଇଛନ୍ତି ତେବେ ରାଇମୋହନ ପରିଡା ଙ୍କ ଏକ ମାତ୍ର ଝିଅ ଅଛି ଯିଏକି ଏବେ ଦିଲ୍ଲୀ ରେ ଚାର୍ଟଟ ଏକାଉଣ୍ଟ ପାଠ ପଢୁଛନ୍ତି ଓ ତାଙ୍କ ଝିଅର ବୟସ ହେଉଛି 224ବର୍ଷ ବୟସ ତେବେ ବନ୍ଧୁଗଣ ଆପଣମାନଙ୍କୁ ରାଇମୋହନଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !
ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …