Breaking News

ଭୂତମାନେ ଗୋଟିଏ ରାତିରେ ତିଆରି କରିଥିଲେ ଏହି ମନ୍ଦିର…

ଦର୍ଶକ ବନ୍ଧୁ ଆପଣ ଏମିତି ଏକା ମନ୍ଦିର ବିଷୟ ରେ ଶୁଣିଛନ୍ତି କି ଯୋଉ ମନ୍ଦିର କୁ ବିନା ସିମେଣ୍ଟ ଓ ଚୂନପଥର ରେ ତିଆରି କରା ଯାଇଛି ହଁ ଆମ ରହସ୍ୟ ମୟ ଭାରତ ରେ ଏମିତି ଏକ ମନ୍ଦିର ଅଛି ଯେଉଁଥିରେ ପଥର ଉପରେ ପଥର ରଖି ବିଶାଳ କାୟ ମନ୍ଦିର ତିଆରି କରାଯାଇଛି । ଯାହା ର ଉଚତା ମଧ୍ୟ ୧୨୫ ଫୁଟ।କୁହା ଯାଏ ଜେ ଅହି ମନ୍ଦିର ଗୋଟିଏ ରାତିରେ ରିଆରି ହୋଇଥିଲା ମାତ୍ର ଏହି ମନ୍ଦିର ଟିକୁ ମାନୁଷ୍ୟ ନୁହେଁ ବରଂ ଭୂତ ମାନେ ତିଆରି କରିଥିଲେ। ଆହାର ଅଖ ପାଖ ରେ ଛୋଟ ଛୋଟ ମନ୍ଦିର ଗୁଡିକ ନଷ୍ଟ ହୋଇଯାଇଥିଲେ ମଧ୍ୟ ଅଜି ବି ଏହି ମନ୍ଦିର ଟି ସେମିତି ଛିଡା ହୋଇ ରହିଛି। ଏହି ମନ୍ଦିରଟି ମଧ୍ୟପ୍ରଦେଶର ଶିହରିଆ ସ୍ଥାନ ରେ ଅବସ୍ଥିତ ଯାହାର ନା ହେଉଛି ଲକନ୍ ମଠ ମନ୍ଦିର। ତେବେ ଚାଲନ୍ତୁ ଏହି ମନ୍ଦୀର ର ପରଦା ଫାସ କରିବା । ଏହି ମନ୍ଦିରଟି ଭାରତ ର ସବୁଠାରୁ ରହସ୍ୟ ମୟ ମନ୍ଦିର ଓ ପୁରାତନ ମନ୍ଦିର ମାନଙ୍କ ମଧ୍ୟ ରୁ ଅନ୍ୟତମ ଆଧୁନିକ ଯୁଗ ର ବିଜ୍ଞାନ ମାନେ ମଧ୍ୟ ଏହି ସ୍ଥାନ କୁ ଜିବା କୁ ଡରୁଥିଲେ । କେତେ ଝଡ଼ ବାତ୍ୟା ତୁଫାନ ବିତିଯାଇଥିଲେ ମଧ୍ୟ ଏହି ମନ୍ଦୀର ଟିର ଆଜିବି କିଛି ବିଶେଷ କ୍ଷତି ହୋଇନାହିଁ ।

ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ କକାନ ମଠ ମନ୍ଦିର ରେ ଯେଉଁ ସବୁ ପଥର ଲାଗିଚି ସେହି ଭଳି ପଥର ମଧ୍ୟପ୍ରଦେଶ ଓ ସେଠାକାର ଅଖ ପାଖ ଅଞ୍ଚଳ ରେ ମଧ୍ୟ ମିଳେ ନାହିଁ ଏହି ମନ୍ଦିର ରେ ଗୋଟିଏ ପଥର ଉପରେ ଆଉଗୋଟେ ପଥର ରଖାଯାଇ ସମ୍ପୂର୍ଣ୍ଣ ମନ୍ଦିର ଟିକୁ ତିଆରି କରା ଯାଇଛି ଏବଂ ସେଥିରେ ହିଁ ମନ୍ଦିର ସମ୍ପୂର୍ଣ୍ଣ ସନ୍ତୁଳନ ରକ୍ଷା କରୁଛି ।କିନ୍ତୁ ଆପଣ ଥରେ ଚିନ୍ତା କରନ୍ତୁ ସତରେ ଏପରି କଣ ସମ୍ଭବ ମାତ୍ର ଆହା ଶତ କିଛି ଲୋକ ମାନନ୍ତି ଯେ କିଛି ଅଦୃଶ୍ୟ ଶକ୍ତି ଅହି ମନ୍ଦିର କୁ ରକ୍ଷା କରୁଛି ମନ୍ଦିର ର ଗର୍ବ ଗୃହ୍ୟ ରେ ଗୋଟିଏ ଶିବ ଲିଙ୍ଗ ଅଛି ଯାହା ଆଜି ବି ସୁରକ୍ଷିତ |

ଇତିହାସ ପୃଷ୍ଠା ରୁ ଜଣା ପଡେ ଯେ ମୁସଲମାନ ମାନେ ଏହି ମନ୍ଦିର କୁ ଭାଙ୍ଗିବାକୁ ଗୋଲା ବାରୁଦ ଓ ତୋପା ପ୍ରୟୋଗ କରି ମଧ୍ୟ ବିଫଳ ହୋଇଥିଲେ ଆଜି ବି ମନ୍ଦିର ଛାତି ଫୁଲେଇ ଛିଡା ହୋଇଛି । କିମ୍ବ ଦଣ୍ଟି ଅନୁସାରେ ଅନେକ ଭୂତ ଏକାସାଙ୍ଗରେ ରହି ସବୁ ଚମତ୍କାର ପଥର ଗୁଡ଼ିକୁ ଯୋଡି ଗୋଟିଏ ରାତିରେ ଏହି ମନ୍ଦୀର ଟିକୁ ତିଆରି କରିଥିଲେ ।ଅବାଙ୍ଗ ସମୟ ର ରାଣୀ କକାନ୍ ମୋତି ଙ୍କ ମନମା ହିସାବରେ ମନ୍ଦିର ଟିର ନାମ କରଣ କରିଥିଲେ ।ସ୍ଥାନୀୟ ଲୋକ ଙ୍କ କହିବା ଅନୁସାରେ ମନ୍ଦିର ଟି ତିଆରି ହୋଇଥିବା ବେଳେ ମନ୍ଦିର ଟିର ପାଖ ଗ୍ରାମରେ ଗୋଟିଏ ଲୋକ ଶୀଘ୍ର ଭୋଅରୁ ଉଠିପଡ଼ିଥିଲ ଏବଂ ଅଟା ପଶିବା ପାଇଁ ଚକି ରେ ବଡି କୁଟୁଥିଲା । ଚକିର ଶବ୍ଦ ଶୁଣି ଭୂତ ମାନେ ମନ୍ଦିର ଟିକୁ ଅଧରେ ଚାଡି ପଳାଇଥିଲେ |

ସେହି ଦିନ ରୁ ଏହି ମନ୍ଦିର ଟି ସମ୍ମତି ଅଧା ବାନହୋଇ ରହିଛି ।ସମ୍ପୂର୍ଣ୍ଣ ମନ୍ଦିର ଟି ଅଲୌକିକ ରହସ୍ୟ ରେ ପରିପୂର୍ଣ୍ଣ ଏମିତି ବି କୁହାଯାଏ ଯେ କେହି ବ୍ୟକ୍ତି ମନ୍ଦୀର ର କୌଣସି ପଥର କି ଚୋରି କରିବାକୁ ଚେଷ୍ଟା କରିଥାଏ ସାଜି ସମୟ ରେ ତ ପାଖ ଆଖ ର ପଥର ଗୁଡିକ ଥରିଉଥଠୀଥାଏ ଯାହା ଦ୍ଵାରା ଚୋର ପଥର ଟିକୁ ଚଡି ପଳାଇଥାଏ ।ଆପଣମାନେ ଏହି ମନ୍ଦିର ଟିକୁ ଦଖିବେ ଆପଣମାନଙ୍କୁ ଲାଗିବ ମନ୍ଦିର ଟିକୁ ଅତି ସହଜରେ ରେ ଭଙ୍ଗିଜିବା ମାତ୍ର ଏହା ବୋହୁତ ଶକ୍ତି ଶାଳୀ ଅଧି ମନ୍ଦିର ରେ ଆଜି ବି କୌଣସି ପୂଜକ ନାହିଁ ମନ୍ଦିର କୁ ଲୋକ ଙ୍କର ଏପରି ଭୟ ଯେ ମନ୍ଦିର ରେ ଜଗୁଥିବ ଜଗୁଆଳି ମାନେ ମଧ୍ୟ ରାତିରେ ଯାଇ ପାଖ ଗାଁ ରେ ଜଗିଥାନ୍ତି ।ଭାରତ ର ପତ୍ନତତ୍ୟବିତ ମାନେ ମଧ୍ୟ ଏହି ମନ୍ଦିର ବିଷୟ ରେ ବସି ଖୋଜା ଖୋଜି କରନ୍ତି ନାହିଁ । କଣ ସତରେ ଦର୍ଶକବନ୍ଧୁ ଏହି ମନ୍ଦିର ଟିକୁ ଗୋଟେ ରାତିରେ ତିଆରି କରିଥିଲେ କଣ ଏମିତି କିଛି ଶକ୍ତି ଅଛି ଯାହା ମନ୍ଦିର କୁ ପୋଡି ନଜର ସୁରକ୍ଷା କରୁଛି ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.