Breaking News

ରାଧାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜାଣିଲେ ଆପଣବି କାନ୍ଦି ପକାଇବେ…

ଦର୍ଶକବନ୍ଧୁ ଆଜିର ଦୁନିଆରେ ପ୍ରେମର ପରିବେଶ ଚର୍ଚ୍ଚା କରାଯାଏ ସେତେବେଳେ ସର୍ବ ପ୍ରଥମେ ରାଧାକୃଷ୍ଣ ପ୍ରେମକୁ ଉଧାରଣ ଦିଆଯାଏ | ରାଧା କୃଷ୍ଣର ମିଳନକୁ ଜୀବାଆତ୍ମା ଓ ପରମଆତ୍ମା ବୋଲି ମଧ୍ୟ କୁହାଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦୁଇଟି ଜିନିଷ ଭଲ ପାଆନ୍ତି ଏହି ଦୁଇଟି ଜିନିଷ ଦୁହିଁଙ୍କର ପସନ୍ଦ ଥିଲା ପ୍ରଥମ ହେଲା ଶ୍ରୀକୃଷ୍ଣ ମାତୁରୀ ପ୍ରିୟତମା ରାଧା କିନ୍ତୁ ରାଧାଙ୍କର ମୃତ୍ୟୁ କେମିତି ହେଲା ତାହା କାହାକୁ ଜଣା ନାହିଁ ଅଥବା କିଛି ଜ୍ଞାନୀ ଗୁଣି ଲୋକଙ୍କୁ ଜଣା ଅଛି ଏବଂ ଏହା ରହସ୍ୟ ହୋଇ ରହିଯାଇଛି |

ଆସନ୍ତୁ ମାତା ରାଧାଙ୍କର ମୃତ୍ୟୁ ବିଷୟରେ ଜାଣିବା | ଗୋପପୁରରେ ଶ୍ରୀକୃଷ୍ଣ ନିଜର ଲୀଳା ଛାଡିବା ପରେ ଯେତେବେଳେ ଗୋପପୁର ଛାଡ଼ି ଦେଲେ ତାପରେ ରାଧାଙ୍କ ବିଷୟରେ ଆଉ ଶୁଣିବାକୁ ମିଳିଲା ନାହିଁ ରାଧା ଓ କୃଷ୍ଣ ଯେତେବେଳେ ଗୋପପୁରରେ ଦେଖା ହୋଇଥିଲେ ସେତେବେଳେ ରାଧା ଶ୍ରୀକୃଷ୍ଣଙ୍କୁ କହିଥିଲେ ଯଦି ସେ ତାଙ୍କୁ ଛାଡି କି ଦୁରକୁ ଚାଲି ଯାଆନ୍ତି କିନ୍ତୁ ତାଙ୍କ ମନ ପ୍ରାଣରେ ସବୁବେଳେ ସର୍ବଦା ରହିବେ |

ଏହାପରେ ଭଗବାନ ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଏବଂ ନିଜ ମାମୁଁ କଂସ ଓ ଅନ୍ୟ ରାକ୍ଷାସ ମାନାକୁ ବଦ୍ଧ କରିଥିଲେ ସେଠାରେ କିଛି ବର୍ଷ ରହିଲା ପରେ ଶ୍ରୀକୃଷ୍ଣ ଦ୍ବାରିକା ଚାଲି ଗଲେ ଓ ସେଠାରେ ବିଖ୍ୟାତ ହୋଇଗଲେ ଶ୍ରୀକୃଷ୍ଣ ଗୋପପୁର ଛାଡି ଦେଲା ପରେ ରାଧାଙ୍କର ସବୁ ଗତିପଥ ବଦଳିଗଲା ରାଧାଙ୍କର ଏକ ଯାଯାବଙ୍କ ସହିତ ବିବାହ ହୋଇଗଲା |

ରାଧା ତାଙ୍କର ନିଜର ଦାମ୍ପତ୍ୟ ଜୀବନ କର୍ତ୍ତବ୍ୟ ଓ ଏତେ ନିଷ୍ଠା ସବୁ ସରିଗଲା ଓ ସମୟ କ୍ରମେ ନିଜ ବୃଥା ଅବସ୍ଥାରେ ଆସି ପହଞ୍ଚିଗଲେ ସେତେବେଳେ କିନ୍ତୁ ତାଙ୍କ ମନ ଶ୍ରୀକୃଷ୍ଣ ଝୁରୁ ଥିଲେ ଏପଟେ ରାଧା ତାଙ୍କ ପତ୍ନୀଧର୍ମ ପାଳନ କଲାବେଳେ ଶ୍ରୀକୃଷ୍ଣ ସେପଟେ ତାଙ୍କ ଦୈବ ଶକ୍ତି ଉୟପଚାର କରି ଚାଲିଥିଲେ ଜୀବନର ସବୁ କର୍ତ୍ତବ୍ୟ ମୁକ୍ତ ହେଲା ପରେ ରାଧା କୃଷ୍ଣଙ୍କୁ ଭେଟିବା ଲାଗି ଦ୍ୱରିକା ଚାଲିଗଲେ |

ଯେତେବେଳେ ସେ ଦ୍ୱରିକାରେ ସେ ପହଁଚିଲେ ରୁକୁମଣିଙ୍କ ସହ ବିବାହ କଥା ଶୁଣିଲେ ଯେତେବେଳେ ରାଧାଙ୍କର ଶ୍ରୀକୃଷ୍ଣଙ୍କ ସହ ଭେଟହେଲା ପରେ ସେତେବେଳେ ସେ ଦ୍ୱରିକା ଦେଶ ପୁରା ପ୍ରସନ୍ନ ହୋଇଗଲା ଆଖି ଆଖିର ଇସାରାରେ ନିଜେ ନିଜର ପ୍ରତି ପୁଷ୍ଟକୁ ଫୁଣି ଥରେ ମନେ ପକେଇ ଦେଲେ ରାଧାଙ୍କୁ ଦ୍ୱରିକାରେ କେହି ଚିହ୍ନ ନଥିଲେ ରାଧାଙ୍କର ଅନୁମତି କ୍ରମେ ଶ୍ରୀକୃଷ୍ଣ ଦ୍ୱରିକା ଦେବୀକା ବୋଲି ଘୋଷଣା କଲେ |

ରାଧା ନିଜେ ଦ୍ୱରିକାରେ ରହି ତାଙ୍କ କର୍ତ୍ତବ୍ୟ ପାଳନ କଲେ ମୌକା ମିଳିଲେ ଶ୍ରୀକୃଷ୍ଣ ଦର୍ଶନ କରୁଛନ୍ତି କିନ୍ତୁ ମହଲରେ ଥିଲା ବେଳେ ଶ୍ରୀକୃଷ୍ଣଙ୍କ ଥିବା ଅତ୍ୟନ୍ତ ପ୍ରେମ ଅନୁଭବ କରିପାରୁନଥିଲା ତେଣୁ ସେ କୃଷ୍ଣଙ୍କ ଠାରୁ ଦୂରକୁ ଚାଲିଗଲେ ତାଙ୍କର ଏହି ନିଷ୍ପତି କାହାକୁ ଜଣା ନଥିଲା ଏହି ବିଷୟରେ ଶ୍ରୀକୃଷ୍ଣ ସବୁ ଜାଣି ସାରିଥିଲେ |

ଧୀରେ ଧୀରେ ସମୟ ଗଡିବାକୁ ଲାଗିଲା ରାଧା ସଂପୂର୍ଣ୍ଣ ବେସାହାରା ହୋଇଗଲେ | ଜୀବନର ଶେଷ କେହି ମୁହୂର୍ତ୍ତରେ ଭଗବାନ ଶ୍ରୀକୃଷ୍ଣ ଦର୍ଶନ ଦେଲେ କୃଷ୍ଣ ରାଧାଙ୍କୁ କିଛି ଇଚ୍ଛା ମାଗିବାକୁ ତାଙ୍କୁ କହିଲେ କିନ୍ତୁ ରାଧା ମନା କରିଦେଲେ କୃଷ୍ଣ ଫୁଣି ଥରେ ଅନୁରୋଧ କରିବାରୁ ରାଧା କହିଲେ ଶେଷ ଥର କାହ୍ନ ମୁରଲୀ ବଜେଇବାର ଦେଖିବାକୁ ଚାହାଁନ୍ତି |

ତାପରେ ଶ୍ରୀକୃଷ୍ଣ ବଜେଇବାକୁ ଆରମ୍ଭ କରିଦେଲେ ଦିନପରେ ରାତି ହୋଇଗଲା କିନ୍ତୁ ଶ୍ରୀକୃଷ୍ଣ ବଂଶୀ ବଜେଇବା ବନ୍ଦ କଲେନାହିଁ ଶ୍ରୀକୃଷ୍ଣ ବଂଶୀ ବଜେଇଲା ସମୟରେ ରାଧା ତାଙ୍କ ପ୍ରାଣ ଚାଲି ଗଲା ଶ୍ରୀକୃଷ୍ଣ ଜାଣିପାରିଲେ ନାହିଁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.