Breaking News

ରାସନ କାର୍ଡ ଧାରୀଙ୍କୁ ବଡ଼ ଝଟକା କଟି ଯିବ ଲିଷ୍ଟରୁ ଆପଣଙ୍କ ନାମ, ଯଦି ଆପଣ ରାସନ କାର୍ଡ ହିତାଧିକାରୀ ତେବେ ନିହାତି ଦେଖି ନିଅନ୍ତୁ !

ରାସନ କାର୍ଡ ଧାରୀଙ୍କୁ ଝଟକା କଟି ଯିବ ଲିଷ୍ଟରୁ ଆପଣଙ୍କର ନାମ | ଆପଣ ଯଦି ଜଣେ ରାସନ କାର୍ଡ ହିତାଧିକାରୀ ତେବେ ଏନେଇ ଆସୁଛି ଆଉ କିଛି ନୂଆ ସୂଚନା ନହଲେ ମଧ୍ୟ ଆପଣଙ୍କର ମଧ୍ୟ କାର୍ଡ ରୁ ନାଁ | ଗତ କିଛି ଦିନ ହେବ ରାସନ କାର୍ଡ ଧାରି ସଲେଣ୍ଡର କରିବାର ଖବର ସୋସିଆଲ ମିଡିଆରେ ଭାଇରଲ ହେଉଥିଲା ଏହି ଖବରରେ ଦାବି କରାଯାଉଥିଲା ଅଯୋଗ୍ୟ ରାସନ କାର୍ଡ ଧାରୀଙ୍କୁ ତସିଲିକୁ ଯାଇ ରାସନ କାର୍ଡ ସମର୍ପଣ କରିବାକୁ ପଡିବ |

ନଚେତ ସରକାର ରାସନ କାର୍ଡ ଜବତ କରିବେ ତେବେ ଏହା ପରେ ପଶ୍ଟିକରଣ ଦେବା ପରେ କୁହାଯାଇଥିଲା ଯେ ସରକାର ଯେ କୌଣସି ନିୟମ କରିନାହାନ୍ତି କିନ୍ତୁ ରାଜ୍ୟରେ UP ସରକାର ରାସନ କାର୍ଡ ବାତିଲ କାର୍ଯ୍ୟ କର୍ମ ଆରମ୍ଭ କରିଛନ୍ତି ଏହା ମଧ୍ୟ ଖୁବୁ ଶୀଘ୍ର ଓଡ଼ିଶାରେ ଲାଗୁ ହେବ ବୋଲି ସୂଚନା ରହିଛି | ତେବେ ମିଳୁଥିବା ସୂଚନ ଅନୁଯାଇ ଅଯୋଗ୍ୟ ଲୋକଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯିବ ଏବଂ ବର୍ତମାନେ କେବଳ ଅଭାବୀ ଲୋକ ମାଗଣା ରାସନ ପାଇବେ |

ଏହା UP ବିଭିନ୍ନ ଜିଲ୍ଲାରେ ଲାଗୁ ହେବ ଆରମ୍ଭ ହୋଇଛି | ତେବେ ଖୁବୁ ଶୀଘ୍ର ଓଡ଼ିଶାରେ ଏହି ନିୟମ ଲାଗୁ ହେବ ତେବେ 2011 ଜନଗଣନା ଅନୁସାରେ ରାସନ କାର୍ଡ ତିଆରି କରିବାର ସରକାରଙ୍କ ଲକ୍ଷ ପୁରଣ ହୋଇଛି ଏହି ଭଳି ପରିସ୍ଥିତିରେ ନୂଆ ରାରସ କାର୍ଡ ତିଆରି ହୋଇ ପାରିବ ନାହିଁ | ଏବେ ଯଦି ନୂତନ ଲୋକ ରାସନ କାର୍ଡ ପାଇଁ ଆବେଦନ କରୁଛନ୍ତି ତେବେ ଯାଞ୍ଚର ଅଯୋଗ୍ୟ ଥିବା ଲୋକଙ୍କର ରାସନ କାର୍ଡ ବାତିଲି କରାଯାଉଛି |

ତେବେ 2011 ଜନ ସଂଖ୍ୟା ଅନୁପାତ ଆଧାରରେ ଜାତୀୟ ଖାଦ୍ୟ ନିରାପତ୍ତାର ନାମ ଗୁଡିକ ଯୋଡ଼ା ଯାଉଛି ଏହା ସହ 2011 ତୁଳନାରେ 2022 ରେ ସହରର ଜନ ସଂଖ୍ୟା ଦୁଇ ଗୁଣିତ ହୋଇଛି ତେବେ ଜନ ସଂଖ୍ୟା ବୃଦ୍ଧି ଆଧାରରେ 2011 ର ଲକ୍ଷ ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଵିଭାଗ୍ୟ ସୂତ୍ରରୁ ପ୍ରକାଶ ପାଇଛି | ତେଣୁ ନୂତନ ରାସନ କାର୍ଡ ତିଆରି କାର୍ଯ୍ୟ ବନ୍ଦ ହୋଇଛି ତେବେ ପୁରୁଣା ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କ ଯାଞ୍ଚ ହେବାପରେ ଫୁବି ନୂତନ ରାସନ କାର୍ଡ ଆରମ୍ଭ ହେବ |

About odisha news

Check Also

ଶେଷରେ ବାହା ହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା, ବାହାଘରର ଏମିତି ସବୁ ଫୋଟୋ ଆସିଲା ସାମ୍ନାକୁ, ଦେଖିଲେ ହଲିଯିବେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ !

ନମସ୍କାର ଦର୍ଶକବନ୍ଧୁ ଶେଷରେ ବିବାହ ବନ୍ଧରେ ବାନ୍ଧିହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା ବାହାଘର ର ସବୁ ଫୋଟ ଆସିଲା …

Leave a Reply

Your email address will not be published.