Breaking News

ରାସନ କାର୍ଡ ଥିଲେ ଶୀଘ୍ର ଦେଖନ୍ତୁ, ଆସିଲା ବଡ଼ ଖୁସି ଖବର, ଏବେ ମିଳିବ ଏହି Nua ସୁବିଧା, ଶୁଣିଲେ ଆପଣ ବି ଖୁସିରେ ନାଚି ଉଠିବେ…

ନମସ୍କାର ବନ୍ଧୁଗଣ ଆପଣମାନେ ସମସ୍ତେ ରାସନ କାର୍ଡ ଜାଣିଥିବେ ସେହି ରାସନ କାର୍ଡ ଧାରୀ ଙ୍କ ପାଇଁ ଆସିଲା ଏକ ବଡ଼ ସୂଚନା ଏହା ଆପଣ ମାନଙ୍କ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର ତେବେ ଆପଣଙ୍କ ପାଖରେ ରାସନ କାର୍ଡ ରହିଛି ତେବେ ମୋଦି ସରକାରଙ୍କ ବଡ଼ ନିଷ୍ପତି । ମାଗଣା ରାସନ ଯୋଜନାରେ ହେଲା ସମ୍ପ୍ରସାରଣ ତେବେ ଜାଣନ୍ତୁ କେତେ ଲୋକ ହେଲେ ଉପକୃତ ଆଉ କେତେ ଲୋକ ହେଲେ ସମ୍ପ୍ରସାରଣ ତେବେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗେଇବା ଯୋଜନା ତଥା ଅନ୍ନ କଲ୍ୟାଣ ଯୋଜନା ପିଏମ କିଶନ ଯୋଜନା ।

ଆସନ୍ତା ୩ ମାସ ଯାଏଁ ୟେୱାଇ ବୃଦ୍ଧି କରାଯାଇଛି ଏହି ଯୋଜନା ସେପ୍ଟେମ୍ବର ୩୦ ତାରିଖ ରେ ଶେଷ ହୋଇଥିଲା ଆଜି କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି ଯେ ମାଗଣା ଖାଦ୍ୟ ଶସ୍ୟ ଯୋଜନା ଆସନ୍ତା ୩ ମାସ ଅର୍ଥାତ୍ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ତେବେ ସୂଚନା ଅନୁସାରେ କୋଭିଡ୍ ଅଭିମୁଖେ ଆରମ୍ଭ ହୋଇଥିବା ଏହି ସୂଚନା ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଏ ଏହି ଯୋଜନା ଚଳାଇବାକୁ ସରକାରଙ୍କୁ ପ୍ରତି ବର୍ଷ ୧.୪୭.୦୦.୦୦୦ କୋଟି ଟଙ୍କାର ବ୍ୟୟ ବହନ କରିବାକୁ ପଡ଼ିବ ।

ତେବେ ମାଗଣା ଖାଦ୍ୟ ଯୋଜନା ଜରିଆରେ ୮୦.୦୦.୦୦୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଏ ଏହା ପୂର୍ବରୁ ଖାଦ୍ୟ ମନ୍ତ୍ରାଳୟ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଥିଲା ଯେଉଁଥିରେ ଏହି ଯୋଜନାକୁ ୩ ମାସ ବୃଦ୍ଧି ପାଇଁ କୁହା ଯାଉଥିଲା ତେବେ କରୋନା ମହାମାରୀ ସମୟରେ ମୋଦୀ ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ ଯେଉଁଥିରେ କୋଟି କୋଟି ଲୋକ ଉପକୃତ ହୋଇଥିଲେ ଏହି ଯୋଜନା କିଛି ମାସ ପାଇଁ କାର୍ଯ୍ୟ କାରୀ କରାଯାଇଥିଲା କିନ୍ତୁ ଗତ କିଛି ମାସ ମଧ୍ୟରେ ଏହାକୁ କ୍ରମାଗତ ଭାବରେ ବିସ୍ତାର କରା ଯାଇଥିଲା ।

ଏହି ଯୋଜନା ଅଧୀନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ କିଲୋଗ୍ରାମ ଚାଉଳ କିମ୍ୱା ଗହମ ଏବଂ ୧ କିଲୋଗ୍ରାମ ଚଣା ମାଗଣାରେ ଦିଆଯାଏ ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁଯାଇ ପୂର୍ବରୁ ପ୍ରଦାନ କରା ଯାଉଥିବା ସବ ସିଡ୍ ଯୁକ୍ତ ରାସନ ସହିତ ଏହା ଅନ୍ତର୍ଭୁକ୍ତ ଅଟେ ତେବେ ଆପଣ ଯାହା କାର୍ଡ ରେ ପାଉଛନ୍ତି ତେବେ ତାଙ୍କୁ ଏଷ୍ଟ୍ରା ମଧ୍ୟ ଦିଆ ଯାଉଛି ଯାହାକି ବିଲକୁଲ୍ ମାଗଣା କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟ ଅନୁଯାୟୀ ଫୁଡ୍ କର୍ପୋରେସନ ସହ ଖାଦ୍ୟର କୌଣସି ଅଭାବ ନାହିଁ ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.