Breaking News

ରଚନା ବାନାର୍ଜୀ କଲେ ବଡ଼ ଖୁଲାସା, ମିହିର ଦାସ ଙ୍କ ଆତ୍ମାକୁ ତାଙ୍କୁ କହିଲେ ଏପରି କଥା ଯାହାକୁ ଜାଣିଲେ Apana ଆଶ୍ଚର୍ଯ୍ୟ ହେବେ !

ହେଲୋ ଫ୍ରେଣ୍ଡ୍ ଏହି ଘଟଣା ରଚନା ବାନାର୍ଜୀ ଏମାନଙ୍କ ସହ କିଛି ଦିନ ତଳେ ଘଟିଥିଲା ରଚନା ବାନାର୍ଜୀଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ ସେ ଓଡ଼ିଆ ଫିଲ୍ମ ଜଗତର ଜଣେ ସିତାରା ଅଭିନେତ୍ରୀ ସେ ତାଙ୍କର ଅଭିନୟ ଓ କଳା ମାଧ୍ୟମରେ ଓଡ଼ିଆ ଫିଲ୍ମ ଜଗତକୁ ବୋହୁତ ଆଗକୁ ନେଇଥିଲେ ରଚନା ବାନାର୍ଜୀ ଏହି କିଛି ଦିନ ତଳେ ମିହିର ଦାସଙ୍କ ଆତ୍ମାକୁ ଦେଖି ଥିଲେ ସେ ତାଙ୍କ ଇନ୍ଷ୍ଟଗ୍ରମ୍ ଷ୍ଟୋରୀ ରେ ସେୟାର କରି ଲେଖିଥିଲେ ମୁଁ ମିହିର ଦାସଙ୍କ ଆତ୍ମା କୁ ନିଜ ଆଖିରେ ଦେଖିଛି ଧନ୍ୟବାଦ୍ ସାର ଆପଣ ମୋତେ ଦେଖା ଦେଇଥିବାରୁ |

ଏପରି ଆହୁରୀ ବୋହୁତ କଥା ଲେଖିଥିଲେ ରଚନା ବାନାର୍ଜୀ କହିଛନ୍ତି ଯେ ସେ ମିହିର ଦାସଙ୍କ ସହିତ ସେ ଅନେକ ଫିଲ୍ମ ରେ କାମ କରିଛନ୍ତି ଓ ଓଡ଼ିଶାର ଦର୍ଶକ ମାନେ ମଧ୍ୟ ତାଙ୍କ ଫିଲ୍ମ କୁ ବୋହୁତ ଭଲ ପାଇବା ଦେଇଛନ୍ତି ସୁଟିଙ୍ଗ ସେଟ ରେ ସେ ଆଉ ମିହିର ଦାସ ବୋହୁତ ଥଟ୍ଟା ମଜା କରନ୍ତି ଏହି ଥଟ୍ଟା ମଜା ଭିତରେ ସେମାନେ ବୋହୁତ କ୍ଲୋଜ ଫ୍ରେଣ୍ଡ୍ ହୋଇଯାଇଥିଲେ ହେଲେ ସେ ଯେବେ ଠାରୁ ଫିଲ୍ମ କରିବା ଛାଡି ଦେଲେ |

ସେବେଠାରୁ ସେ ଦୁଇ ଜଣ ପରସ୍ପର ଠାରୁ ଅଲଗା ଅଲଗା ହୋଇ ଯାଇଥିଲୁ ଖାଲି ଜା ବେଳେ ବେଳେ ମୋବାଇଲ ରେ କଥା ହେଉଥିଲେ ଏପରି ଏକ ଘନିଷ୍ଟ ବନ୍ଧୁଙ୍କର ମୃତ୍ୟୁ ଖବର ଶୁଣି ତାଙ୍କୁ ବୋହୁତ ଦୁଃଖ ଲାଗିଲା ଦୁଃଖ ଲାଗିବା ସହ ଆଖିରୁ ଖାଲି ତାଙ୍କର ଲୁହ ଝର ଝର ହୋଇ ବହିଗଲା ତାଙ୍କୁ ମିସ୍ କରୁଥିବାରୁ ଗୋଟିଏ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ଭିଡ଼ିଓ ପୋଷ୍ଟ କରିବା ପର ଠାରୁ ତାଙ୍କୁ ଜମାବି ଘରେ ଭଲ ଲାଗିଲାନୀ ଓ ତାଙ୍କୁ |

କୌଣସି କାମ କରିବା ପାଇଁ ଇଚ୍ଛା ମଧ୍ୟ ହେଲାନି ଏପରି ଦୁଃଖିତ ହେଉଥିବା ଦେଖି ତାଙ୍କ ସ୍ଵାମୀ କହିଲେ କି ଆରେ ରଚନା ମୁଁ ଜାଣିଛି ତମ ମନ ବୋହୁତ ଦୁଃଖିତ ଅଛି ତେଣୁ ତମେ ଯାଇଁ ତମ ଗାଁରେ ଟିକେ ବୁଲି ଆସ୍ ତମ ମନଟା ଭଲ ଲାଗିବ ସ୍ଵାମୀଙ୍କ ଠାରୁ ଏପରି କଥା ଶୁଣି ତାହା ପାର ଦିନ ରଚନା ନିଜ ଗାଁ କୁ ପଳେଇଲେ ଗାଁ କୁ ଆସିବା ପରେ ରଚନା ତାଙ୍କ ବାପା ମାଙ୍କୁ ଦେଖା କରିବା ସହ ପରିବାର ଲୋକଙ୍କ ସହ କଥା ବାର୍ତ୍ତା ହୋଇ ତାଙ୍କୁ ବୋହୁତ ଭଲ ଲାଗିଲା |

ଦିନ ସାରା ରଚନା ଥଟ୍ଟା ମଜା କରି ରାତି ହେଲା ପରେ ରଚନା ଖାଇକି ଶୋଇଲେ ଶୋଇବାର 3 ରୁ 4 ଘଣ୍ଟା ପରେ ରାତି 1.20 ବେଳକୁ ତାଙ୍କର ନିଦ ଭାଙ୍ଗିଗଲା ନିଦ ଭାଙ୍ଗିବା ପରେ ସେ ଯେତେ ଶୋଇବାକୁ ଚେଷ୍ଠା କଲେ ମଧ୍ୟ ତାଙ୍କୁ ଯମାବି ନିଦ ହେଲା ନାହିଁ କାରଣ ତାଙ୍କ ପାଖା ପାଖି 2 ବର୍ଷ ହେବ ଗାଁ କୁ ଯାଇ ନଥିବାରୁ ଗାଁ ରୁମ୍ ରେ ଶୋଇବାଟା ତାଙ୍କୁ କମ୍ଫୋର୍ଟେବୁଲ ଲାଗିଲା ନାହିଁ |

ତେଣୁ ସେ ତାଙ୍କ ଘର ଚାରି ପଟେ ଟିକେ ବୁଲିବାକୁ ଗଲେ ରଚନା ବୁଲୁଥିବା ବେଳେ ହାଠାତ ଜୋରରେ ପବନ ହେଲା ଜୋରରେ ପବନ ବହିବା ଦେଖି ରଚନା ଭାବିଲେ ବର୍ଷା ହେବ ତେଣୁ ସେ ଘରକୁ ପଳାଉ ଥିବା ବେଳେ ହଠାତ୍ କିଛି ପଡ଼ିବାର ଶବ୍ଦ ଶୁଭିଲା କଣ ପଡ଼ିଲା ବୋଲି ରଚନା ପଛକୁ ବୁଲି ଅନାଇ ଦେଲେ ଓ ଦେଖିଲେ କିଛି ଦୂରରେ ଥିବା ଗୋଟିଏ ଗଛ ମୂଳେ ମିହିର ଦାସ |

ଛିଡ଼ା ହୋଇ ତାଙ୍କୁ ଗୋଟେ କଣ କହିବା ପାଇଁ ଚେଷ୍ଟା କରୁଛନ୍ତି କଣ କହିଛନ୍ତି ଜାଣିବା ପାଇଁ ରଚନା ତାଙ୍କ ପାଖକୁ ଗଲା ବେଳେ ହଠାତ୍ ସେ କୁଆଡେ ଅଦୃଶ୍ୟ ହୋଇଗଲେ ଏହା ଦେଖି ରଚନା ବୁଝିଗଲେ ଯେ ମିହିର ଦାସ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ ତେଣୁ ସେ ଗୋଟିଏ ନମସ୍କାର କରି ସେଠାରୁ ପଳେଇ ଆସିଲେ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.