Breaking News

ରବିବାର ଦିନ କରନ୍ତୁ ବାସ ଏହି ଛୋଟ ଉପାୟ ସୂର୍ଯ୍ୟଦେବଙ୍କ କୃପାରୁ ଦୂର ହେବ ଧନର ଅଭାବ

ଦର୍ଶକବନ୍ଧୁ ରବିବାର ଦିନ ଏହି ଛୋଟ ଉପାୟ କରିବା ଦ୍ୱାରା ଘରେ ରହିବନି ଧନର କୌଣସି ଅଭାବ ସବୁ ଅଭାବ ସୂଯ୍ୟ ଦେବ ଙ୍କ କୃପାରୁ ହେବ ଦୂର ଓ ପ୍ରତ୍ୟେକ ଲୋକ ଚାହିଁଥାନ୍ତି ପ୍ରତ୍ୟେକ କାମରେ ସଫଳତା ପ୍ରାପ୍ତ କରିବା ପାଇଁ କିନ୍ତୁ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଅଧିକ ଟଙ୍କା ଉପାର୍ଜନ କରିବା ପାଇଁ ଚାହିଁଥାନ୍ତି କିନ୍ତୁ ପ୍ରତ୍ୟକ ବ୍ୟକ୍ତି ସଫଳ ହୋଇନଥାନ୍ତି |

ବନ୍ଧୁଗଣ କିଛି କିଛି ଲୋକ ଜୀବନରେ ସଫଳତା ହାସଲ କରିଛନ୍ତି ଆଉ ନିଜ ପରିବାରକୁ ଖୁସି ରେ ରଖିପାରିଛନ୍ତି କିନ୍ତୁ ଆପଣ ପ୍ରତ୍ୟେକ କାମରେ ସଫଳତା ପାଇବ ପାଇଁ ଚାହୁଁଛନ୍ତି ତାହେଲେ ଶାସ୍ତ୍ର ଅନୁସାରେ ରବିବାର ଦିନ କରନ୍ତୁ ଏହି ଛୋଟ ଉପାୟ ଯାହାକି ଆପଣଙ୍କ ଜୀବନରେ ସଫଳତା ଆଣିଦେବ ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ |

ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ରବିବାର ଦିନ ହୋଉଛି ସୂଯ୍ୟ ଦେବଙ୍କର ଦିନ ରବିବାର ଦିନ ଅନେକ ଲୋକ ସୁଯ୍ୟ ଦେବବଙ୍କର ବ୍ରତ ରଖିଥାନ୍ତି ଯାହାଫଳରେ ଚାକିରୀ କ୍ଷେତ୍ରରେ ଜାଗା ଆଉ ପଦଉନ୍ନତି ମିଳିଥାଏ ତେବେ ବନ୍ଧୁଗଣ ଏପରି ଚର୍ମ ରୋଗ ମଧ୍ୟ ସୁଯ୍ୟ ଦେବଙ୍କ କୃପାରୁ ଭଲ ହୋଇଥାଏ |

ଦର୍ଶକବନ୍ଧୁ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଦେଖନଦେଉ ତାହାଲେ ରବିବାର ଦିନ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀର ନେଇ ମୁଣ୍ଡ ପାଖରେ ରଖିଦିଅନ୍ତୁ | ସୋମବାର ଦିନ ସକାଳୁ ଉଠି ସାନ୍ନ କରି ଏହି କ୍ଷୀର ଗ୍ଲାସ କୁ ବବୁଲ ଗଛ ପାଖରେ ଅର୍ପଣ କରନ୍ତୁ |

ବନ୍ଧୁଗଣ ଏହି ଉପାୟ ସାତ କିମ୍ବା ଏଗାର ଥର ରବିବାର ଦିନ କରନ୍ତୁ | ଯଦି ଆପଣ ରବିବାର ଦିନ କଳା ରଙ୍ଗର ବସ୍ତୁ ଦାନ କରନ୍ତି ଅତ୍ୟନ୍ତ ଶୁଭ ଅଟେ | ଆପଣ ରବିବାର ଦିନ କଳା ରଙ୍ଗର କୁକୁର ଏବଂ ଗାଈ କୁ ରୁଟି ଖାଇବାକୁ ଦିଅନ୍ତି ତାହେଲେ ଆପଣଙ୍କ ଭାଗ୍ୟରେ ଅନେକ ସୁଧାର ଦେଖାଯିବ |

ଦର୍ଶକବନ୍ଧୁ ରବିବାର ଦିନ ସନ୍ଧ୍ୟା ବେଳେ ଏକ ଆଶ୍ୱସ୍ତ ଗଛ ମୂଳେ ଏକ ଦୀପ ଲଗାନ୍ତୁ ଏହାଦ୍ୱାରା ଜୀବନରେ ଲାଗିରହିଥିବା ଧନ ସମସ୍ୟା ଦୂର ହେଇଯିବ | ଆପଣଙ୍କ ବ୍ୟବସାୟ ରେ ବିଶେଷ ଲାଭ ପ୍ରାପ୍ତି ହେଵ | ରବିବାର ଦିନ ଏକ କସ୍ତୁରୀକୁ ହଳଦିଆ କପଡ଼ାରେ ବାନ୍ଧି ଆଲମାରୀ କିମ୍ବା ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ |

ବନ୍ଧୁଗଣ ଏହା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦୂର ହେଇଯିବ ଆପଣ ରବିବାର ଦିନ ଏକ ବାସନରେ ଜଳ ନେଇ କୁମକୁମ ପକାଇ ବରଗଛ ମୂଳେ ଅର୍ପଣ କରନ୍ତୁ ଏପରି ରବିବାର ସକାଳେ ହିଁ କରିବେ ଏପରି ଯଦି କରିବେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ ଆପଣ ଏହିସବୁ ଉପାୟ କରନ୍ତୁ କରିବା ଦ୍ୱାରା ସୁଯ୍ୟ ଦେବଙ୍କ କୃପାରୁ ଆପଣଙ୍କ ଘରେ ଧନର ବର୍ଷା ହେବ |ତେବେ ଦର୍ଶକବନ୍ଧୁ ଆପଣଙ୍କ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.