ଦର୍ଶକବନ୍ଧୁ ରବିବାର କୁ ଛୁଟିର ବାର ବୋଲି କହିଥାଉ ଏହି ବାରରେ ଆରମ୍ଭ କରିବାକୁ ଲାଗିଥାଉ ଏମିତି କାର୍ଯ୍ୟ କରିଥାଉ ଯାହା ଶାସ୍ତ୍ର ଅନୁସାରେ ଅନୁଚିତ ଅଟେ ଆପଣାକୁ ଏହା ଜଣାଇ ଦେଉଛି ଯେ ରବିବାର ଦିନ କେବଳ ଛୁଟି ଆଉ ନିଦ୍ରାର ନୁହେଁ କିନ୍ତୁ ସୂର୍ଯ୍ୟ ଦେବଙ୍କ ବାର ମନାଯାଇଥାଏ ଛୁଟି ହେବା କାରଣରୁ ଏହି ଦିନ ଏମିତି କାର୍ଯ୍ୟ କରିଥାଉ ଯାହାକୁ ଶାସ୍ତ୍ର ରେ ମନା କରାଯାଇଅଛ | ଯେବେ ଆମ କୁଣ୍ଡଳୀରେ ସୂର୍ଯ୍ୟ ଦେବ ନିଜର ନିଶା ବଦଳେଇଥାଏ ତେବେ ଆପଣ ସମସ୍ୟାରେ ପଡିଯାଇଥାନ୍ତି ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦେବଙ୍କ ଦଶା ଠିକୀ ନାହିଁ ଆପଣଙ୍କୁ ରବିବାର ଦିନ ଏମିତି କାର୍ଯ୍ୟ କରିବା ଅନୁଚିତ ଅଟେ |
ରବିବାର ଦିନ ଭୁଲୁରେବି ଓସ୍ତ ଗଛରେ ଜଳ ଛାଡ଼ନ୍ତୁ ନାହିଁ ଏମିତି ମାନାଯାଇଛି ଏହି ଦିନ ଓସ୍ତ ଗଛରେ ଜଳ ଚଢାଇବା ଡର ଅନିଷ୍ଟ ହୋଇଥାଏ ଯଦି ଆପଣ ଚାହାନ୍ତି ଓସ୍ତ ଗଛ ମୂଳେ ଘିଅର ଜଳ ଅବଶ୍ୟ ଚଢାଇ ପାରିବେ କିମ୍ବା ଧୂପ ଦୀପ ଦେଇପାରିବେ ଆପଣ ଜଳ ଚଢାନ୍ତୁ ନାହିଁ | ଆମେ ସମସ୍ତେ ଜାଣି ଛନ୍ତିକି ରବିବାର ଦିନ ଆରାମ କରିବା ଭାବି କରି ପ୍ରତେକ ବ୍ୟକ୍ତି ଡେରି ପର୍ଯ୍ୟନ୍ତ ଶୋଇ ଥାନ୍ତି ଯଦି ଆପଣଙ୍କୁ ସୂର୍ଯ୍ୟକୁ ଶକ୍ତି ସାଳି ବନେଇ ବାର ଅଛି | ତାହାଲେ ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ଥାନ ଆଦି ସୂର୍ଯ୍ୟ ଦେବଙ୍କୁ ତମ୍ବାର ପାତ୍ରରେ ଜଳ ଅର୍ପଣ କରନ୍ତୁ |
ରବିବାର ଦିନ ନିଜର ବାଳ ବିଲୁକୁଲ କାଟନ୍ତୁ ନାହିଁ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ ସୂର୍ଯ୍ୟ ଦେବଙ୍କୁ ଆପଣଙ୍କ ରାଶିରେ ଶକ୍ତି ସାଳି କରିବା ପାଇଁ ସୂର୍ଯ୍ୟ ଦେବଙ୍କୁ ରାଶି ତେଲ ଅର୍ପଣ କରନ୍ତୁ | ଯଦି ଆପଣ ରବିବାର ଦିନ ଏହି ଉପାୟ କରୁଛନ୍ତି ଆପଣଙ୍କ ଭବିଷ୍ୟତରେ ଆସିବାକୁ ଥିବା କେତେକ ସଙ୍କଟରୁ ମୁକ୍ତି ପାଇପାରିବେ |
ରବିବାର ଦିନ ମସୁର ଡାଲି ଆମର ହିନ୍ଦୁ ଧର୍ମରେ ଆପଣ ଦେଖିଥିବେ କୌଣସି ସାଧୁ ସନ୍ତ ମାନଙ୍କୁ ମସୁର ଡାଲିର କୌଣସି ଦାନ କରାଯାଇ ନଥାଏ ମସୁର ଡାଲିକୁ ଶାସ୍ତ୍ରରେ ରବିବାର ଦିନ ଖାଇବାକୁ ମନା କରାଯାଇଥାଏ | ରବିବାର ଦିନ ସୂର୍ଯ୍ୟ ଦେବ ଉପାସ ରହିଥାନ୍ତି ଏଥିପାଇଁ ସୂର୍ଯ୍ୟ ଦେବଙ୍କ ପୂଜା କରୁଥିବା ଲୋକ ମାନଙ୍କୁ ମସୁର ଡାଲି ନଖାଇବା ଉଚିତି |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …