Breaking News

ରବିବାର ଦିନ ଏହି ସବୁ Kama କରୁଥିଲେ ହୋଇ ଯାଆନ୍ତୁ ସାବଧାନ, ଏବଂ ରବିବାର ଦିନ ଏହି ଜିନିଷ ଖାଇଲେ ଦରିଦ୍ରତା ଆସିଥାଏ…. ଦେଖନ୍ତୁ କଣ ସେହି ଉପାୟ ଗୁଡିକ !

ଦର୍ଶକବନ୍ଧୁ ହିନ୍ଦୁ ଧର୍ମର ସପ୍ତାହ ପ୍ରତେକ ଦିନ ଅଲଗା ଅଲଗା ଦେବତାଙ୍କ ପାଇଁ ସମର୍ପିତ ଅଟେ ପ୍ରତେକ ଦିନ ଏକ ଗ୍ରହ ସ୍ୱାମୀ ରହିଥାଏ ଏହି ସବୁ ଗ୍ରହର ସର୍ବଚ ସ୍ଥାନ ସୂର୍ଯ୍ୟ ଦେବଙ୍କ ପ୍ରାପ୍ତ ଅଟେ ବ୍ରମହାଣ୍ଡର ସମସ୍ତ ଗ୍ରହ ସୂର୍ଯ୍ୟ ଦେବଙ୍କ ଠାରୁ ଉର୍ଜା ପ୍ରାପ୍ତ କରିଥାନ୍ତି ଶ୍ରୀକୃଷ୍ନ କରିଛନ୍ତି ଗ୍ରହମାନଙ୍କରେ ସୂର୍ଯ୍ୟ ଦେବ ହିଁ ସର୍ବ ସ୍ରେଷ୍ଟ ଅଟନ୍ତି ସୂର୍ଯ୍ୟ ଏମିତି ଏକ ଦେବତା ଯାହାର ମନୁଷ୍ୟ ସାକ୍ଷାତ ଦର୍ଶନ କରିଥାଏ ସୂର୍ଯ୍ୟଙ୍କ କାରଣରୁ ସୃଷ୍ଟିରେ ଜୀବନ ରହିଛି ସୂର୍ଯ୍ୟ ହିଁ ସମସ୍ତ ପ୍ରଣୀକୁ ଅର୍ଣ୍ଣ ଏବଂ ଜଳ ପ୍ରଦାନ କରିଥାନ୍ତି |

ଏଥିପାଇଁ ମନୁଷ୍ୟ ସୂର୍ଯ୍ୟ ଦେବଙ୍କ ଉପାସନ ଅବଶ୍ୟ କରିବା ଉଚିତି ସୂର୍ଯ୍ୟ ଦେବଙ୍କ ଉପାସନା କରୁଥିବା ବ୍ୟକ୍ତି ସର୍ବଦା ଉର୍ନତି ପ୍ରାପ୍ତ କରିଥାଏ | ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ସମରପିତ ଅଟେ ଏଥି ପାଇଁ ସୂର୍ଯ୍ୟ ଦେବଙ୍କ ଉପାସନା ପାଇଁ ରବିବାର ଦିନ ସର୍ବତମ ଫଳ ପ୍ରଦାନ କରିବା ଗୁଣ ଅଟେ ଯାହାକି ମନୁଷ୍ୟର ଧନ ବା ଅଶୌର୍ଯ୍ୟ ପ୍ରାପ୍ତର କାମନା କରିଥାଏ ଏବଂ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଉପାସନା କରି ଘିଅ ଦେବା ଉଚିତି |

ଯେଉଁ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ଙ୍କ କୃପା ରହିଥାଏ ତାହାକୁ କେବେବି ନିରାଶ ହୋଇନଥାଏ ତାହାର ଜୀବନ ସୁଖ ଶାନ୍ତି ସମୃତରେ ପରିପୂର୍ଣ ହୋଇଥାଏ ଶାସ୍ତ୍ର ରେ ରବିବାର ଦିନ ସୂର୍ଯ୍ୟ ଦେବଙ୍କ ବିଧି ବିଧାନ ଅନୁସାରେ ମହତ୍ୱ ବିଷୟରେ କୁହାଯାଇଛି | ରବିବାର ଦିନ ମନୁଷ୍ୟ ସୂର୍ଯ୍ୟ ଦେବଙ୍କ କୃପା ପାଇବା ପାଇଁ କେଉଁ କାର୍ଯ୍ୟ କରିବା ଉଚିତି ଏବଂ କେଉଁ କାର୍ଯ୍ୟ କରିବା ଉଚିତି ନୁହେଁ ଏହାର ଵର୍ଣ୍ଣନା ପୁରାଣ ରେ କରାଯାଇଛି | ଏଥି ସହିତ ରବିବାର ଦିନ ଅସ୍ତ ବୃକ୍ଷର ପୂଜା ବିଷୟରେ କୁହାଯାଇଛି କିନ୍ତୁ ରବିବାର ଦିନ ଏମିତି କିଛି ଖାଦ୍ୟ ଵର୍ଜିତ କରାଯାଇଛି ରବିବାର ଦିନ ମନୁଷ୍ୟ ଏହି ଖାଦ୍ୟର ସେବନ କରିବା କେବେବି ଉଚିତି ନୁହେଁ |

ଏହା ପଛରେ ଶାସ୍ତ୍ରୀୟ ଓ ବୈଜ୍ଞାନିକ କାରଣ ଲୁଚି ରହିଛି ଯାହା ଆପଣ ଜାଣିବା ଆବଶକ୍ୟ ଆସନ୍ତୁ ଜାଣିବା ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଉପାୟ କରିବା ଉଚିଛି ଆଉ ରବିବାର ଦିନ କେଉଁ ସବୁ ଖାଇବା ବଞ୍ଚିତ କରାଯାଇଛି | ଆପଣ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅବଶ୍ୟ ଦେବା ଉଚିତି ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାଏ ସେହି ବ୍ୟକ୍ତି ଦୀର୍ଘାୟୁ ପ୍ରାପ୍ତ କରିଥାଏ ଏବଂ ସୁଖ ଶମୄତି ପ୍ରାପ୍ତ କରିଥାଏ |

ଯଦି ଆପଣ ରବିବାର ରେ ଅର୍ଘ୍ୟ ଦେଇପାରୁନାହାନ୍ତି ତେବେ ଆପଣ ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦରକାର ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ପାଇଁ ତମ୍ବା ପାତ୍ର ସର୍ବ ଶେଷ୍ଠ ଅଟେ ସୂର୍ଯ୍ୟଙ୍କୁ ଖାଲି ଅର୍ଘ୍ୟ ଦେବେ ନାହିଁ ଆପଣ ପାଣିରେ ଅଳ୍ପ ନାଲି ଫୁଲ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ | ଯଦି ଜୀବନରେ ପ୍ରେମର କମି ରହିଛି ଅଥବା ବାରମ୍ବାର ଅପମାନ ହେଉଛି ଏମିତିରେ ବ୍ୟକ୍ତି ଜଳରେ ମିଶ୍ରି ପକାଇ ଅର୍ଘ୍ୟ ଦେବା ଉଚିତି |

ଶାସ୍ତ୍ର ଅନୁସାରେ ରବିବାର ଦିନ ଲୁଣ ଖାଇବା ଉଚିତି ନୁହେଁ ଯଦି ଆପଣ ରବିବାର ଦିନ ଚାଉଳରେ ଗୁଡ଼ କିମ୍ବା କ୍ଷୀର ମିଶାଇ ତାହାର ସେବନ କରିବେ ଆପଣଙ୍କୁ ସୂର୍ଯ୍ୟ ଦେବଙ୍କ କୃପା ପ୍ରାପ୍ତ ହୋଇଥାଏ | ରବିବାର ଦିନ ମସୁର ଦଳି ଖାଇବା ଉଚିତି ନୁହେଁ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମସୁର ଡାଲି ନକାରାତ୍ମକ ବେଞ୍ଜନ ରେ ଆସିଥାଏ | ରବିବାର ଦିନ ଏହାର ସେବନ କରିଲେ ବ୍ୟକ୍ତିର ଜୀବନରେ ଦୃଭାଗ୍ୟ ଆସିଥାଏ ରବିବାର ଦିନ ଶାଗ ଖାଇବା ଉଚିତି ନୁହେଁ |

About odisha news

Check Also

ଅକ୍ଟୋବର ମାସ ଆରମ୍ଭରୁ ଏହି 5ଟି ରାଶି ଉପରେ ରହୁଛି Maa ଦୁର୍ଗା ଙ୍କ କୃପା, ଆଜି ରାତିଠାରୁ ଏମାନଙ୍କ ଭାଗ୍ୟ ପୁରା ଖୋଲିବାକୁ ଯାଉଛି…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆସନ୍ତୁ ଜାଣିବା ଯାହା ଉପରେ ମାତା ଲକ୍ଷ୍ମୀଙ୍କର …

Leave a Reply

Your email address will not be published.