ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ଜାଣିଛନ୍ତି କି ରାବଣ ମୃତୁ ପୂର୍ବରୁ ଏପରି ୩ ଟି ମହିଳା ଙ୍କ ବିଷୟ ରେ କଥା କହିଯାଇଛନ୍ତି ଯାହାକି ସତ୍ୟ ଅଟେ | କିନ୍ତୁ ଏ କଥା କୁ ଶାସ୍ତ୍ର ଧାର୍ମିକ ଅନୁସାରେ ମଧ୍ୟ ଭୁଲ ବୋଲି କହିଲେ ଅତୁପ୍ତ ହେବନାହିଁ ଧାର୍ମିକ ଶାସ୍ତ୍ର ଅନୁସାରେ ରାବଣ ଏକ ଏମିତି ବ୍ୟକ୍ତି ଥିଲେ ଯିଏ ସୀତା ମାତା ଙ୍କ ହରଣ କରି ଖାଲି ଭୁଲ କରିନଥିଲେ ସିଏ ରାମ ଙ୍କ ସହ ଶତ୍ରୁତା ମଧ୍ୟ କରିଥିଲେ ପୁର ଦୁନିଆ ରେ ରାବଣ କୁ ଗୋଟିଏ ଖରାପ ଲୋକ ବୋଲି କହିଥାନ୍ତି |
ଗୋଟିଏ ଖରାପ ଲୋକ ଭାବି ମାନେ ମଧ୍ୟ ପକାଇଥାନ୍ତି | କିନ୍ତୁ କଣ ଆପଣ ଜାଣିଛନ୍ତି କି ଭଗବାନ ରାମ ଙ୍କ ଠାରୁ ବି ରାବଣ ଜ୍ଞାନି ଥିଲେ ରାବଣ ସୀତା ମାତାଙ୍କୁ ହରଣ କରି ନିଜର ମୃତୁ ରଚିଥିଲ | ରାବଣ ର ସହନ ଶକ୍ତି କାରଣ ରୁ ସୀତା ମାତା ଙ୍କ ମର୍ଯ୍ୟାଦା ମଧ୍ୟ ବଞ୍ଚିଥିଲା ଯେତେବେଳେ ରାବଣ ମାତା ସୀତା ଙ୍କ ହରଣ କରିଥିଲେ ରାବଣ କେବେବି ସୀତା ମାତାଙ୍କ ସହ ଖରାପ ବ୍ୟବହାର କରିନଥିଲେ |
ଏଠୀ ଆପଣ ମାନଙ୍କୁ ଗୋଟିଏ କଥା କହିବାକୁ ଯାଉଛୁ | ମଣିଷ ର ଗୋଟିଏ ଭୁଲ ତାର ଜୀବନ କୁ ନଷ୍ଟ କରିଦେଇଥାଏ | ରାବଣ ର ଛୋଟ ଭୁଲ ପାଇଁ ତାକୁ ଯେମିତି ମୃତୁ ବରଣ କରିବାକୁ ପଡ଼ିଲା | ରାବଣ ମୃତୁ ପୂର୍ବରୁ ମହିଳା ଙ୍କ ବିଷୟ ରେ କିଛି କଥା କହିଛି ଯାହା ଆଜି ମଧ୍ୟ ସତ୍ୟ ପ୍ରମାଣିତ ଅଟେ ରାବଣ କହିଥିଲେ ସ୍ତ୍ରୀ ମାନେ ସବୁବେଳେ ପାର ର ଖରାପ କରିଥାନ୍ତି ଏମାନଙ୍କୁ କେହି କେବେ ଯଦି କିଛି ଗୋପନୀୟ କଥା କହିଥାଏ ଏମାନେ କେବେବି ନିଜପାଖରେ ରଖିପାରନ୍ତି ନାହିଁ |
କଥା କୁ ପ୍ରଘଟ କରିଦେଇଥାନ୍ତି | ସେଥିଲାଗି ସ୍ତ୍ରୀ କୁ ଗୋପନୀୟ କଥା କହିବା ଉଚିତ୍ ନୁହେଁ | ଏହା ସହ ରାବଣ ଏହା ମଧ୍ୟ କହିଛନ୍ତି ଜେ ଏମିତି ଆପଣ କରିବେ ସ୍ତ୍ରୀ ଆପଣଙ୍କ ବିନାଶ ର କାରଣ ମଧ୍ୟ ହେବ | ରାବଣ ଏହା ମଧ୍ୟ କହିଛନ୍ତି ସ୍ତ୍ରୀ ମାନେ ବୋହୁତ ସ୍ୱାର୍ଥ ହୋଇଥାନ୍ତି ଏମାନେ ତାଙ୍କ ସ୍ୱାର୍ଥ ପୂରଣ ପାଣି ସବୁ ଲିମିଟ କ୍ରସ କରନ୍ତି | ଯଦି କାହାକୁ ଧୋକା ଦେବାକୁ ପଡ଼ିବ ସେ କେବେବି ପଛ ଘୁଞ୍ଚା ଦେବେ ନାହିଁ |
ରାବଣ ଏହାବି କହିଛନ୍ତି କି ମହିଳା ମାନେ କେବେବି କଥାରୁ ପାଲଟି ଯାନ୍ତି | ସେ କେବେ ସତକଥା କୁହନ୍ତି ନାହିଁ ସାଥୀ ପାଇଁ ସ୍ତ୍ରୀ ମାନଙ୍କ ଉପରେ ବିଚାର କରି ଭରସା କରିବା ଉଚିତ୍ଆ | ଆପଣ ଆପଣଙ୍କ ଦିନଦିନ ଜିବନ ରେ ବିଚାର କରିପାରିବେ ରାବଣ ଙ୍କ ଦ୍ଵାରା କୁହାଯାଇଥିବା କଥା କେତେ ସତ୍ୟ ଅଟେ |