Breaking News

Rabana ସ୍ତ୍ରୀ ଲୋକଙ୍କ ବିଷୟରେ କହିଥିଲେ 4ଟି କଥା ଯାହା ଖରାପ କିନ୍ତୁ ସତ୍ୟ କଥା, ଛୋଟ ଛୁଆ ଦେଖନ୍ତୁ ନାହିଁ !

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟେ ରାବଣ ଲଙ୍କାର ରାଜା ଥିଲେ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ରାବଣ ଜଣେ ମହାପଣ୍ଡିତ ଅଟେ ତାଙ୍କୁ ଏତେ ଜ୍ଞାନୀ ଥିଲା କି ଆରମ୍ଭରୁ ହିଁ ଜାଣି ନେଉଥିଲା ଆଗକୁ କଣ ହେବାକୁ ଯାଇଛି ତେବେ ଦର୍ଶକ ବନ୍ଧୁ ଲଙ୍କାର ଅଧିପତି ରାବଣ ମହିଳାମାନଙ୍କ ବିଷୟରେ କିଛି ଏମିତି ସତ୍ୟ କଥା କହିଛନ୍ତି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ବନ୍ଧୁଗଣ ରାବଣ କଣ କହିଥିଲେ ମହିଳାମାନଙ୍କ ବିଷୟରେ ଆସନ୍ତୁ ଜାଣିବା ରାବଣ ମହିଳାମାନଙ୍କ ବିଷୟରେ କହିଥିଲେ କି ସ୍ତ୍ରୀ ଲୋକମାନେ ବୋହୁତ ସ୍ୱାର୍ଥପର ହୋଇଥାନ୍ତି ସେମାନେ ନିଜର ସ୍ବାର୍ଥ ପୂରଣ କରିବା ପାଇଁ କିଛିବି କରିଦେଇ ପାରନ୍ତି ଏବଂ ନାରୀମାନେ ବୋହୁତ ଲୋଭ କରିଥାନ୍ତି ଏବଂ ସେ ନିଜ ଲୋଭର ଜିନିଷ ପାଇବ ପାଇଁ ଆପଣଙ୍କୁ ମଧ୍ୟ ନିଜର ଶିକାର ବନେଇ ପାରନ୍ତି |

ବନ୍ଧୁଗଣ ସ୍ତ୍ରୀ ଲୋକମାନେ ଯେତେବେଳେ ରାଗି ଯାଆନ୍ତି ସେତେବେଳେ ସେ କାହାକୁ ବି ଛାଡନ୍ତି ନାହିଁ ତେଣିକି ସେ ତାର ସ୍ବାମୀ ହେଇଥାଉ ନା କାହିଁକି। ଦର୍ଶକ ବନ୍ଧୁ ରାବଣ କହିଥିଲେ ସ୍ତ୍ରୀ ଲୋକମାନେ କେବେ ସତ୍ୟ କୁହନ୍ତି ନାହିଁ ସେଥିପାଇଁ ସ୍ତ୍ରୀ ଲୋକମାନଙ୍କ ଉପରେ ବିଶ୍ୱାସ କରିବା ପୂର୍ବରୁ 100 ଥର ଭାବନ୍ତୁ ଏବଂ ସେମାନେ ଝ-ଗଡ଼ା ଲଗେଇଲା ଭଳି କାମ ମଧ୍ୟ କରିଥାନ୍ତି ଯାହା ଫଳରେ ମହିଳାମାନଙ୍କ ପାଇଁ ଏହା ମନୋରଞ୍ଜରର କାର୍ଯ୍ୟ ହୋଇଯାଏ |

ବନ୍ଧୁଗଣ ଏମାନଙ୍କର ଠିକ୍ ବିପରୀତ ହୋଇଥାନ୍ତି ଯେଉଁ ଲୋକମାନେ ପର ଲୋକଙ୍କର ଟିକେ କଥାକୁ ଶୁଣି କାନ୍ଦି ପକାଇଥାନ୍ତି କିନ୍ତୁ ଏମାନଙ୍କ ଭିତରେ ବୋହୁତ ଅଧିକ ସହନଶୀଳତା ଶକ୍ତି ରହିଥାଏ ଏବଂ ଏମାନେ ବୋହୁତ କମ୍ ରାଗାନ୍ତି। ଦର୍ଶକ ବନ୍ଧୁ ରାବଣ ଏହା ମଧ୍ୟ କହିଥିଲେ ନାରୀମାନେ ନିଜ ପାଖରେ ପେଟରେ କୌଣସି କଥା ଲୁଚାଇକି ରଖି ପାରିବେ ନାହିଁ ସେ ତାଙ୍କର ଯେତେ ନିଜର ଲୋକ ହୋଇଥାନ୍ତୁ ନା କାହିଁକି ସେ କେବେ ନା କେବେ ଆପଣଙ୍କ ରହସ୍ୟ ଅନ୍ୟ କାହା ଆଗରେ ପ୍ରକାଶ କରିଦେବେ |

ବନ୍ଧୁଗଣ ରାବଣ କହିଥିଲେ ସ୍ତ୍ରୀ ଲୋକମାନେ କାହାର କଥାରେ ସହଜରେ ଆସିଯାଇଥାନ୍ତି ଏବଂ ପରର କଥାରେ ଭାଇଯାଇ ସେ ନିଜ ଘରର ସର୍ବନା-ଶ କରିଦେଇଥାନ୍ତି କିନ୍ତୁ ଦର୍ଶକ କିଛି ମହିଳାମାନେ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଖୁବ୍ ଭଲ ଏବଂ ସ୍ଵାମୀ ପରାୟଣ ହୋଇଥାନ୍ତି ଏବଂ ନିଜ ପରିବାରର ଖୁସିରେ ଖୁସୀ ହୋଇଥାନ୍ତି ଏବଂ ଦୁଃଖରେ ଦୁଃଖୀ ହୋଇଥାନ୍ତି |

About odisha news

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.