ଆଜି ଆମେ ଆପଣଙ୍କୁ ଜଣାଇଦେବୁ ଯେ ରାବଣମୃ ତ୍ୟୁପୂର୍ବରୁ ଦେଇଥିଲେ କିଛି ଏପରି ତଥ୍ୟ ଯାହାକୁ ଶୁଣିଲେ ଆପଣମାନେ ବି କହିବେ ଯେ ରାବଣ ପ୍ରକୃତରେ ମହାନ ଜ୍ଞାନୀ ଏବଂ ପଣ୍ଡିତ ଥିଲା | ସେ ମଧ୍ୟ ଜ୍ଞାନ ଦେଇଥିଲେ ଯେ କେଉଁ ସ୍ତ୍ରୀ ଲୋକ ମାନଙ୍କ ଠାରୁ ଆମର ସବୁବେଳେ ଦୂରେଇ ରହିବା ଦରକାର |
ଯେପରିକି ଆପଣମାନେ ଜାଣିଥିବେ ଯେ ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଥିଲା | ସେ ଲଙ୍କା ର ରାଜା ଥିଲା ଆହୁରିମଧ୍ୟ ତାର ଅନ୍ୟ ନାମ ଥିଲା ଦଶାନନ ଆହୁରି ବି ସେ ମଧ୍ୟ ବହୁତ ଜ୍ଞାନୀ ଏବଂ ପଣ୍ଡିତ ଥିଲା |ସେ ତାର ଜ୍ଞାନ ବଳରେ ବହୁତ ଦୂରଦର୍ଶୀ ମଧ୍ୟ ଥିଲା | ସେ କୌଣସି ଘଟଣା ଟି ଘଟିବା ପୂର୍ବ ରୁ ଜାଣିଦେଉଥିଲା | ସେ ତାର ଦୂର ଦର୍ଶିତା ଯୋଗୁଁ ଆମ ସମାଜ ର ସ୍ତ୍ରୀ ଲୋକ ମାନଙ୍କ ବିଷୟ ରେ କିଛି ଏପରି କଥା କହିଥିଲା ଯାହା ଜାଣିଲେ ଆପଣଙ୍କୁମଧ୍ୟ କହିବେ ଏହା ସତ ଲାଗିବ |
ସେ ମାତା ସୀତା ଙ୍କ ଅପହରଣ ମଧ୍ୟ ଏକ ସୀମା ମଧ୍ୟରେ ରହି କରିଥିଲା , ସେ ତାଙ୍କରଅପ ହରଣକରିଥିଲା ସତ କିନ୍ତୁ ସେ ତାର ଛାଇ ମଧ୍ୟ ମାତା ଙ୍କ ଉପରେ ପଡିବାକୁ ଦେଇନଥିଲା | କିନ୍ତୁ ସବୁ ପରେ ମଧ୍ୟ ସେ ତାର ଗର୍ବ ଏବଂ ଅହଂକାର ଯୋଗୁଁ ନିଜେ ନିଜରସ ର୍ବନାଶ କରିଦେଇଥିଲା |
ସେ ପ୍ରଥମ ତଥ୍ୟ ଦେଇଥିଲା ଯେ ସ୍ତ୍ରୀ ଲୋକ ମାନେ ଟିକେ ସ୍ଵାର୍ଥୀ ସ୍ଵଭାବ ର ହୋଇଥାନ୍ତି | ସେ ତାଙ୍କ ସ୍ଵାର୍ଥ ପାଇଁ କିଛି ବି ଚାହିଁଲେ କରିପାରିବେ | ଦରକାର ପଡିଲେ ବହୁତ ତଳକୁ ମଧ୍ୟ ଖସି ଯାଇ ଧୋକା ମଧ୍ୟ ଦେଇପାରନ୍ତି |
ସେ ଆହୁରି ମଧ୍ୟ ଏକ ଗୁରୁତ୍ଵପୂର୍ଣ ତଥ୍ୟ ଦେଇଥିଲେ ଯେ ସ୍ତ୍ରୀ ଲୋକ ମାନେ ବହୁତ ଶୀଘ୍ର କାହାର ନ କାହାର କଥା ରେ ଆସିଯାଇଥାନ୍ତି | ଅର୍ଥାତ କେହିବି ତାଙ୍କୁ ନିଜ ପାଲରେ ଫସାଇବାକୁ ଚାହିଁଲେ ବହୁତ ସହଜରେ ଫସାଇଦେଇ ପାରିବେ ସେ ପୁଅ ହେଉ ଅବା ଝିଅ | ଯାହାଫଳରେ ସେ ମାନେ ନିଜରର କ୍ଷତି କରିବା ସହ ନିଜ ଘର ପରିବାର ର ମଧ୍ୟ କ୍ଷତି କରିଥାନ୍ତି |
ଆହୁରିମଧ୍ୟ ସେ ଏକ ତଥ୍ୟ ଦେଇଥିଲା କି ସ୍ତ୍ରୀ ଲୋକ ମାନେ କେବେ ହେଲେ ବହୁତ ସମୟ ପର୍ଯ୍ୟନ୍ତ କୌଣସି କଥା କୁ ନିଜ ପେଟରେ ଲୁଚାଇରଖି ପାରନ୍ତି ନାହିଁ | ସେଥିପାଇଁ କୌଣସି ବି ମହିଳା ଙ୍କ ଉପରେ ବହୁତ ଭାବିଚିନ୍ତି ବିଶ୍ଵାସ କରିବା ଦରକାର |
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ