Breaking News

ରାବଣ ସ୍ତ୍ରୀଲୋକ ଙ୍କ ବିଷୟରେ ୩ଟି କଥା କହିଛି ଯାହା ବହୁତ ଖରାପ ଅଟେ କିନ୍ତୁ ସତ୍ୟ ଅଟେ

ଆଜି ଆମେ ଆପଣଙ୍କୁ ଜଣାଇଦେବୁ ଯେ ରାବଣମୃ ତ୍ୟୁପୂର୍ବରୁ ଦେଇଥିଲେ କିଛି ଏପରି ତଥ୍ୟ ଯାହାକୁ ଶୁଣିଲେ ଆପଣମାନେ ବି କହିବେ ଯେ ରାବଣ ପ୍ରକୃତରେ ମହାନ ଜ୍ଞାନୀ ଏବଂ ପଣ୍ଡିତ ଥିଲା | ସେ ମଧ୍ୟ ଜ୍ଞାନ ଦେଇଥିଲେ ଯେ କେଉଁ ସ୍ତ୍ରୀ ଲୋକ ମାନଙ୍କ ଠାରୁ ଆମର ସବୁବେଳେ ଦୂରେଇ ରହିବା ଦରକାର |


ଯେପରିକି ଆପଣମାନେ ଜାଣିଥିବେ ଯେ ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଥିଲା | ସେ ଲଙ୍କା ର ରାଜା ଥିଲା ଆହୁରିମଧ୍ୟ ତାର ଅନ୍ୟ ନାମ ଥିଲା ଦଶାନନ ଆହୁରି ବି ସେ ମଧ୍ୟ ବହୁତ ଜ୍ଞାନୀ ଏବଂ ପଣ୍ଡିତ ଥିଲା |ସେ ତାର ଜ୍ଞାନ ବଳରେ ବହୁତ ଦୂରଦର୍ଶୀ ମଧ୍ୟ ଥିଲା | ସେ କୌଣସି ଘଟଣା ଟି ଘଟିବା ପୂର୍ବ ରୁ ଜାଣିଦେଉଥିଲା | ସେ ତାର ଦୂର ଦର୍ଶିତା ଯୋଗୁଁ ଆମ ସମାଜ ର ସ୍ତ୍ରୀ ଲୋକ ମାନଙ୍କ ବିଷୟ ରେ କିଛି ଏପରି କଥା କହିଥିଲା ଯାହା ଜାଣିଲେ ଆପଣଙ୍କୁମଧ୍ୟ କହିବେ ଏହା ସତ ଲାଗିବ |


ସେ ମାତା ସୀତା ଙ୍କ ଅପହରଣ ମଧ୍ୟ ଏକ ସୀମା ମଧ୍ୟରେ ରହି କରିଥିଲା , ସେ ତାଙ୍କରଅପ ହରଣକରିଥିଲା ସତ କିନ୍ତୁ ସେ ତାର ଛାଇ ମଧ୍ୟ ମାତା ଙ୍କ ଉପରେ ପଡିବାକୁ ଦେଇନଥିଲା | କିନ୍ତୁ ସବୁ ପରେ ମଧ୍ୟ ସେ ତାର ଗର୍ବ ଏବଂ ଅହଂକାର ଯୋଗୁଁ ନିଜେ ନିଜରସ ର୍ବନାଶ କରିଦେଇଥିଲା |
ସେ ପ୍ରଥମ ତଥ୍ୟ ଦେଇଥିଲା ଯେ ସ୍ତ୍ରୀ ଲୋକ ମାନେ ଟିକେ ସ୍ଵାର୍ଥୀ ସ୍ଵଭାବ ର ହୋଇଥାନ୍ତି | ସେ ତାଙ୍କ ସ୍ଵାର୍ଥ ପାଇଁ କିଛି ବି ଚାହିଁଲେ କରିପାରିବେ | ଦରକାର ପଡିଲେ ବହୁତ ତଳକୁ ମଧ୍ୟ ଖସି ଯାଇ ଧୋକା ମଧ୍ୟ ଦେଇପାରନ୍ତି |


ସେ ଆହୁରି ମଧ୍ୟ ଏକ ଗୁରୁତ୍ଵପୂର୍ଣ ତଥ୍ୟ ଦେଇଥିଲେ ଯେ ସ୍ତ୍ରୀ ଲୋକ ମାନେ ବହୁତ ଶୀଘ୍ର କାହାର ନ କାହାର କଥା ରେ ଆସିଯାଇଥାନ୍ତି | ଅର୍ଥାତ କେହିବି ତାଙ୍କୁ ନିଜ ପାଲରେ ଫସାଇବାକୁ ଚାହିଁଲେ ବହୁତ ସହଜରେ ଫସାଇଦେଇ ପାରିବେ ସେ ପୁଅ ହେଉ ଅବା ଝିଅ | ଯାହାଫଳରେ ସେ ମାନେ ନିଜରର କ୍ଷତି କରିବା ସହ ନିଜ ଘର ପରିବାର ର ମଧ୍ୟ କ୍ଷତି କରିଥାନ୍ତି |


ଆହୁରିମଧ୍ୟ ସେ ଏକ ତଥ୍ୟ ଦେଇଥିଲା କି ସ୍ତ୍ରୀ ଲୋକ ମାନେ କେବେ ହେଲେ ବହୁତ ସମୟ ପର୍ଯ୍ୟନ୍ତ କୌଣସି କଥା କୁ ନିଜ ପେଟରେ ଲୁଚାଇରଖି ପାରନ୍ତି ନାହିଁ | ସେଥିପାଇଁ କୌଣସି ବି ମହିଳା ଙ୍କ ଉପରେ ବହୁତ ଭାବିଚିନ୍ତି ବିଶ୍ଵାସ କରିବା ଦରକାର |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.