Breaking News

କଳାକାର ରବି ମିଶ୍ର ଙ୍କ ସମ୍ପତି ଓ ପରିବାର ବିଷୟରେ ଜାଣନ୍ତୁ

ବନ୍ଧୁଗଣ , ଓଲିଉଡ ର ପ୍ରସିଦ୍ଧ କଳାକାର ରବି ମିଶ୍ରଙ୍କର ହଟାତ ମୃତ୍ୟୁର ଖବର ଶୁଣିଲା ପରେ କେବଳ ଓଲିଉଡ ସିନେମା ଜଗତରେ ନୁହେଁ ସାରା ଓଡିଶା ବାସୀଙ୍କ ମନରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ରବି ମିଶ୍ରଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ବର୍ଗ ଅତ୍ୟନ୍ତ ଦୁଖରେ ଭାଙ୍ଗି ପଡିଛନ୍ତି । ସେ ତାଙ୍କ ଦେହତ୍ୟାଗ ପରେ କେତେ କୋଟି ଟଙ୍କାର ସମ୍ପତି ଛାଡି ଯାଇଛନ୍ତି | ତେବେ ଆସନ୍ତୁ ଏ ବିଷୟରେ ଜାଣିବା । ତେବେ ରବି ମିଶ୍ରଙ୍କର ସମ୍ପତି କେତେ? ତାଙ୍କର ପରିବାରର ସଦସ୍ୟ ବିଷୟରେ ଆସନ୍ତୁ ଜାଣିବା । ରବି ମିଶ୍ର ଓଡିଆ ଫିଲ୍ମ ଜଗତରେ ଜଣେ ଅତ୍ୟନ୍ତ ପ୍ରଭାବଶାଳି ଅଭିନେତା ଭାବରେ ପରିଚିତ ଥିଲେ। ତାଙ୍କ ଅଭିନୟକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି ।


ତେବେ ସେ ଜଣେ ବହୁ ଉଚ୍ଚକୋଠିର କଳାକାର ଥିଲେ । ସେ ଯେଉଁ ଅଭିନୟ କରୁଥିଲେ ସେଥିରେ ନିଜର ସମ୍ପୂର୍ଣ ଡେଡିକେସନ ଲଗାଇଦେଉଥିଲେ । ବନ୍ଧୁଗଣ ପ୍ରାୟ ସମସ୍ତଙ୍କୁ ରବି ମିଶ୍ରଙ୍କର ଅଭିନୟ ଭଲ ଲାଗେ । ରବି ମିଶ୍ରଙ୍କର ସିରିଏଲ ହେଉ କିମ୍ବା ଚଳଚିତ୍ର ସମସ୍ତଙ୍କ ମନକୁ ମୋହୀନେଇଥାଏ ।
ସେ ତାଙ୍କର ବହୁମୂଲ୍ୟ ଅଭିନୟର ବଳ ରେ ସେ ଦର୍ଶକ ମାନଙ୍କର ହୃଦୟରେ ଗୋଟେ ନୂତନ ଜାଗା ବନାଇଦେଇଥିଲେ ।

ରବି ମିଶ୍ର ଜାନୁଆରୀ ମାସର ୨୦ ତାରିଖ ୨୦୨୦ ମସିହାରେ ଆମକୁ ଛାଡି ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ବୟସ ହେଇଥିଲା ମାତ୍ର ୬୪ ବର୍ଷ । ରବି ମିଶ୍ର ନିଜ କାରିୟରରେ ଅନେକ ଗୁଡିଏ ଟିଭି ଧାରାବାହିକ ଏବଂ ଚଳଚିତ୍ରରେ କାମ କରି ସାରିଛନ୍ତି । ସେ ଉଭୟ ପଜେଟିଭ ଏବଂ ନେଗେଟିଭ ଭୂମିକରେ ଦେଖିବାକୁ ମିଳନ୍ତି ।


ଯେପରି ତାଙ୍କର ବହୁ ଚର୍ଚିତ ଫିଲ୍ମ ଭାଇ ହେଲା ଭଗାରି’,ସୌଭାଗ୍ୟବତୀ, ସକାଳ ତୀର୍ଥ,ମା ପରି କିଏ ହେବ,ରାକ୍ଷୀ ଭିଜିଗଲା ଆଖି ଲୁହରେ, ଏମିତି ଅନେକ ଗୁଡିଏ ଚଳଚିତ୍ରରେ ରବି ମିଶ୍ର ଅଭିନୟ କରିସାରିଛନ୍ତି । ସେ ଜଣେ ଏମିତି ବ୍ୟକ୍ତି ଥିଲେ, ଆପଣମାନେ ତାଙ୍କର ଅଭିନୟକୁ ଯେତିକି ପସନ୍ଦ କରନ୍ତି ତାଙ୍କ କଥା ବାର୍ତ୍ତା କୁ ଆହୁରି ଅଧିକ ପସନ୍ଦ କରନ୍ତି । ସେ ବହୁତ ପରୋପକାର ବ୍ୟକ୍ତି ଥିଲେ । କିନ୍ତୁ ବନ୍ଧୁଗଣ ସେହି ବ୍ୟକ୍ତି ଜଣକ ଆଜି ଆମ ଗହଣରେ ନାହାନ୍ତି ।
ରବି ମିଶ୍ରଙ୍କର ସମ୍ପତ୍ତିର ସମୁଦାୟ ମୂଲ୍ୟ ପ୍ରାୟେ ୫କୋଟି ଟଙ୍କା । ଏହା ବ୍ଯତୀତ ତାଙ୍କର ଗୋଟିଏ ବିଶାଳ ଘର ରହିଛି, ଏବଂ ୨ଟି କାର ରହିଛି । ବର୍ତମାନ ସମୟରେ ରବିମିଶ୍ର ଭୁବନେଶ୍ବରରେ ରହି ସେହିଠାରୁ ନିଜ ଅଭିନୟ କ୍ଷେତ୍ରକୁ ଯାଉଥିଲେ । ରବି ମିଶ୍ର ନିଜର ଅଭିନୟ ଏବଂ ପାରିବାରିକ ସମୟ ସହିତ ତାଳରେ ତାଳ ମିଶେଇ ଚାଲୁଥିଲେ । ତାଙ୍କ ପରିବାରର ସମସ୍ତ ଭରଣ ପୋଷଣ ସେ ନିଜେ କରୁଥିଲେ ।


ତାଙ୍କ ସ୍ତ୍ରୀ ରବି ମିଶ୍ରଙ୍କ ଉପରେ ବହୁତ ଖୁସି ଥିଲେ । କିନ୍ତୁ ବର୍ତ୍ତମାନ ରବି ମିଶ୍ର ଆଉ ଆମ ଗହଣରେ ଉପସ୍ଥିତ ନାହାନ୍ତି । ଏହି ଖବର ଶୁଣିଲା ପରେ ସାରା ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ରବି ମିଶ୍ରଙ୍କ ଅଭିନୟକୁ ବର୍ତମାନ ସମଗ୍ର ଓଡିଶାବାସୀ ମନେ ପକାଉଛନ୍ତି । ଅପର ପାର୍ଶ୍ଵରେ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ବହୁତ ମନପକାଉଛନ୍ତି । ଏହା ଥିଲା ରବି ମିଶ୍ରଙ୍କ ବିଷୟରେ କିଛି ବିଶେଷ କଥା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.