Breaking News

ପୁରୁଣା ମୁଦ୍ରା ଥିଲେ ମିଳିବ 5 ଲକ୍ଷ ଏହି ନୋଟ ଥିଲେ ଆପଣଙ୍କୁ ମିଳିବ 5 ଲକ୍ଷ !

ଯଦି ୧ ଟଙ୍କିଆ ମୁଦ୍ରା ଅଛି ଯାହାକୁ ଦୁଇ ଲକ୍ଷ୍ୟ ଟଙ୍କା ରେ ବିକ୍ରୀ କରିପାରିବେ ପାଞ୍ଚ ଟଙ୍କିଆ ମୁଦ୍ରା ଯଦି ମା ବୈଷ୍ଣବୀ ଦେବୀ ଙ୍କ ଫୋଟ ଥାଏ ତାହେଲେ ଘରେ ବସି ରାତା ରାତେ ମାଲା ମାଲେ ହୋଇପାରିବେ | ମୁଁ ଆପଣକୁ ୮ଟି ମୁଦ୍ରା ଦେଖାଇବାକୁ ଯାଉଛି ଯଦି ଏହିଭଳି ମୁଦ୍ରା ଆପଣଙ୍କ ପାଖରେ ଥାଏ ଯାହାକି ଆପଣ ମାନେ ବିକୀ ୮ରୁ୧୦ ହଜାର ପ୍ରଜନ୍ତ ବିକ୍ରୀ କରିପାରିବେ ସେହି ଭଳି ମୁଦ୍ରା କିଭଳି ବିକିବେ |

ଜଦି ଏହି ଭଳି 2 ଟଙ୍କିଆ ମୁଦ୍ରା ଥାଏ ଯାହାକି ୨୦୧୩ ମସିହାର ଯାହାକି ୩୦୦ ୦ ଟଙ୍କାରେ ବିକ୍ରି କରିପାରିବେ | ଯଦି ୧୯୯୯ ମସିହାର ୫ ଟଙ୍କିଆ ମୁଦ୍ରା ଥାଏ ଯାହାକୁ ୨୫୦୦ ଟଙ୍କାରେ ବିକ୍ରି କରିପାରିବେ | ଏଭଳି କିଛି ମୁଦ୍ରା ଦେଖିପାରୁଥିବେ ଇଣ୍ଡିଆନ ମୁଦ୍ରା ୧୯୪୫ ମସିହାର ଯଦି ଥାଏ ତାହନେ ୮୦୦୦ ଟଙ୍କାରେ ବିକ୍ରି କରିପାରିବେ |

ମୟୂର ମୁଦ୍ରା ଯେଉଁ ଥିରେ TWO ଲେଖା ହୋଇଥିବ ଯାହା ୧୯୫୦ ମସିହାର ତାହା ଆପଣ ୧୦,୦୦୦ ଟଙ୍କାରେ ବିକ୍ରି କରି ପାରିବେ | ଯଦି 1/4 ଲେଖା ହୋଇଥିବା ମୁଦ୍ରା ୧୯୫୦ ମସିହାର ହୋଇଥିଲେ ଯାହାକୁ ୬୦୦୦ ଟଙ୍କାରେ ବିକ୍ରି କରିପାରିବ | ୧ ଟଙ୍କିଆ ମୁଦ୍ରା ୧୯୬୨ ମସିହାର ୮୦୦୦ ଟଙ୍କାରେ ଅନଲାଇନ୍ ରେ ବିକ୍ରି କରିପାରିବେ |

ଯଦି ରାମ ସୀତା ଲକ୍ଷ୍ମଣ ଓ ତାସହିତ ହନୁମାନ ଅଛନ୍ତି ଯାହାକି ୧୨,୦୦୦ ଟଙ୍କାରେ ବିକ୍ରି କରିପାରିବେ | One Rupee ଇଣ୍ଡିଆନ ମୁଦ୍ରା ଥାଏ ଯାହାକି ୧୮୪୦ ମସିହାର ୩୫୦୦ ଟଙ୍କାରେ ଆପଣ ବିକ୍ରି କରିପାରିବେ |

ଆପଣ ମାନେ ଭାବୁଥିବେ ଏଇ ପଇସା କାହିଁକି ବିକ୍ରି କରାଯାଉଛି କାହିଁକି ନା ଏହାକୁ ନେଇ ମିଉଜମ୍ ରେ ସଜେଇ ରଖିବା ପାଇଁ କିମ୍ୱା କୋଉ ଐଇତିହାସିକ କାରଣରୁ ଏହି ମୁଦ୍ରା ମାର୍କେଟ ରେ ହଲୁଥିଲ କିମ୍ୱା ଲୋକ ମାନେ ବେବହାର କରୁଥିଲେ ସେଥି ପାଇଁ ସେମାନେ ପଇସା ଗୁଡ଼ିକ ନେଇ ସଜେଇ ମିଉଜ୍ୟମ୍ ରେ ନେଇ ସଜାଇ ପଇସା ରୋଜଗାର କରିବାକୁ |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.