Breaking News

ପୁତ୍ର ନଥିଲେ ମୃତ୍ୟୁ ପରେ କିଏ ଦେବ ପିଣ୍ଡ ଦାନ ?

ବନ୍ଧୁଗଣ ପିତୃପୁରୁଷ ପିଣ୍ଡ ନ ପାଇ ଜନ୍ମ ମରଣ ଚକ୍ରରେ ଘୁରନ୍ତି ବାଟୋଇ କୁ ଭୋକ ଓ ଶୋଷ ହେଲେ ସେ ବାଟରେ ଅଟକି ଯାଏ ଏବଂ ଖାଇ ପିଇ ଆଗକୁ ଚାଲେ ସେଇପରି ମୃତାତ୍ମା ମାନେ ପିଣ୍ଡ ପାଇ ଆଗକୁ ଆଗକୁ ଯାଆନ୍ତି ଅର୍ଥାତ ଜନ୍ମ ମରଣ ଚକ୍ରରେ ଘୁରନ୍ତି ପିଣ୍ଡ ନ ମିଳିଲେ ଗୋଟିଏ ସ୍ଥାନରେ ଅଟକି ଯାଆନ୍ତି ପିଣ୍ଡ ଜଳ ପାଇବା ଦ୍ୱାରା ସେମାନଙ୍କର ଉଦ୍ଧାର ହୋଇଯାଏ ନାହିଁ |

ତେବେ ପ୍ରକୃତ ପକ୍ଷରେ ପିତୃପୁରୁଷ ଙ୍କ ମୁକ୍ତି ହେବ ସନ୍ତାନଙ୍କର ଅଧୀନ ରେ ନାହିଁ ତାହା ହେଲେ ମୁକ୍ତି ମଧ୍ୟ ପରାଧୀନ ହୁଅନ୍ତା ମନୁଷ୍ୟ ଜୀବନରେ ସ୍ୱଦନ୍ତ୍ରତା ରୁହନ୍ତା ନାହିଁ ମୃତ୍ୟୁପରେ ପୁତ୍ର ଠାରୁ ପିଣ୍ଡ ପାଇବାର ଆସ କରିବା କଲ୍ୟାଣ କାରକ ନୁହେଁ ତେଣୁ ଯେଉଁ ବକଟି କଲ୍ୟାଣ ବା ଉଦ୍ଧାର ଚାହାନ୍ତି |

ସେ ବୋଦ୍ର ଶଣା ଲୋକେ ଶଣା ଓ ବ୍ରତ୍ୟ ଶଣା ଏହି ତିନି ବନ୍ଧନ ତ୍ୟାଗ କରିବେ ଏସବୁ ପ୍ରଭୁ ପ୍ରାପ୍ତି ରେ ବାଧକ | ଦର୍ଶକବନ୍ଧୁ ଯିଏ ସନ୍ତାନଙ୍କର ପିଣ୍ଡ ପାଇବାକୁ ଇଛାକରେ ସେ ପ୍ରକାରନ୍ତରେ ଜନ୍ମ ମରଣ ଇଛା କରେ କାରଣ ଜନ୍ମ ହେଲେ ହିଁ ତ ପିଣ୍ଡ ମିଳିବ ନହେଲେ କାହାକୁ ମିଳିବ |

ପୁତ୍ର ନଥିଲେ ଯେ ଉଦ୍ଧାର ହେବ ନାହିଁ ଏହି ବିଚାର ଭୁଲ ସନ୍ତାନ ଯୋଗୁ ଯଦି ଉଦ୍ଧାର ହୁଅନ୍ତା ତେବି ଘୁଷୁରୀ ଏକାର ଓ ସର୍ପଣୀ 108 ସନ୍ତାନ ଲାଭକରି ଉଦ୍ଧାର ପାଇ ଯାଆନ୍ତେ ବୋହୁ ସଂଖ୍ୟା ସନ୍ତାନ ଥିବା ଲୋକର ଅତି ଶୀଘ୍ର ଉଦ୍ଧାର ହୁଅନ୍ତା | କିନ୍ତୁ ଦର୍ଶକବନ୍ଧୁ ତାହତ ଦେଖା ଯାଉ ନାହିଁ ସନ୍ତାନ ଥାଆନ୍ତୁ ବା ନଥାନ୍ତୁ ମନୁଷ୍ୟ ଭଗବାନଙ୍କ ସହ ସର୍ବଦା ଶ୍ରଦ୍ଧା ଓ ଭକ୍ତି ରଖିବା ଉଚିତ |

ପୁତ୍ର ଲାଳସା ଦୂର କଲେ ମନୁଷ୍ୟ ରାମ ବା କୃଷ୍ଣ ବାଳକ ସ୍ୱରୂପ କୁ ପୁତ୍ର ବିଚାରି ଆଦର କରନ୍ତୁ ସ୍ୱୟଂ ପ୍ରଭୁ ପୁତ୍ର ରୂପରେ ତାହାର ଯେପରି ସେବା କରିବେ ଜନ୍ମିତ ପତ୍ର ମଧ୍ୟ ସେଭଳି ସେବା କରିବ ନାହିଁ | ପ୍ରଭୁ ପୁତ୍ର ହେଲେ ଲୋକ ପରଲୋକରେ ସବୁ କାର୍ଯ୍ୟ କରିଦେବେ ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି ଆମକୁ ନିଜର ମତାମତ ଦେବାକୁ ଭୁଲିବେନି |

About odisha news

Check Also

ଘରେ କରନ୍ତୁ ଏହି ସରଳ ଏବଂ ସହଜ ଉପଚାର ଭୟଙ୍କର ରୁ ଭୟଙ୍କର ଦାନ୍ତ ବିନ୍ଧା ପାଇରିଆ ପୋକଦାନ୍ତ ସମସ୍ୟା 2 ମିନିଟ ରେ Hoijiba ଭଲ…

ନମସ୍କାର ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ଆଂଠୁ ବିନ୍ଧା ବା ଟୁକ ଟାକ ଭଳି ସମସ୍ୟାରେ ପୀଡିତ ହୋଇଥାଏ …

Leave a Reply

Your email address will not be published.