Breaking News

ପୃଥିବୀରେ ପ୍ରଥମ ଥର ପାଇଁ ପାଞ୍ଚଟି ଗ୍ରହ ଗୋଟିଏ ରାତିରେ ଏକା ସାଙ୍ଗେ ଦୃଶ୍ୟମାନ ହେବେ

ପୃଥିବୀରେ ପ୍ରଥମ ଥର ପାଇଁ ପାଞ୍ଚଟି ଗ୍ରହ ଗୋଟିଏ ରାତିରେ ଏକା ସାଙ୍ଗେ ଦୃଶ୍ୟମାନ ହେବେ ।  ଆସନ୍ତା ୨୬ ତାରିଖ ବୁଧବାର ଦିନ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି |ଯାହା ବିଷୟ ରେ ଆପଣ ନିଶ୍ଚୟ ଜାଣି ଥିବେ |ଏହି ଚନ୍ଦ୍ର ଗ୍ରହଣ ଦିନ ମହାକାଶ ରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ |ଯାହା ପୃଥିବୀ ର ଇତିହାସ ରେ ପ୍ରଥମ ଥର |ଏହାର କାରଣ ବିଷୟ ରେ କେହି ବି ଜାଣି ପାରୁ ନାହାନ୍ତି |ତେବେ ଯଦି ଆପଣଙ୍କର ବିଶ୍ଵାସ ହେଉ ନାହିଁ ତେବେ ଆପଣ ଆକାଶ ରେ ଖାଲି ଆଖିରେ ଦେଖି ପାରିବେ |ଏବଂ ଏହି ଦୃଶ୍ୟ ଆସନ୍ତା ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ |

ଆପଣ ମାନେ ଏହାକୁ ଖାଲି ଆଖି ରେ ମଧ୍ୟ ଦେଖି ପାରିବେ |ଆପଣଙ୍କୁ ଗୋଟିଏ ରାତି ରେ ପାଞ୍ଚଟି ଗ୍ରହ ଏକା ସାଙ୍ଗେ ଦେଖିବାକୁ ମିଳି ପାରିବ |ଆମର ସୌର ମଣ୍ଡଲ ରେ ସୂର୍ଯ୍ୟ ଚାରି ପଟେ ପୃଥିବୀ ସହିତ ଆଠ ଟି ଗ୍ରହ ଘୁରି ବୁଲୁ ଛନ୍ତି |ସେଥି ମଧ୍ୟ ରୁ ଆମେ ପାଞ୍ଚ ଟି ଗ୍ରହ କୁ ସମୟେ ସମୟେ ଖାଲି ଆଖି ରେ ଦେଖି ଥାଉ |କିନ୍ତୁ ଗୋଟିଏ ରାତି ରେ ଏହା କେବେ ବି ଏକାଠି ଦେଖା ଯାଇ ନଥାଏ |ଏଥି ସହିତ ବୁଧ ଗ୍ରହ ଖାଲି ଆଖି ରେ ଦେଖା ଯିବା ଅତ୍ୟନ୍ତ ବିରଳ |କିନ୍ତୁ ଏହି ବୁଧ ଗ୍ରହ ପଡିଶା ଆକାଶ ରେ ଖୁବ ପ୍ରାଞ୍ଜଳ ଭାବେ ଦେଖା ଯାଏ |

କିନ୍ତୁ ଆମ ଗ୍ରହ ପାଇଁ ଏହା ବିରଳ ଅଟେ | ଏହି ଦିନ ଏକା ସାଙ୍ଗେ ଦୃଶ୍ୟ ମାନ ହେଉଛନ୍ତି ବୁଧ ,ଶୁକ୍ର ,ମଙ୍ଗଳ ,ବୃହସ୍ପତି ଏବଂ ଶନି ଗ୍ରହ |ସୂର୍ଯ୍ୟାସ୍ତ ର ଏକ ଘଣ୍ଟା ପରେ ଉତ୍ତର ପଶ୍ଚିମ ଆକାଶ ରେ ଆପଣ ଏହା ଦେଖିବାକୁ ମିଳିବ |ପ୍ରଥମେ ବୁଧ ଗ୍ରହ ଉଦୟ ହେବେ |ଏବଂ ଏହା ଅସ୍ତ ହେବା ପୂର୍ବରୁ ଶୁକ୍ର ଗ୍ରହ ଏବଂ ଉପରକୁ ମଙ୍ଗଳ ଗ୍ରହ କୁ ଦେଖି ପାରିବେ |ଏବଂ ରାତି ୧୨ ତା ସମୟ ରେ ଆପଣମାନେ ବୃହସ୍ପତି ଗ୍ରହ ଏବଂ ଶନି ଗ୍ରହ କୁ ଦେଖି ପାରିବେ | ଏବଂ ଏହି ଦୃଶ୍ୟ ଆସନ୍ତା ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ |ଆପଣ ମାନେ ଏହାକୁ ଖାଲି ଆଖି ରେ ମଧ୍ୟ ଦେଖି ପାରିବେ |ଏମିତି ସଂଯୋଗ ବହୁତ ବିରଳ ଅଟେ |ତେଣୁ ଏହାର ପ୍ରଭାବ ନିଶ୍ଚିତ ରୂପେ ଉଭା ହେବ |ଏହା ରାଶି ଚକ୍ର ଉପରେ ପ୍ରଭାବ ପଡିବ |କେତେକ ରାଶି ଉପକୃତ ହେବେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *