ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁନିଆରେ ଅନେକ ପ୍ରକାର ଅଜବ ଗୁଜବ ଖବର ପ୍ରତି ଦିନ ଆମକୁ ଶୁଣିବାକୁ ମିଳିଥାଏ ଏହି ଖବର ଶୁଣିବା ମାତ୍ରେ ଆମେ ମାନେ ଆଶ୍ଚର୍ଯ୍ୟ ହୋଇ ପଡୁ ଆମେ ମାନେ ଭାବୁ ଏହା କଣ ସମ୍ଭବ ତେବେ ଆସନ୍ତୁ ଜାଣିବ ସାରା ଦୁନିଆର ପ୍ରଥମ ପୁରୁଷ ଯିଏକି 3ଟି ଛୁଆ କୁ ଜନ୍ମ ଯେଇଛନ୍ତି ତେବେ ସେ କିଏ ଆଉ ସେ କେଉଁଟଝି ରୁହନ୍ତି |
ଦର୍ଶକବନ୍ଧୁ ଆପଣଙ୍କୁ କଥାଟା ଶୁଣି ଆପଣଙ୍କୁ ହସ ଲାଗୁଥିବ କିନ୍ତୁ ଏହା ସତ ତେବେ ଦର୍ଶକବନ୍ଧୁ ଏହି ବିଷୟ ଉପରେ କଣ ରହିଛି ସମ୍ପୂର୍ଣ ବିବରଣୀ ଆସନ୍ତୁ ଜାଣିବ ହୋମ୍ ସୁଇଟି ନାମକ ଯିଏ ଗୋଟିଏ ନୁହେଁ 3 ଓ 3 ଟି ପିଲା ଜନ୍ମ ଦେଛନ୍ତି 42 ବର୍ଷରେ ଛୁଆ କୁ ଜନ୍ମ ଦେଇଛନ୍ତି ବିଜ୍ଞନ ଅନୁସରେ ଏହା କୌଣସି ଅସମ୍ଭା ନୁହେଁ |
1980 ମସିହାରେ ଏହି ବେକ୍ତି ଯେତେ ବେଳେ ଜନ୍ମ ଗ୍ରହଣ କରିଥିଲେ ତେବେ ସେ ଜଣେ ମହିଳା ଥିଲେ ତେବେ ତାଙ୍କ ନାମ ଥିଲା ପ୍ରେଷି ଥିଲା ସେ ତାପରେ ଜେଣ୍ଡର ପରିବର୍ତନ କରି ପୁରୁଷ ହୋଯାଇଥିଲେ | କିନ୍ତୁ କିଛି ବର୍ଷ ପରେ ସେ ଗର୍ଭ ଫେରି ଆସିଲା ଡାକ୍ତର ଲୋକ ଯେତେବେଳେ ଜାଣିବାକୁ ପାଇଲେ ସେମାନେ ଭାବିଲେ |
ଦର୍ଶକବନ୍ଧୁ ଏହି ପୁରୁଷ ଜଣଙ୍କ ଗର୍ଭ ବତୀ ହୋଇଛନ୍ତି | ତାପରେ ସେହି ବେକ୍ତି ଜଣଙ୍କ ଛୁଆଙ୍କୁ ଜନ୍ମ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଥିଲା | ଏହା ଲୋକ ମାନେ ଏହାକୁ ଜାଣି ଖୁବୁ ଆଚଜ୍ୟା ହେଲେ | ତେବେ ଫ୍ରେଣ୍ଡସେ ମନକୁ କଣ ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ |
Check Also
ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…
ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …