ବନ୍ଧୁଗଣ ଆମ ଶରୀର ରେ ବହୁତ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆଉ ଏହି ପରିବର୍ତ୍ତନ ଦ୍ୱାରା ଆମ ଶରୀର ଉପରେ ବହୁତ ପ୍ରଭାବ ପଡିଥାଏ। ତେବେ ଆମ ଜୀବନରେ ବଦଳୁ ଥିବା ଅଭ୍ୟାସ ଯୋଗୁଁ ପୁରୁଷ ମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡୁଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବଦଳୁଥିବା ଜୀବନ ଶୈଳୀ ପାଇଁ ପୁରୁଷ ମାନଙ୍କ ପ୍ରଜନନ କ୍ଷମତା ବହୁତ ଦୁର୍ବଳ ହେବାରେ ଲାଗୁଛି ଯାହା ଏକ ଗମ୍ଭୀର ଚିନ୍ତିତ ବିଷୟ ଅଟେ । ତେବେ ଏହି ଭୁଲ ଗୁଡିକ ଯୋଗୁଁ ପୁରୁଷମାନଙ୍କ ଶୁ-କ୍ରା-ଣୁର ଗୁଣ ବହୁତ ତୀବ୍ର ଗତିରେ ଦୁର୍ବଳ ହେବାକୁ ଲାଗୁଛି ।
ତେବେ ଏହି ବଦଳୁଥିବା ଜୀବନ ଶୈଳୀ କୁ ନେଇ ପୁରୁଷ ମାନଙ୍କ ଭିତରେ ସୁଧାର ଆଣିବାର ଅଛି । ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ଏକେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇ ଆସିଛୁ। ତେବେ ଯେଉଁ କାରଣ ପାଇଁ ଏହି ଶୁକ୍ରାଣୁ ର ହାର କମିବାରେ ଲାଗିଛି ।
ତେବେ ଯଦି ଆପଣ ମାନଙ୍କ ଠାରେ ଏହି ସବୁ ଅଭ୍ୟାସ ରହିଛି ତେବେ ଏହାକୁ ଆପଣ ମାନେ ଖୁବ ଶୀଘ୍ର ବଦଳାଇ ଦିଅନ୍ତୁ। ଧୂମ୍ରପାନ ଓ ମଦ୍ୟପାନ କରିବା ଦ୍ୱାରା ଏହି ସମସ୍ୟା ଦେଖା ଯାଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ହାନି କାରକ ଅଟେ।ତେବେ ଏହି ଅଭ୍ୟାସ ଦ୍ୱାରା ଶରୀର ରେ ବହୁତ ପ୍ରକାର ରୋଗ ମଧ୍ୟ ଦେଖାଯାଇଥାଏ।
ଯଦି ଆପଣ ମାନେ ସିଗାରେଟ ପିଉଛନ୍ତି ତାହେଲେ ଆପଣ ମାନଙ୍କ ଶରୀର ରେ ଥିବା ହରମୋହନ ରେ ପରିବର୍ତ୍ତନ ଆସିଥାଏ। ଏଥିପାଇଁ ନଫୁସକତା ହେବାର ସମ୍ଭାବନା ବଢି ଯାଇଥାଏ। ଯଦି ବନ୍ଧୁଗଣ ଆପଣ କୌଣସି କାରଣ ରୁ ଅଧିକ ଚିନ୍ତାରେ ରହୁଛନ୍ତି ରହୁଛନ୍ତି ଏହା ମଧ୍ୟ ଆପଣ ମାନଙ୍କ ଶରୀର ରେ ବହୁତ ପ୍ରଭାବ ପକାଇଥାଏ ତେବେ ଆପଣ ଏହାର ପ୍ରତିକାର ପାଇଁ ସବୁଦିନ ସକାଳେ ଯୋଗ କରିବା ନିହାତି ଆବଶ୍ୟକ ରହିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ