ଦର୍ଶକବନ୍ଧୁ ଶୁଣିବାକୁ ପାଇଥିବା ଗଣ ମାଧ୍ୟମ ଦ୍ଵାରା ପୁରୁଣା ମୂଦ୍ର ବା ପୁରୁଣା ଟଙ୍କା ଥିଲେ ଯାହାକି ଅନଲାଇନ ମାଧ୍ୟମ ଦ୍ଵାରା ଆପଣ ମାନେ ସେଲ କରି କୋଟିପତି ହୋଇପାରିବେ | ରାତା ରାତି ବୋହୁତ ସାରା ଟଙ୍କା ରୋଜଗାର କରିପାରିବେ ଯଦି ପୁରୁଣା ନୋଟ ଆପଣଙ୍କ ପାଖରେ ଥାଏ | ତେବେ ୧ ଟଙ୍କିଆ ନୋଟ ଏବଂ ୫ ଟଙ୍କିଆ ଏବଂ ୫ ଟଙ୍କିଆ ଟ୍ରାକ୍ଟର ଚିହ୍ନ ଥିବା ୫୫୫ ପୁରୁଣା ନୋଟ ତେବେ ଆସନ୍ତୁ ଭଲ ଭାବେ ଜାଣିବା ଆପଣ ଙ୍କ ପାଖରେ ପୁରୁଣା ନୋଟ କିମ୍ୱା ପୁରୁଣା ମୁଦ୍ରା ଅଛି ତାହାକୁ ଅନଲାଇନ ମାଧ୍ୟମରେ କିପରି ସେଲ କରିପାରିବେ ଏବଂ ଏହା ର ପଇସା କେତେ।
ଯଦି ଆପଣ ଙ୍କ ପାଖରେ ଯଦି କିଛି ଏହିଭଳି ୮ ଟି ନୋଟ ଅଛି ଯାହାକି ଅନଲାଇନ ମାଧ୍ୟମ ରେ ୩୦୦୦ ରୁ ୧୦,୦୦୦ ମଧ୍ୟ ରେ ବିକ୍ରି କରିପାରିବେ | ଆସନ୍ତୁ ଜାଣିବା ଆପଣଙ୍କ ପାଖରେ କିପରି ନୋଟ ଥିଲେ କେତେ ଟଙ୍କା ପାଇପାରିବେ | ସେହିଭଳି ପ୍ରଥମ ନମ୍ବର ରେ ଆସୁଛି ଯାହାକି ଏହିଭଳି ୧ ଟଙ୍କିଆ ନୋଟ ଯାହା ର ଶେରିଏଲ ନମ୍ବର 469873 ମ୍ୟାଚ୍ କରିଦିଅନ୍ତୁ | ଯଦି ଶେରିଏଲ ନମ୍ବର ମ୍ୟାଚ୍ ହେଇଯାଉଛି ଯାହାକି ଅନଲାଇନ ଟଙ୍କା ହିସାବରେ ୯,୦୦୦ ଟଙ୍କା ରେ ସେଲ କରିପାରିବେ |
ସେହିଭଳି ଦୁତୀୟ ରେ ଆସୁଛି ୨ ଟଙ୍କିଆ ଏହିଭଳି ନୋଟ ଯାହାକି ସିରେଲ ନମ୍ବର ମ୍ୟାଚ୍ 382306 କିମ୍ବା 293789 ହୋଇଥାଏ ଯାହାକି ୧୨,୦୦୦ ଟଙ୍କା ରେ ସେଲ କରିପାରିବେ | ସେହିଭଳି ୫୦ ଟଙ୍କିଆ ନୋଟ ଅଛି ଯଦି ଏହି ସିରିଏଲ ନମ୍ବର ମ୍ୟାଚ୍ ହେଉଛି ଯାହାକୁ ଆପଣ ୧୨,୦୦୦ ଟଙ୍କା ରେ ସେଳ୍ କରିପାରିବେ। ସେହିଭଳି ୫୦୦ ଟଙ୍କିଆ ପୁରୁଣା ନୋଟ ଯାହାକି ଏବେ ରେସୋର୍ପେ ବ୍ୟାଙ୍କ ଅଫ ଇଣ୍ଡିଆ ଚଳାଇପରୁ ନଥିଲେ ସେହିଭଳି ନୋଟ କୁ ୬,୫୦୦ ଟଙ୍କା ରେ ସେଲ କରିପାରିବେ |
ସେହିଭଳି ଆସୁଛି ଆଉ ଏକ ନୋଟ ଏକ ଟଙ୍କିଆ ନୋଟ ଯାହାର ସିରିଏଲ ମ୍ୟାଚ୍ କରିଦେବେ | ଯାହାକି ଆପଣ ଅନଲାଇନ ମାଧ୍ୟମରେ ୯,୫୦୦ ଟଙ୍କା ରେ ବିକ୍ରି କରିପାରିବେ ସେହିଭଳି ଦେଖିପରୁଥିବ ଏହିଭଳି ୧୦୦ ଟଙ୍କିଆ ନୋଟ ଅଛି ଯାହାକି ସିରିଏଲ୍ ନମ୍ବର ମ୍ୟାଚ୍ କରନ୍ତୁ ତା ସହିତ manufacture ଡେଟ ମଧ୍ୟ ମ୍ୟାଚ୍ କରନ୍ତୁ ଯାହାକୁ ୧୨,୦୦୦ ଟଙ୍କା ରେ ସେଲ କରିପାରିବେ।
ସେହିଭଳି ୫ ଟଙ୍କିଆ ନୋଟ ଥାଏ ଯାହା ପଛରେ ଟ୍ରାକ୍ଟର ଚିହ୍ନ ଥିଵ ସିରିଏଲ ନମ୍ବର ମ୍ୟାଚ୍ କରନ୍ତୁ ଯାହାକି ୪,୫୦୦ ଟଙ୍କା ରେ ସେଲ କରିପାରିବେ | ସେହିପରି ଦେଖୁପରୁଥିବ ୧୦୦ ଟଙ୍କିଆ ପୁରୁଣା ନୋଟ ଅଛି ଯେପରି ଏହି ଭଳି ନୋଟ ସିରିଏଲ ନମ୍ବର ମ୍ୟାଚ୍ କରନ୍ତୁ ଯାହାକୁ ଆପଣ ୬,୦୦୦ ଟଙ୍କା ରେ ସେଲ କରିପାରିବେ।
ସେହିଭଳି ଦେଖିପାରୁଥିବ ୫ ଟଙ୍କିଆ ନୋଟ ଅଛି | ବୋହୁତ ପୁରୁଣା ନୋଟ ଶେରିଏଲ ନମ୍ବର ମ୍ୟାଚ୍ କରିଦିଅନ୍ତୁ ଯାହାକୁ ଅନଲାଇନ ହିସାବରେ ୭,୦୦୦ ଟଙ୍କା ରେ ସେଲ କରିପାରିବେ | ସେହିଭଳି ଦେଖିପାରିବେ ଆଉ ଏକ ୨୦ ଟଙ୍କିଆ ନୋଟ ଅଛି ଯାହାକି ସିରିଏଲ ନମ୍ବର ମ୍ୟାଚ୍ କରିଦେବେ | ଏହିଭଳି ନୋଟ ଥିଲେ ୪,୫୦୦ ଟଙ୍କା ରେ ସେଲ କରିପାରିବେ | ସେହିପରି ଦେଖୀପରୁଥିବ ୧ ରୁପିସ ର ନୋଟ ଅଛି ଯାହାକି ସିରିଏଲ ନମ୍ବର ମ୍ୟାଚ୍ କରିଦିଅନ୍ତୁ ଯାହାକୁ ଆପଣ ୧୦,୦୦୦ ଟଙ୍କା ରେ ସେଲ କରିପାରିବେ |