Breaking News

ପୁରୁଣା ୨ ଟଙ୍କିଆ କଏନ୍ କରିଦଉଛି ଲକ୍ଷପତି ଶୀଘ୍ର ଦେଖନ୍ତୁ …

ଦର୍ଶକବନ୍ଧୁ ଆପଣଙ୍କୁ ଲକ୍ଷ୍ୟ ପତି କରିପାରେ ଏହି ୨ ଟଙ୍କିଆ କଏନ | ମହା ମାରି କରୋନ ସଙ୍କଟ ପରେ ଲୋକ ମାନେ ଆର୍ଥିକ ସଙ୍କଟ ର ସମ୍ମୁଖୀନ ହେଉଛନ୍ତି | ଏହି ସମୟ ରେ ଅଧିକାଂଶ ଲୋକ ଘରୁ ରୋଜଗାର କରିବାକୁ ଚାହାନ୍ତି। ଏଭଳି ସମୟ ରେ ଆମେ ଆପଣ ମାନଙ୍କୁ ଏକ ଭଲ ଉପାୟ କହୁଛୁ ଯାହା ଦ୍ୱାରା ଆପଣା ମନେ ଘରେ ବସି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରିପାରିବେ। ଯଦି ଆପଣଙ୍କ ପାଖରେ ପୁରୁଣା ମୁଦ୍ର ଅଛି ତେବେ ତାହା ମଧ୍ୟ ରୋଜଗାର ର ମଧ୍ୟମ ହୋଇପାରେ।

ଯଦି ଆପଣ ମାନେ ପୁରୁଣା ମୁଦ୍ରା ଏବଂ ନୋଟ ରଖିବାରେ ସୋକ ରଖନ୍ତି ତେବେ ଆପଣ କୋଟିପତି ହୋଇପାରିବେ।ଅନେକ ଥର ଲୋକ ମାନେ ପୁରୁଣା ମୁଦ୍ରା କୁ ବୋହୁତ ଯତ୍ନ ରେ ରଖନ୍ତି। ତେବେ ଏହି ମୁଦ୍ରା ଗୁଡିକ ର ମୂଲ୍ୟ ମଧ୍ଯ ବୋହୁତ ବୃଦ୍ଧି ପାଇଛି।ଏଥି ପାଇଁ ଆପଣ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପାଇପାରିବେ । ତେବେ ଆଜି ଆମେ ଆପଣଙ୍କୁ ଦୁଇ ଟଙ୍କିଆ ମୁଦ୍ରା ବିଷୟ ରେ କହୁଛୁ । ଏହି ମୁଦ୍ରା କୁ ବିକ୍ରି କରି ଆପଣ କୋଟି ପତି ହୋଇପାରିବେ।ଗୋଟିଏ ମୁଦ୍ରା ଆପଣଙ୍କୁ କୋଟିପତି କରିବ ।

ଏଠରେ ଆମେ ଆପଣଙ୍କୁ ଏପରି ମୁଦ୍ରା ବିଷୟ ରେ କହୁଛୁ ଯାହା ଆପଣଙ୍କୁ ଲାଭ ଦେଇପାରେ । ଯଦି ଆପଣଙ୍କ ପାଖରେ ଦୁଇ ଟଙ୍କିଆ ଏହି ବିଶେଷ ମୁଦ୍ରା ଅଛି ତେବେ ଆପଣମାନଙ୍କୁ କୋଟିପତି ହେବାକୁ ବେସି ସମୟ ଲାଗିବ ନାହିଁ।ବାସ୍ତବ ରେ ଏହି ୨ ଟଙ୍କିଆ ମୁଦ୍ରା ୧୯୯୪ ମସିହା ରେ ନିର୍ମିତ ହୋଇଥିଲା। ଏହି ମୁଦ୍ରା ର ପଛ ଭାଗ ରେ ଭାରତ ର ଜାତୀୟ ପତାକା ର ଚିହ୍ନ ଅଛି। Coin ୱେବସାଇଟ ରେ ଏହି ବିରଳ ମୁଦ୍ରା ର ମୂଲ୍ୟ ପାଞ୍ଚ ଲକ୍ଷ୍ୟ ଟଙ୍କା ସ୍ଥିର କରଯାଇଛି।

ଗୋଟିଏ ମୁଦ୍ରା ର ମୂଲ୍ୟ ୨ଲକ୍ଷ୍ୟ ଟଙ୍କା।ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆ ଙ୍କ ଗୋଟିଏ ଟଙ୍କା ରୂପ ମୁଦ୍ରା ର ମୂଲ୍ୟ ଦୁଇ ଲକ୍ଷ ଟଙ୍କା ଥିଲା। ସେହିଭଳି ଜଜଭି କିଙ୍ଗ ସମ୍ରାଟ ୧୯୧୮ ର ଗୋଟିଏ ଟଙ୍କା ବ୍ରିଟିଶ ଟଙ୍କା ର ମୂଲ୍ୟ ନ ଲକ୍ଷ୍ୟ ଟଙ୍କା ରହିଛି। ତେବେ ଉଭୟ କ୍ରତା ଓ ବିକ୍ରତା ଉଭୟ ମଧ୍ୟ ରେ ଏକ ଯୁକ୍ତି ହୋଇଥାଏ ଯେ କେଉଁ ମୂଲ୍ୟ ରେ ଏମାନେ ଏହା କୁ ବିକ୍ରୟ କରିବାକୁ ଚାହୁଁଛନ୍ତି। ଏହି ପୁରୁଣା ମୁଦ୍ରା ଗୁଡ଼ିକର ବୋହୁଟ ଚାହିଦା ଅଛି ଯେଉଁଠି ପାଇଁ ଲୋକେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେବାକୁ ରାଜି ହୋଇଯାଆନ୍ତି।

ଆପଣ ମାନେ କେଉଁଠାରେ ମୁଦ୍ରା ବିକ୍ରୟ କରିପାରିବେ ଜାଣିଛନ୍ତି ।ଯଦି ଆପଣଙ୍କ ପାଖରେ ଏପରି ପୁରୁଣା ମୁଦ୍ରା ଅଛି ଏବଂ ଆପଣ ସେଗୁଡିକୁ ବିକ୍ରୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ମାନଙ୍କୁ ପ୍ରଥମେ coian ୱେବସାଇଟ କୁ ଯାଇ ପଞ୍ଜିକରଣ କରିବକୁ ପଡ଼ିବ ତା ପରେ ଆପଣଙ୍କୁ ଏହି ମୁଦ୍ରା ର ଫୋଟୋ କ୍ଲିକ୍ କରି ସାଇଟ ରେ ଅପଲୋଡ କରିପାରିବେ | ପରେ ଆପଣଙ୍କୁ କ୍ରାତ ଆପେ ଆପେ ସିଧା ସଳଖ ଯୋଗ ଯୋଗ କରିବେ।ସେଠାରୁ ଆପଣ ଆପଣଙ୍କର ମୁଦ୍ରା ଦେଓ ଏବଂ ବିତରଣ ସର୍ତ୍ତାବଳୀ ଅନୁଯାଇ ବିକ୍ରି କରିପାରିବେ।

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.