Breaking News

ଆଶ୍ଚର୍ଯ୍ୟ ଖବର – ପୁରୀ ରେ ବଦଳିଗଲା ଆକାଶର ରଙ୍ଗ, ଦେଖିଲା ପରେ ସବୁ ଲୋକଙ୍କ ଉଡ଼ିଗଲା ହୋସ !!

ଦର୍ଶକବନ୍ଧୁ ଆକାଶ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଖୁସି ତେବେ ବାତ୍ୟା ଜବାଦ ଟଳି ଯାଇଥବା କଥା ସମ୍ପର୍କରେ ମଧ୍ୟ ସମସ୍ତେ ଜାଣିଥିବେ ବାତ୍ୟା ଯଦି ଓଡିଶା କୁ ଅସିଥାନ୍ତା ତାହେଲେ ଓଡ଼ିଶାର ଅନେକ ଖେୟ ଖେଥି ହେଇଥାନ୍ତା ତେବେ ଏହା ପରେ ମଧ୍ୟ ଏହି ବାତ୍ୟା ଜବାଦ ପ୍ରଭାବରେ ଓଡିଶାର ଅନେକ କ୍ଷେୟ କ୍ଷତି ହେଇଥାନ୍ତା |

ଅନେକ ଚାଷୀ ଭାଇ ତାଙ୍କର ଫସଲ ନଷ୍ଟ କରିସାରିଛନ୍ତି ସେମାନେ ଅନେକ କ୍ଷେୟ କ୍ଷେତି ସହିବା ପରେ ବର୍ତମାନ ଆଉ ଏପରି ପୂର୍ବ ସୂଚନା ପାଇଛନ୍ତି ଯାହା ସମସ୍ତଙ୍କ ମନରେ ଭୟର ସମାଚାର ସୃଷ୍ଟି କରିଛି | ରବିବାର ସନ୍ଧ୍ୟା ସମୟରେ ପୁରୀ ଜିଲ୍ଲାର ସମ୍ପର୍ଣ୍ଣ ଆକାଶ ଲୋହିତ ବର୍ଣ୍ଣ ହେଇଯାଇଥିଲା ତେବେ ଏପରି କଣ ପାଇଁ ହୋଇଥିଲା ତା ସମ୍ପର୍କରେ ସଠିକ ଭାବରେ ଜଣାପଡି ନଥିଲା |

ବାତ୍ୟା କାରଣରୁ ଚାଷୀ ମାନଙ୍କୁ ବହୁତ କ୍ଷେୟ କ୍ଷେତି ସହିବାକୁ ପଡିଥିଲା ଏହା ସହିତ ଅନେକ ଲୋକଙ୍କର ଅନେକ ବଡ କ୍ଷେୟ କ୍ଷେତି ମଧ୍ୟ ହୋଇଥିଲା ତେବେ ଏହି ସମୟରେ ଚାଷୀ ମାନଙ୍କର ଅମଳ ସମୟ ଥିଲା ଯେହେତୁ ଚାଷୀ ମାନେ ଅମଳ କରିଥାନ୍ତେ ସେହି କାରଣରୁ ଅନେକ ଚାଷୀ ଧାନ କାଟି ମଧ୍ୟ ରଖିଥିଲେ ଏହା ଫଳରେ ବର୍ଷା କାରଣରୁ ସେହି ସମସ୍ତ ଧାନ ସମ୍ପୂର୍ଣ୍ଣ ବୁଡି ଯାଇଥିଲା |

ଯେହେତୁ ଚାଷୀ ମାନଙ୍କୁ ବହୁତ କ୍ଷେତି ସହିବାକୁ ପଡିଲା ତେବେ ଏହି କାରଣରୁ ଏମାନେ ବର୍ତମାନେ ବହୁତ ଅଧିକ ଚିନ୍ତାରେ ରହିଛନ୍ତି କିନ୍ତୁ ଏହି ସମୟରେ ସେମାନଙ୍କ ପାଇଁ ଆଉ ଏକ ଚିନ୍ତାର କାରଣ ହେଇଛି | ଗତ ରବିବାର ଦିନ ସମ୍ପୁର୍ଣ୍ଣ ଭାବରେ ଆକାଶ ଲାଲ ରଙ୍ଗର ହୋଇଯାଇଥିଲା ଫଳରେ ଲୋକ ବହୁତ ବିଚଳିତ ହୋଇ ପଡ଼ିଥିଲେ କିଛି ଲୋକ ଏହାକୁ ଖରାପ ସମୟ ଆସିଗଲା ବୋଲି କହିଥିଲେ |

ଆଉ କିଛି ଲୋକ କହିଥିଲେକି ଆଗାମୀ ସମୟରେ ଅନେକ ଖରାପ ହବାକୁ ଯାଉଛି ଆଉ କିଛି ଲୋକ କହିଥିଲେକି ଦେଶ ପାଇଁ ଆଗାମୀ ସମୟରେ ବିପଦ ଆସିବାକୁ ଯାଉଛି | ଏପରି ଲୋକ ନିଜର ମତା ମତ ରଖିଲେ ଏହା ସହ ସମସ୍ତଙ୍କ ମନରେ ବର୍ତମାନେ ଭୟ ସୃଷ୍ଟି କରିଛି ବର୍ତମାନେ ବାତ୍ୟା ଟଲି ସାରିଛି କିନ୍ତୁ ଏହାପରେ ମଧ୍ୟ ଆକାଶ ଲାଲ ହେବାର ସମସ୍ତଙ୍କ ଆଶ୍ଚର୍ଯ୍ୟ କରି ଦେଇଛି ଲୋକ କହୁଛନ୍ତି ଏହା ଆଗାମୀ ବିପଦର ସୂଚନା | ତେବେ ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.