Breaking News

ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ଼ ଖବର ଆକାଶ ରେ ଦେଖାଗଲା କିଛି ଅପୂର୍ବ ଦୃଶ୍ୟ…

ଦର୍ଶକବନ୍ଧୁ ଫୁଣି ପୁରୀ ଜଗନ୍ନାଥ ମନ୍ଦିର ଚର୍ଚାରେ ପୁରୀରେ ଅଲୌକିକ ଦୃଶ୍ୟ ଦେଖାଯିବ ପରେ ସାରା ଓଡ଼ିଶାରେ ଚହଳ ସୃଷ୍ଟି ହେଇଛି ପତିତପାବନ ଙ୍କ ଉପରେ ପଡିଲା ସ୍ବର୍ଗରରୁ ଖସୁଥିବା ଶୁଭ୍ରରଶ୍ମି ଯାହାକୁ ଦେଖିବା ପରେ ସୋସିଆଲ ମିଡ଼ିଆ ରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି ଘଟଣାଟି ସମ୍ପୂର୍ଣ ଜାଣିବା ପାଇଁ ପୋଷ୍ଟ ଟିକୁ ଶେଷ ପଯ୍ୟନ୍ତ ପଢନ୍ତୁ ଶ୍ରୀ ଜଗନ୍ନାଥ ଙ୍କ ମହିମା ବିଷୟରେ ସାରା ବିଶ୍ୱ ଗ୍ୟାନ୍ତ ଶ୍ରୀକ୍ଷେତ୍ର ର ପ୍ରତ୍ୟେକ ଅଂଶରେ ରହିଛି |

ବନ୍ଧୁଗଣ ଆଧ୍ୟାତ୍ମିକ ର ଅଲୌକିକ ଶକ୍ତି ଶ୍ରୀ ଜଗନ୍ନାଥ ବେଳେ ବେଳେ ଏମିତି ଲୀଳା କରନ୍ତି ତାହାକୁ ବୁଝିବା ମନୁଷ୍ୟ ପକ୍ଷ୍ୟରେ ସମ୍ଭାବପର ନୁହେଁ ବିଗତ ଦିନରେ ପୁରୀରେ ବହୁତ ଅଲୌକିକ ଘଟଣା ଘଟିଯାଇଛି କେତେବେଳେ ପତିତପାବନ ବାନା ରେ ଗଣ୍ଠି ପଡୁଛି ତ କେତେବେଳେ ପତିତପାବନ ବାନା ରେ ନିଆଁ ଲାଗିଯାଉଛି ଏହିଭଳି ବିଭିନ୍ନ ପ୍ରକାର ଘଟଣାକୁ ନେଇକି ପୁରୀ ମନ୍ଦିର ଚର୍ଚାରେ ରହିଆସିଛି ବର୍ତମାନ ଫୁଣି ଚର୍ଚ୍ଚାକୁ ଆସିଛି |

ବନ୍ଧୁଗଣ ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ଚିନ୍ତା ଓ ଭାବନାକୁ ଦୋହଲାଇ ଦେଇଛି ପଶ୍ଚିମ ଆକାଶରୁ ଏକ ଶୁଭ୍ରରଶ୍ମି ଶ୍ରୀ ଜଗନ୍ନାଥ ଙ୍କ ପତିତପାବନ ବାନା କୁ ସ୍ପର୍ଶ କରୁଥିବା ଦେଖିବାକୁ ମିଳିଛି ସତେ ଯେମିତି ସ୍ୱର୍ଗର ଦେବତାମାନେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ମର୍ତ୍ୟକୁ ଓଲାହି ଆସିଛନ୍ତି ଏହି ଅଦ୍ଭୁତ ଦୃଶ୍ୟକୁ ଦେଖି ଲୋକଙ୍କ ମନରେ ବହୁ ଆଧ୍ୟାତ୍ମିକ ଚେତନା ସୃଷ୍ଟି ହୋଇଛି ଏହି ରଶ୍ମିକୁ ନେଇ ଲୋକଙ୍କ ମନରେ ଶ୍ରୀଜୀୟୁ ଙ୍କ ମହିମା ବିଷୟରେ ବହୁ ଆଲୋଚନା ମଧ୍ୟ ହଉଚି |

ଦର୍ଶକବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫୋଟୋ ବହୁତ ମାତ୍ରାରେ ଭାଇରଲ ମଧ୍ୟ ହୋଉଛି ଏହି ଦୃଶ୍ୟ କୁ ଜଣେ ଉଠେଇଥିଲେ ଜଣେ ଓଡ଼ିଆ ଫୋଟୋ ଗ୍ରାଫର ସମେରେନ୍ଦ୍ର ଦାସ ସୁଯ୍ୟାସ୍ତ ସମୟ ସାଢେଚାରି ଟାରୁ ପାଞ୍ଚଟା ମଧ୍ୟରେ ପଶ୍ଚିମ ଆକାଶରୁ ଏହି ଶୁଭ୍ରରଙ୍ଗର ରଶ୍ମି ଶ୍ରୀମନ୍ଦିର ଉପରେ ପଡି ସିଧାସଳଖ ପତିତପାବନ ବାନା କୁ ଛୁଇଁ ଥିବାର ଦେଖାଯାଇଥିଲା ଏହି ରଶ୍ମି ପଞ୍ଚେ ରୁ ଦଶ ସେକେଣ୍ଡ ଯାଏ ରହିଥିବା ବେଳେ ଫୋଟୋ ଗ୍ରାଫର ସମରେନ୍ଦ୍ର ଦଶ ତାହାକୁ ତାଙ୍କ କ୍ୟାମେରାରେ କଏଦ କରିଥିଲେ |

ଏହାକୁ ଦେଖିବା ପରେ ସମସ୍ତେ ଶ୍ରୀ ଜଗନ୍ନାଥଙ୍କ ମହିମାକୁ ଘୁରି ଘୁରି ପ୍ରଶ୍ନସା କରୁଛନ୍ତି ଆପଣମାନେ ମଧ୍ୟ ଏହି ଫୋଟୋ ଦେଖିସାରିଥିବେ ଦେଖିସାରିବା ପରେ ଆପଣଙ୍କ ମନ କଣ କହୁଛି ପ୍ରକୃତରେ ଏହା କଣ ଶ୍ରୀ ଜଗନ୍ନାଥଙ୍କ ଅଲୌକିକ ଶକ୍ତି ନା ଆଉ କିଛି ଆପଣମାନଙ୍କର ମତାମତ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଜଣେଇବେ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.