Breaking News

ପୁରୀ ଶ୍ରୀମନ୍ଦିରରୁ ମିଳିଲା ସଙ୍କେତ… ଆସୁଛି ବଡ ମହାବିପଦ, ମାଳିକା କଥା ଗୋଟି ଗୋଟି କରି ହେଉଛି Sata… ଦେଖିକି ହୋସ ଉଡିଯିବ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ସତ୍ୟ ହବାକୁ ଯାଉଛି ମାଳିକା ବଚନ ମହାପ୍ରଭୁ ଶ୍ରୀ ଜଗନାଥ ଦେଲେ ବଡ଼ ସଂକେତ | ମହାପ୍ରଭୁ ଅଚ୍ୟୁତା ନନ୍ଦ ଦାସଙ୍କ ଲିଖିତ ମାଳିକା ବଚନ ପୁଣି ଥରେ ସତ ହେବାକୁ ଯାଉଛି | ଶ୍ରୀ ମନ୍ଦିରରେ ଘଟିଲା ଏକ ବଡ଼ ଅଘଟଣ ମାଡ଼ି ଆସୁଛି ବଡ଼ ବିପଦ | ଦର୍ଶକବନ୍ଧୁ ମହାବିପଦ ଆସିବା ପୂର୍ବରୁ ମିଳିଲା ଏକ ବଡ଼ ସଙ୍କେତ ପୁରୀ ଜଗନାଥ ମନ୍ଦିରରେ | ସତ୍ୟ ହେବକି ଅଚ୍ୟୁତା ନନ୍ଦ ଦାସଙ୍କ ଦ୍ୱାରା ଲିଖିତ ମାଳିକା ବଚନ |

ଦର୍ଶକବନ୍ଧୁ ନୀଳ ଚକ୍ର ଉପରେ ପୁଣି ଉଡ଼ିଲା ହଜାର ହଜାର ଚଡ଼େଇ ସତେ ଯେପରି ନୀଳ ଚକ୍ରକୁ ନେଇ ଯିବାର ଲାଭ କରିଆସିଥିଲେ | ଦର୍ଶକବନ୍ଧୁ ଘଣ୍ଟା ଘଣ୍ଟା ଧରି ଶ୍ରୀ ମନ୍ଦିରରେ ଉପରେ ଉଡ଼ିଲେ ଚିଲ | ଲୋକେମାନେ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକବନ୍ଧୁ ନୀଳ ଚକ୍ର କଡ଼ଦେଇ ମଧ୍ୟ କୌଣସି ପକ୍ଷୀ ଉଡ଼ନ୍ତି ନାହିଁ | କିନ୍ତୁ ନୀଳ ଚକ୍ରରେ ହଜାର ହଜାର ଚିଲ ଉଡ଼ିବା ଏକ ନକରାତ୍ମକ ସଙ୍କେତ ଅଟେ | ଆଗରୁ ମଧ୍ୟ ବିଭିନ୍ନ ବାଟରେ ଚିଲ ବସିଛି ନୀଳଚକ୍ର ଉପରେ |

ମାଳିକାରେ ଲେଖାଥିଲା ନୀଳ ଚକ୍ର ଉପରେ ଚିଲ ବସିବା ଏହା ସତ୍ୟ ହେଇଛି | ପୁରୀ ଶ୍ରୀ ମନ୍ଦିରରେ ପଥର ଖସିବା ହେଉ ରତ୍ନ କାଣ୍ଡରେ ନିଆଁ ଲାଗିବା ନୀଳଚକ୍ର ବକ୍ର ହେବା ହେଉ ବା ପୁରୀ ଶ୍ରୀ ମନ୍ଦିରରେ ରକ୍ତ ଛିଟା ପଡ଼ିବା ହେଉ ଏଭଳି ବହୁତ ପ୍ରକାରର ଅଘଟଣ ଘଟି ସାରିଛି ପୁରୀ ଜଗନାଥ ମନ୍ଦିରରେ | କିନ୍ତୁ ଲୋକେ ବାରମ୍ବାର ମାଳିକାର କଥାକୁ ବା କେତେବା ପ୍ରମାଣ ରହିଛି ଆଉ ଆମେ ପ୍ରମାଣ ଦେବୁ କଳିଯୁଗର ଶେଷ ସମୟ ଶନିଯୋଗ |

ଦର୍ଶକବନ୍ଧୁ ଅଗଣିତ ଚିଲ ଏବେ ନୀଳଚକ୍ର ଚାରିପଟେ ଉଡ଼ି ଲୋକେମାନେ ଭୟଭୀତ ହୋଇ ଯାଇଛନ୍ତି | ସାରା ଓଡ଼ିଶା ବାସୀ ଏବେ ଭୟଭୀତ ମହାପ୍ରଭୁଙ୍କର ଏହା କି ସଙ୍କେତ | ଦର୍ଶକବନ୍ଧୁ କଳିଯୁଗର ଶେଷ ଅନୁସାରେ ମାଳିକାରେ କୁହାଯାଇଥିବା ବାରମ୍ବାର ପୁରୀ ଶ୍ରୀ ମନ୍ଦିରରେ ଅଘଟଣ ଘଟିବ | ଶେଷର ସଙ୍କେତ ପୁରୀ ଶ୍ରୀମନ୍ଦିରରୁ ମିଳିବ ବୋଲି ମାଳିକା ପ୍ରମାଣ କରିଛି | ଏବେ ଆଗକୁ କଣ ବିପଦ ମାଡ଼ି ଆସୁଛି ତାହା ପ୍ରଭୁ ଶ୍ରୀ ଜଗନାଥ ଖାଲି ଜାଣିଛନ୍ତି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.