Breaking News

ପୁରୀ ସମୁଦ୍ର କୁଳ ରେ ବୟଫ୍ରେଣ୍ଡ ଙ୍କ ସହ ମସ୍ତି କଲେ ଅଭିନେତ୍ରୀ ଜ୍ଯାକଲିନ

ହଁ ବନ୍ଧୁ ଆଜି ଆମେ ଜାଣିବା ଅଭିନେତ୍ରୀ ଜ୍ୟାଙ୍କଲିନି ପୁରୀ ସମୁଦ୍ର କୂଳ ରେ ଵୟେ ଫ୍ରେଣ୍ଡ୍ ଙ୍କ ସହ କିପରି ମଜା ମସ୍ତି କରୁଛନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଜ୍ୟାଙ୍କଳିନି ରଜ କ୍ଵିନୀ ରେ ୱିନର୍ ହୋଇଥିଲେ । ତା ପରେ ସେ ପ୍ରଥମ ଥର ପାଇଁ ମୋ ଜେଜେମା ଧାରାବାହିକ ରେ ଅଭିନୟ କରିଥିଲେ । ମୋ ଜେଜେମା ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିଲେ । ଏହି ଜବରଦସ୍ତ ଅଭିନୟ ଫଳ ରେ ମୋ ଜେଜେମା ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲେ ।

ସେ ତାଙ୍କ ଅଭିନୟ ଫଳ ରେ ସେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଥିଲେ । ଆଉ ଅଲିଉଡ୍ ଇଣ୍ଡଷ୍ଟ୍ରି ବହୁ ନାମ ଅର୍ଜନ କରିବା ସହିତ ଘରେ ଘରେ ପରିଚିତ । ଦର୍ଶକ ବନ୍ଧୁ ଯ୍ୟାଙ୍କଳିନି ଜଣ ଙ୍କୁ ଭଲ ପାଉଛନ୍ତି ଆପଣ ମାନେ ଜାଣିଛନ୍ତି କୁ ଯଦି ଜାଣି ନାହାନ୍ତି ତାହାଲେ ଆସନ୍ତୁ ଜାଣିବା ମ ସେ ହଉଛନ୍ତି ଅର୍ବିନ୍ଦି ମହାରଣା ଯିଏ କି ମୋ ଜେଜେମା ଧାରାବାହିକ ରେ ଅଭିନୟ କରୁଥିଲେ । ମୋ ଜେଜେମା ଧାରାବାହିକ ରୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ ଓ ଆଗମୀ ଦିନ ମାନ ଙ୍କ ମଧ୍ୟ ରେ ବିବାହ କରିବାକୁ ଯାଉଛନ୍ତି।

ଦର୍ଶକ ବନ୍ଧୁ ଏହି ଦୁଇ ଯୋଡ଼ି ପୁରୀ ବୁଲିବାକୁ ଯାଇଛନ୍ତି । ସେଠାରେ ବୁଲିବା ସହ ବହୁ ମଜା ମସ୍ତି ମଧ୍ୟ କରିଛନ୍ତି । ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ସେ ପୁରୀ ବୁଲିବା ସହ ବିଭିନ୍ନ ଜାଗା ରେ ପ୍ରାକୃତିକ ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.