ହଁ ବନ୍ଧୁ ଆଜି ଆମେ ଜାଣିବା ଅଭିନେତ୍ରୀ ଜ୍ୟାଙ୍କଲିନି ପୁରୀ ସମୁଦ୍ର କୂଳ ରେ ଵୟେ ଫ୍ରେଣ୍ଡ୍ ଙ୍କ ସହ କିପରି ମଜା ମସ୍ତି କରୁଛନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଜ୍ୟାଙ୍କଳିନି ରଜ କ୍ଵିନୀ ରେ ୱିନର୍ ହୋଇଥିଲେ । ତା ପରେ ସେ ପ୍ରଥମ ଥର ପାଇଁ ମୋ ଜେଜେମା ଧାରାବାହିକ ରେ ଅଭିନୟ କରିଥିଲେ । ମୋ ଜେଜେମା ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିଲେ । ଏହି ଜବରଦସ୍ତ ଅଭିନୟ ଫଳ ରେ ମୋ ଜେଜେମା ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲେ ।
ସେ ତାଙ୍କ ଅଭିନୟ ଫଳ ରେ ସେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଥିଲେ । ଆଉ ଅଲିଉଡ୍ ଇଣ୍ଡଷ୍ଟ୍ରି ବହୁ ନାମ ଅର୍ଜନ କରିବା ସହିତ ଘରେ ଘରେ ପରିଚିତ । ଦର୍ଶକ ବନ୍ଧୁ ଯ୍ୟାଙ୍କଳିନି ଜଣ ଙ୍କୁ ଭଲ ପାଉଛନ୍ତି ଆପଣ ମାନେ ଜାଣିଛନ୍ତି କୁ ଯଦି ଜାଣି ନାହାନ୍ତି ତାହାଲେ ଆସନ୍ତୁ ଜାଣିବା ମ ସେ ହଉଛନ୍ତି ଅର୍ବିନ୍ଦି ମହାରଣା ଯିଏ କି ମୋ ଜେଜେମା ଧାରାବାହିକ ରେ ଅଭିନୟ କରୁଥିଲେ । ମୋ ଜେଜେମା ଧାରାବାହିକ ରୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ ଓ ଆଗମୀ ଦିନ ମାନ ଙ୍କ ମଧ୍ୟ ରେ ବିବାହ କରିବାକୁ ଯାଉଛନ୍ତି।
ଦର୍ଶକ ବନ୍ଧୁ ଏହି ଦୁଇ ଯୋଡ଼ି ପୁରୀ ବୁଲିବାକୁ ଯାଇଛନ୍ତି । ସେଠାରେ ବୁଲିବା ସହ ବହୁ ମଜା ମସ୍ତି ମଧ୍ୟ କରିଛନ୍ତି । ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ସେ ପୁରୀ ବୁଲିବା ସହ ବିଭିନ୍ନ ଜାଗା ରେ ପ୍ରାକୃତିକ ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ