Breaking News

ନୂଆ ବୋହୂ ର ଧାରାବାହିକ ର ଅଭିନେତ୍ରୀ ରାଧିକା ପୁରୀ ରେ ନିଜ ପରିବାର ଲୋକ ଙ୍କ ସହ କିପରି ମଜା ମସ୍ତି କରୁଛନ୍ତି , ଦେଖନ୍ତୁ

ହଁ ବନ୍ଧୁ ଆଜି ଆମେ ଜାଣିବା ନୂଆ ବୋହୂ ର ଧାରାବାହିକ ର ଅଭିନେତ୍ରୀ ରାଧିକା ପୁରୀ ରେ ନିଜ ପରିବାର ଲୋକ ଙ୍କ ସହ କିପରି ମଜା ମସ୍ତି କରୁଛନ୍ତି । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ।

ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ । ନୂଆ ବୋହୂ ରେ ଅଭିନୟ କରୁଥିବା ରାଧିକା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ ।

ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ରାଧିକା ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଏହି ଅଭିନୟ ପାଇଁ ସେ ବର୍ତ୍ତମାନ ଘରେ ଘରେ ପରିଚିତ । ଦର୍ଶକ ବନ୍ଧୁ ରାଧିକା ନୂଆ ବୋହୂ ଧାରାବାହିକ କରିବା ପୂର୍ବ ରୁ ସେ ଆଉ କୌଣସି ଧାରାବାହିକ ରେ ଅଭିନୟ କରି ନାହାନ୍ତି ।

ବର୍ତ୍ତମାନ ରାଧିକା ଭୁବନେଶ୍ବର ରେ ନିଜ ପରିବାର ସହ ରହୁଛନ୍ତି ।ସେ ଗତ କିଛି ଦିନ ତଳେ ରାଧିକା ତାଙ୍କର ପରିବାର ପୁରୀ ବୁଲି ବା କୁ ଯାଇଥିଲେ ଓ ସେଠାରେ ବୁଲିବା ସହ ବହୁତ୍ ମଜା ମସ୍ତି କରିଛନ୍ତି ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *