Breaking News

Puri ରେ ଭୁତ ଆତଙ୍କ ସତ କ’ଣ ଜାଣିଲେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ, ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ…

ହେଲୋ ଫ୍ରେଣ୍ଡ୍ ବର୍ତ୍ତମାନ୍ ଆସୁଛି ବଡ ଖବର ପୁରୀରେ ଭୂତ ଆତଙ୍କ CCTV ରେ କୟେଦ ହେଲା ଦୁର୍ଶ୍ଵ ଲୋକେ ଛାନିଆ ଲୋକମାନେ ପ୍ରାୟତ ଭୂତ ପ୍ରେତ ଆଦିର କଥାକୁ ବିଶ୍ବାସ କରନ୍ତି ନାହିଁ କିଛି ଲୋକ ତ ଏହାକୁ ମାନର ଭ୍ରମ ବୋଲି ମଧ୍ୟ କହିଥାନ୍ତି କିନ୍ତୁ ଏହାରି ମଧ୍ୟ ରେ ସାମ୍ନାକୁ ଆସିଛି ଏକ CCTV ଫୁଟେଜ CCTV ରେ ଭୂତ ଦେଖିବା କୁ ମିଳିଛି |

ଏହି ଘଟଣା ପୁରୀରେ ଘଟିଥିବା ଜଣା ପଡ଼ିଛି ତେବେ ଏହି ଘଟଣା ର ଭିଡ଼ିଓ ଏବେ ଭାଇରାଲ ହେଇଥିବା ବେଳେ ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି ତେବେ ପୁରୀ ସଦର ମହକୁମା ମୁକୁନ୍ଦ ମିଶ୍ର ନଗରରେ ଦେଖିବା ପାଇଁ ମିଳିଛି |

ଏଭଳି ଦୁର୍ଶ୍ୱ ସୋମବାର ବିଳମ୍ବିତ ରାତିରେ ଏକ CCTV ରେ ଏଭଳି ଦୂର୍ଶ୍ଵ କୟେଦ ହୋଇଥିବା ବେଳେ ଏକ ଧଳା ଛାଇ ଦୂର୍ତ ଗତିରେ ବିଦା ଭିତରକୁ ପଶି ଯିବା ପାରେ ଗାୟେପ ହୋଇଯାଇଥିବାର ଦେଖିବା ପାଇଁ ମିଳୁଛି CCTV ରେ କୟେଡ ହୋଇଥିବା |

ଏହି ଦୂର୍ଶ୍ଵା କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ଏହା ଭୂତ ବୋଲି ଚର୍ଚ୍ଚା ହେଉଛି ତେବେ ଆପଣଙ୍କୁ କଣ ଲାଗୁଛି କମେଣ୍ଟ ରେ ଜଣାନ୍ତୁ

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.