Breaking News

ପୁରି ମନ୍ଦିର ଉପରେ ଉଡ଼ୁଛି କାଳ, ପ୍ରଭୁ Jagannath ଦେଲେ ବିପଦର ସଂକେତ ସେବକ ଦେଲେ ସୂଚନା… ଓଡିଶାଙ୍କ ଲୋକ ପାଇଁ ବଡ ବିପଦ ହୋଇ ଯାଆନ୍ତୁ ସାବଧାନ !

ଦର୍ଶକବନ୍ଧୁ ଆଜିକାଲି ଏହି ସବୁ ଅଧାନିକ ଯୁଗରେ କୌଣସି ଏକ ଭିଡ଼ିଓ ବା ଫୋଟ କିଛି ଖେଣ ମଧ୍ୟରେ ସୋସିଆଲ ମିଡିଆରେ ଭାଇରଲ ହୋ ଯାଏ ପୁରୀ ଶ୍ରୀ ମନ୍ଦିରର ଏମିତି ଏକ ଫୋଟ ଯାହା କିଛି ଦିନ ପୂର୍ବରୁ ବହୁତ ମାତ୍ରରେ ଭାଇରଲ ହେଉଥିଲା ଆପଣ ମାନେ ଦେଖି ଥିବେ ବୋଧେ ଏହି ଫୋଟକୁ ଧ୍ୟାନର ସହିତ ଦେଖନ୍ତୁ କିଛି ଦିନ ପୂର୍ବରୁ ଏହି ଫୋଟଟି ଫେସବୁକୁ ରେ ଖୁବୁ ମାତ୍ରାରେ ଭାଇରଲ ହେଉଥିଲା |

ଫୋଟ ଟି ଜଣେ ଭକ୍ତଙ୍କ ଦ୍ୱାରା ଉଠାଯାଇଥିଲା ଆଉ ପରେ ସେ ଯେତେବେଳେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ କିଛି ଖେଣ ମଧ୍ୟରେ ଏହା ବହୁ ମାତ୍ରାରେ ଭାଇରଲ ହେଉଥିବା ଏହି ଫୋଟ ଦେଖିବାକୁ ମିଳିଲାକି ଶ୍ରୀ ମନ୍ଦିରର ଉପ ଆକାଶରେ କୌଣସି ଏକ ଦିନିଷ ଉଡି ବୁଲୁଛି ପରେ ଯେତେବେଳେ ଏହି ଫୋଟ କୁ ଭଲସେ ଲୋକ ମାନେ ଦେଖିଲେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସେ ଫୋଟର ସ୍ୱୟଂ ହନୁମାନଙ୍କୁ ମନ୍ଦିର ଉପରେ ଉଡି ବୁଲୁଥିବା ଦେଖା ଯାଇଥିଲା |

ଏହି ଫୋଟଟି ଦେଖିବା ପରେ ଲୋକ ମାନଙ୍କର ଭିର୍ଣ୍ଣ ଭିର୍ଣ୍ଣ ମତ ସବୁ ଶୁଣିବାକୁ ମିଳିଲା କିଛି ଲୋକଙ୍କ କହିବା ଅନୁସାରେ ଆଗକୁ କିଛି ମହା ବିପଦ ଆସୁଥିବାରୁ ସ୍ୱୟଂ ହନୁମାନ ଜଗନ୍ନାଥ ମହାପ୍ରଭୁ ମନ୍ଦିର ଚାରି ପାଖରେ ସୁରକ୍ଷା ପାଇଁ ପ୍ରହାର ଦେଉଛନ୍ତି କିଛି ଲୋକଙ୍କ କହିବା ଅନୁଯାଇ କଳିଯୁଗର ଅନ୍ତ ହେବାକୁ ଯାଉଥିବାରୁ ମହାବୀର ହନୁମାନ ଧରାପୁଷ୍ଟକୁ ଓଲେହି ଆସିଛନ୍ତି |

ଆପଣ ମାନଙ୍କ ମଧ୍ୟରୁ ଖୁବୁ କାମ ଲୋକ ଜାଣିଥିବେ ପ୍ରଭୁ ଜଗନ୍ନାଥ ଓ ଶ୍ରୀ ହନୁମାନ ମଧ୍ୟରେ କଣ ସମ୍ବନ୍ଧ ରହିଛି ଶ୍ରୀ ମନ୍ଦିର ଭିତରେ ହନୁମାନ କଣ ପାଇଁ ପୂଜା ପାଇଥାନ୍ତି ଆପଣ ମାନଙ୍କ ଭିତରୁ ବହୁତ ଲୋକ ନିଶ୍ଚୟ ଭାବରେ ପୁରୀ ଜଗନ୍ନାଥ ଅନ୍ଦିର ଯାଇଥିବେ ପୁରୀ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦିଗରେ ମହାବୀର ହନୁମାନ ପୂଜା ପାଉଛନ୍ତି ଆମ ପୁରାଣ କଥାରେ ଅଛି ପୁରୀ ଜଗନ୍ନାଥ ମନ୍ଦିର ସମୁଦ୍ର ନିକଟରେ ଥିବାରୁ ମନ୍ଦିର ଗର୍ଭ ଗୃହରେ ସଧ୍ୟାବେଳେ ସମୁଦ୍ର ଶବ୍ଦ ଶୁଭୁଥାଏ ସେ ଶବ୍ଦ ଏତେ ଜୋର ସୂବେଯେ ପୂଜାର ମାନଙ୍କ ପରସ୍ପର କଥା ମଧ୍ୟ ଶୁଭୁ ନଥିଲା |

ଆଉ ରାତିରେ ପ୍ରଭୁ ଜଗନ୍ନାଥ ବିଶ୍ରାମ କରିବା ପାଇଁ ଓ ସୁବିଦା ମଧ୍ୟ ହେଉଥିଲା ଆଉ ଏହି ସମସ୍ୟା କୁ ଦୂର କରିବା ପାଇଁ ପ୍ରଭୁ ଜଗନ୍ନାଥ ନିଜ ଭକ୍ତ ହନୁମାନଙ୍କୁ ଡାକିଥିଲେ ଏବଂ ହନୁମାନ ନିଜ ପ୍ରଭୁଙ୍କ ସେବା କରିବା ପାଇଁ ମନ୍ଦିର ଦକ୍ଷିଣ ଭାଗରେ ବିରାଜ ମାନ ହୋଇଥିଲେ ଆଉ ସେବେଠାରୁ ସମୁଦ୍ର ଶବ୍ଦ ମଧ୍ୟ ମନ୍ଦିର ଭିତରକୁ ଶୁଭେ ନାହିଁ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.